ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଲୋଫର

Image result for odia movie e mana khoje manatiye

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ସୁନୀଲ କୁମାର ପଣ୍ଡା
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଅଶୋକ ପତି
କାହାଣୀ: ଅଶୋକ ପତି
କଳାକାର: ବାବୁଶାନ୍, ଅର୍ଚ୍ଚିତା, ବୁଦ୍ଧାଦିତ୍ୟ, ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ସମରେଶ
ସଙ୍ଗୀତ: ଗୁଡ୍‌ଲି ରଥ
ଗୀତ: ମୋହିତ ଚକ୍ରବର୍ତ୍ତୀ, ବାପୁ ଗୋସ୍ୱାମୀ, ଜିତେନ୍ଦ୍ର ପ୍ରଧାନ
କଣ୍ଠ: ଅଭିଜିତ, ବାବୁଶାନ୍, ତପୁ ମିଶ୍ର, ଗୁଡ୍‌ଲି ରଥ, ଶାନ୍, ତାରାନ୍ନୁମ୍
ଚିତ୍ରଗ୍ରହଣ: ରମେଶ ବାବୁ
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୪ ଜାନୁଆରୀ ୨୦୧୧

ଅଭିନୟ

  • ବାବୁଶାନ୍
  • ଅର୍ଚ୍ଚିତା ସାହୁ
  • ବୁଦ୍ଧାଦିତ୍ୟ ମହାନ୍ତି
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ମୀନକେତନ
  • ଉତ୍ତମ ମହାନ୍ତି
  • ସମରେଶ ରାଉତରାୟ
  • ଜୀବନ ପଣ୍ଡା
  • ବିଜୟ ପଟ୍ଟନାୟକ
  • ସୁମନ
  • ବିରେନ ମିତ୍ର
  • ଲଭ୍‌ଲି

ଗୀତ 

1. ସଲାମ ଭୁବନେଶ୍ୱର
2. ମୋ ଦିଲ୍ ବୋଲେ ଓମ୍ ତ‌ତ୍ସ
3. ଲାଲ୍ ଟ‌ହ ଟ‌ହ ଦେଇ ଗୋଲାପ
4. ଝିଅ ସବୁ ଚାଇନା ମୋବାଇଲ୍
5. ପାଇଚି ଭଲ
6. ଓଠ ତୁନି ରହେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର