ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମନ ମୋର ପ୍ରଜାପତି

Image result for odia movie mana mora prajapati

ନିର୍ଦ୍ଦେଶକ: ଅନାମ ଚରଣ ସାହୁ
ପ୍ରଯୋଜକ: ଭବାନୀ ରଥ, ଅନାମ ଚରଣ ସାହୁ
ସଂଳାପ: ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଭବାନୀ ରଥ
କାହାଣୀ: ଲକ୍ଷ୍ମୀପ୍ରିୟା ସାହୁ
କଳାକାର: ଦୀପକ ବାରିକ, କୋଏଲ୍ ମୁଖାର୍ଜୀ, ମିହିର ଦାସ, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ହାଡ଼ୁ
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିଜାମ୍, ରଜନୀ ରଞ୍ଜନ
କଣ୍ଠ: କୁମାର ବାପି, ତପୁ ମିଶ୍ର, ଅରବିନ୍ଦ ସଡ଼ଙ୍ଗୀ
ଚିତ୍ରଗ୍ରହଣ: ରଞ୍ଜନ ମିଶ୍ର
ମୁକ୍ତିଲାଭ ତାରିଖ:
୨୫ ଫେବୃଆରୀ ୨୦୧୧

ଅଭିନୟ

  • ଦୀପକ ବାରିକ
  • କୋଏଲ୍ ମୁଖାର୍ଜୀ
  • ମିହିର ଦାସ
  • ପୁଷ୍ପା ପଣ୍ଡା
  • ଚିନ୍ମୟ
  • ପିଣ୍ଟୁ ନନ୍ଦ
  • ଜୀବନ ପଣ୍ଡା
  • ହାଡ଼ୁ

ଗୀତ 

1. ଚିଠିଟିଏ ଲେଖିବ
2. ଝୁମି ଗଲା ଝୁମି ଗଲା
3. କାହିଁ ଗଢ଼ୁଥିଲ
4. ଭଲ ମୁଁ ପାଇଚି
5. ମନ ମୋର ପ୍ରଜାପତି
6. ମନ ମୋର କାଚଘର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର