ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଲଭ୍ ୟୁ ହମେଶା

Image result for odia movie love you hamesha

ନିର୍ଦ୍ଦେଶକ:ହିମାଂଶୁ ପରିଜା
ପ୍ରଯୋଜକ: ସୁରେଶ କୁମର ହାଇବୃ, ସ୍ମୃତି ରଞ୍ଜନ ରାଉତ
ସଂଳାପ: ବିଜୟ ମଲ୍ଲ
ଚିତ୍ରନାଟ୍ୟ: ହିମାଂଶୁ ପରିଜା
କାହାଣୀ: ରାହୁଲ, ମଣ୍ଟୁ
କଳାକାର: ଅରିନ୍ଦମ ରାୟ, ଝିଲିକ୍, ଅନିସା, ମିହିର ଦାସ, ଶ୍ରୀତମ ଦାସ, ଅନିତା ଦାସ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ
କଣ୍ଠ: ଇରା ମହାନ୍ତି, ଶ୍ରୀଚରଣ, ହ୍ୟୁମାନ ସାଗର, କୁମାର ବାପି, ସମିକ୍ଷା, ସୋହିନି ମିଶ୍ର, ରତିକାନ୍ତ ସତପଥୀ, ଶ୍ରେୟା ମିଶ୍ର
ଚିତ୍ରଗ୍ରହଣ: ଧୂବାନନ୍ଦ ପଣ୍ଡା
ମୁକ୍ତିଲାଭ ତାରିଖ:
୧୨ ଜୁନ ୨୦୧୫

 

ଅଭିନୟ

  • ଅରିନ୍ଦମ ରାୟ
  • ଝିଲିକ୍
  • ଅନିସା
  • ମିହିର ଦାସ
  • ରାହୁଲ
  • ଶ୍ରୀତମ ଦାସ
  • ଅନିତା ଦାସ
  • ସରୋଜ ଦାସ
  • ବ୍ରଜ ସିଂ
  • ଗୁଡ଼ୁ
  • ପ୍ରଜ୍ଞା
  • ସଲିଲ୍ ମିତ୍ର
  • ସୁଜିତ୍

 

ଗୀତ

1. ମୁଁ ଆଜି ଭାରି ଖୁସି
2. ଛାତି ତଳେ ରହିଗଲୁ
3. ଭାରି ଭଲ ଲାଗେ ଏ ଦୁନିଆ
4. ମାଡାମ ନମସ୍କାର
5. କି କଲୁ କି କଲୁ(ସ୍ତ୍ରୀ)
6. ମୋ ନିଦ ଭୁଲିବାର
7. କି କଲୁ କି କଲୁ(ପୁରୁଷ)
8. ଲଭ୍ ୟୁ ହମେଶା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର