ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଲୁଚକାଳି

Image result for odia film luchakali

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ: ସୁନନ୍ଦା ଦାଶ, ନୀଳକଣ୍ଠ ଦାଶ
ସଂଳାପ: ବାପୁ ଗୋସ୍ୱମୀ
ଚିତ୍ରନାଟ୍ୟ: ସୁଶାନ୍ତ ମଣି
କାହାଣୀ: ସୁଶାନ୍ତ ମଣି
କଳାକାର: ବାବୁଶାନ୍, ଶ୍ରେୟା ଝା, ସମରେଶ ରାଉତରାୟ, ମେଘା ଘୋଷ, ବିଜୟ ମହାନ୍ତି, ଅଜିତ ଦାସ
ସଙ୍ଗୀତ: ଆନ୍‌ବୁ ସେଲ୍‌ଭମ୍
ଗୀତ: ବାପୁ ଗୋସ୍ୱମୀ
କଣ୍ଠ: ବାବୁଶାନ୍, ମହାଲକ୍ଷ୍ମୀ  ଅୟର୍, ତପୁ ମିଶ୍ର, ଋତୁ ପଟ୍ଟନାୟକ, ଗୁଡ୍‌ଲି ରଥ, ରତିକାନ୍ତ ସତପଥୀ
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ବିରେନ ମହାନ୍ତି
ମୁକ୍ତିଲାଭ ତାରିଖ:
୨୯ ମାର୍ଚ୍ଚ ୨୦୧୨

ଅଭିନୟ

  • ବାବୁଶାନ୍
  • ଶ୍ରେୟା ଝା
  • ସମରେଶ ରାଉତରାୟ
  • ମେଘା ଘୋଷ
  • ବିଜୟ ମହାନ୍ତି
  • ଅଜିତ ଦାସ
  • ବିକାଶ ଦାସ
  • ଶ୍ୱେତା ଆଚାର୍ଯ୍ୟ
  • ଅଙ୍କିତା ଭୌମିକ
  • କୁନ୍‌ମୁନ୍
  • ଅଲିନା

ଗୀତ 

1. ଏ ଦେହ ବରଫରେ
2. ଗୁମ୍‌ସୁମ୍ ଗୁମ୍‌ସୁମ୍
3. ଲୁହ ସାଥେ ବନ୍ଧନ
4. ଆକଶରୁ କିଛି ମେଘ
5. ନିଝୁମ୍ ଏ ରାତିରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର