ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଲଭ୍ ମାଷ୍ଟର

Image result for odia film love master

ନିର୍ଦ୍ଦେଶକ: ହିମାଂଶୁ ପରିଜା
ପ୍ରଯୋଜକ: ଅପରାଜିତା ମହାନ୍ତି
ସଂଳାପ: ବାପୁ ଗୋସ୍ୱାମୀ
ଚିତ୍ରନାଟ୍ୟ: ହିମାଂଶୁ ପରିଜା, ବାପୁ ଗୋସ୍ୱାମୀ
କାହାଣୀ: ଉତ୍ତମ ମହାନ୍ତି
କଳାକାର: ବାବୁଶାନ୍, ରିୟା ଦେ, ପୁନମ୍ ମିଶ୍ର, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ବାପୁ ଗୋସ୍ୱାମୀ, ନିର୍ମଳ ନାୟକ, ନିଜାମ୍
କଣ୍ଠ: ଅଭିଜତ ମଜୁମଦାର, ବାବୁଶାନ୍
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୧୯ ଅକ୍ଟୋବର ୨୦୧୨

ଅଭିନୟ

  • ବାବୁଶାନ୍
  • ରିୟା ଦେ
  • ପୁନମ୍ ମିଶ୍ର
  • ଉତ୍ତମ ମହାନ୍ତି
  • ଅପରାଜିତା ମହାନ୍ତି
  • ମିହିର ଦାସ
  • ପିଣ୍ଟୁ ନନ୍ଦ
  • ମୀନକେତନ
  • ସମରେଶ ରାଉତରାୟ
  • ଜୀବନ ପଣ୍ଡା
  • ସୋରଜ ଦାସ
  • ସଲିଲ ମିତ୍ର
  • ସ୍ମୀତା ମହାନ୍ତି
  • କାନନ ପଣ୍ଡା
  • ବିଦୁସ୍ମିତା
  • ରବି ମିଶ୍ର
  • ଦେବାଶିଷ ପାତ୍ର

ଗୀତ 

1. ଗାମା ଗାରେ ସା
2. ହାଏ ମତେ ଛପନ ଛୋରୀ
3. ମୋ ମନେ ପ୍ରେମ
4. ମୋର ପତ୍‌ଲୀ ଅଣ୍ଟା
5. ନାଲି ଚିଡ଼ିଆ ଟୀକା
6. ସକାଳ ପକ୍ଷୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର