ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଲଭ୍ ହେଲା ଏମିତି

Image result for odia movie Love Hela Emiti

ନିର୍ଦ୍ଦେଶକ: ଲଳିତ୍ କୁମାର ତ୍ରିପାଠୀ
ପ୍ରଯୋଜକ: ଏସ୍. ଏମ୍. ଅଗ୍ର‌ୱାଲ
ସଂଳାପ: ଡଃ ନିର୍ମଳ ନାୟକ
ଚିତ୍ରନାଟ୍ୟ: ଲଳିତ୍ କୁମାର ତ୍ରିପାଠୀ
କାହାଣୀ: ଏସ୍. ଅଗ୍ର‌ୱାଲ
କଳାକାର: ଇଲୁ ବାନାର୍ଜୀ, ଅଶୋକ ଦାସ, ଡିମ୍ପଲ, ସୋମେଶ ମହାନ୍ତି
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ଡଃ ନିର୍ମଳ ନାୟକ
ମୁକ୍ତିଲାଭ ତାରିଖ:
୧ ଫେବୃଆରୀ ୨୦୧୩

ଅଭିନୟ

  • ଇଲୁ ବାନାର୍ଜୀ
  • ଅଶୋକ ଦାସ
  • ଡିମ୍ପଲ
  • ସୋମେଶ ମହାନ୍ତି

ଗୀତ 

1. ଭଅଁର ପାଇଁ ମୁଁ
2. ହେ ଇଶ୍ୱର
3. ମହୁଲ ଫୁଲ
4. ନ‌ଦୀକୁ କେତେ ସାଗର
5. ସୁନା ଚଢ଼େଇର
6. ତୋ ପାଇଁ ନିଦ ଗଲା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର