ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

କିଏସେ ଡାକୁଛି କୋଉଠି ମତେ

Image result for odia movie kiyese dakuchi kouthi mote

ନିର୍ଦ୍ଦେଶକ: ସୁଧାକର ବସନ୍ତ
ପ୍ରଯୋଜକ: ଅମୀୟ ରଞ୍ଜନ ପଟ୍ଟନାୟକ
ସଂଳାପ: ହର ବାରିକ
ଚିତ୍ରନାଟ୍ୟ: ମଳୟ ମିଶ୍ର
କାହାଣୀ: ମଳୟ ମିଶ୍ର
କଳାକାର: ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସୋମେଶ, ବିଜୟ ମହାନ୍ତି, ମିହିର ଦାସ, ଗ୍ଲୋରିଆ ମହାନ୍ତି
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଗଣେଶ୍ୱର ମହାପାତ୍ର, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: କ୍ରିଷ୍ଣା ମିଶ୍ର, ଉଦିତ ନାରାୟଣ, ପମି, ସୁବାଶିଷ, ବାବୁଲ ସୁପ୍ରିଓ, ଇରା ମହାନ୍ତି
ଚିତ୍ରଗ୍ରହଣ: କେ. ଆର୍. ରମେଶ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୪ ଜୁନ ୨୦୧୧

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ସୋମେଶ
  • ବିଜୟ ମହାନ୍ତି
  • ମିହିର ଦାସ
  • ଗ୍ଲୋରିଆ ମହାନ୍ତି
  • ହରିହର ମହାପାତ୍ର
  • ଇଲୁ ବାନାର୍ଜୀ
  • ଜୟା ବି
  • ସ୍ମିତା ମହାନ୍ତି
  • କଶ୍ମୀରା ଶାହା
  • ସୌମ୍ୟ ରଞ୍ଜନ ପଟ୍ଟନାୟକ
  • ସୁଧାକର ବସନ୍ତ

ଗୀତ 

1. ଏ ଆଖି ଖୋଜୁଛି ଯେତେ
2. ଆଲୋ ଜାଇଫୁଲ
3. ଏ ଆଖି ଖୋଜୁଛି
4. ମୁଁ ଓଡ଼ିଆ ପୁଅ
5. କଣ୍ଟାଲାଗି ଚିରିଗଲା
6. ସନ୍‌ୱାନ୍ ସମ୍‌‌ହୋୟାର୍
7. ତୁ ମୋତେ ଖୋଜିବୁ ଯେତେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର