ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମାଟ୍ରିକ ଫେଲ

Image result for odia film matric fail

ନିର୍ଦ୍ଦେଶକ: ସୁଧାକର ବସନ୍ତ
ପ୍ରଯୋଜକ: ବିଜୟ କୁମାର କାନ୍ଦୋଇ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ରଣଜିତ ପଟ୍ଟନାୟକ
କାହାଣୀ: ବିଜୟ କୁମାର କାନ୍ଦୋଇ
କଳାକାର: ଅନୁଭବ, ବର୍ଷା, ପୃଥିରାଜ, ପ୍ରିୟଙ୍କା, ଦେବୁ ବୋଷ, ସୁରେଶ ବଳ, ତୃପ୍ତି ସିହ୍ନା, ଉଷାସୀ ମିଶ୍ର
ସଙ୍ଗୀତ: ଅଭିଜିତ ମଜୁମଦାର
ଚିତ୍ରଗ୍ରହଣ: କେ. ଆର୍. ରମେଶ୍
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୨ ଜୁନ୍ ୨୦୧୨

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ପୃଥିରାଜ ନାୟକ
  • ପ୍ରିୟଙ୍କା ମହାପାତ୍ର
  • ଦେବୁ ବୋଷ
  • ସୁରେଶ ବଳ
  • ଇଲୁ ବନାର୍ଜୀ
  • ତୃପ୍ତି ସିହ୍ନା
  • ସୁନିଆ
  • ସଲିଲ ମିତ୍ର
  • ଉଷାସୀ ମିଶ୍ର
  • ସୋରଜ ଦାସ
  • ସୁବାଶିଷ ଶର୍ମା
  • ସୁନୀତା ଗରବଡ଼ୁ

ଗୀତ 

1. ତୋ ପାଖରେ ମୋର
2. ନା ନିଦ ହୁଏ ନା ରାତି ପାହେ
3. ଜାଣୁନା ଜାଣୁନା ତୁନେ କ୍ୟା କିୟା
4. ମେଟ୍ରିକ୍ ଫେଲ୍
5. ଦୁଃଖ ସାଥେ ମୁଁ
6. ଭାଇନା ହୋଇ ଭାଇନା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର