ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଲେଖୁଲେଖୁ ଲେଖିଦେଲି

Image result for odia movie lekhu lekhu lekhi deli

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ: ସିତାରାମ ଅଗ୍ରୱାଲ
ସଂଳାପ: ଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟ: ସୁଶାନ୍ତ ମଣି
କାହାଣୀ: ସିଦ୍ଧାର୍ଥ ଅଗ୍ରୱାଲ
କଳାକାର: ବାବୁଶାନ୍, ଝିଲିକ ଭଟ୍ଟାଚାର୍ଯ୍ୟ, ଅଙ୍କିତା ଭୌମିକ, ପ୍ରିୟଙ୍କା ମହାପାତ୍ର, ସାତ୍ୟକି ମିଶ୍ର
ସଙ୍ଗୀତ: ବିକାଶ ଦାସ
ଗୀତ: ଶ୍ରୀକାନ୍ତ ଗୌତମ
ଚିତ୍ରଗ୍ରହଣ: ସିତାଶୁଂ ମହାପାତ୍ର
ମୁକ୍ତିଲାଭ ତାରିଖ:
୨୯ ଅଗଷ୍ଟ ୨୦୧୪

ଅଭିନୟ

  • ବାବୁଶାନ୍
  • ଝିଲିକ୍ ଭଟ୍ଟାଚାର୍ଯ୍ୟ
  • ପ୍ରିୟଙ୍କା ମହାପାତ୍ର
  • ସାତ୍ୟକି ମିଶ୍ର
  • ମହାଶ୍ୱେତା ରାୟ
  • ଅପରାଜିତା ମହାନ୍ତି
  • ପୃଥିବୀରାଜ ନାୟକ
  • ହରିହର ମହାପାତ୍ର
  • ଅଙ୍କିତା ଭୌମିକ୍
  • ଶିବାନୀ ସଙ୍ଗୀତା 

ଗୀତ 

1. ହୃଦୟ ବିଚରା
2. ହୃଦୟ ତମର
3. ହୃଦୟର ରାଜା
4. ମାଛିକୁ ମ ବୋଲି
5. ପ୍ରେମ ଅଢ଼େଇ ଅକ୍ଷର ଲେଖା
6. ସବୁ ଥାଇ କିଛି ନାହିଁ
7. ଲେଖୁଲେଖୁ ଲେଖିଦେଲି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର