ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

କିଏ ଦବ ଟକ୍କର

Image result for odia movie kie daba takkar


ନିର୍ଦ୍ଦେଶକ:ଏସ୍ କେ ମୁରଲୀଧରନ୍‌
ପ୍ରଯୋଜକ: ଭରତ ଗୌରବ ଦାସ
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ଏସ୍ କେ ମୁରଲୀଧରନ୍‌
କାହାଣୀ: ଏସ୍ କେ ମୁରଲୀଧରନ୍‌
କଳାକାର: ସୁଧାକର ବସନ୍ତ, ପତ୍ରାଳୀ, ମିହିର ଦାସ, ଅପରାଜିତା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତ: ଅଭିଜିତ ମଜୁମଦାର
ଚିତ୍ରଗ୍ରହଣ: ଭଗତ ସିଂ
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧ ଅପ୍ରେଲ ୨୦୧୫

 

ଅଭିନୟ

  • ସୁଧାକର ବସନ୍ତ
  • ପତ୍ରାଳୀ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ସିଦ୍ଧାନ୍ତ ମହାପାତ୍ର
  • ପ୍ରଦ୍ୟୁମ୍ନ ଲେଙ୍କା
  • ଶକ୍ତି ବରାଳ
  • ବିନ୍ଦୁ
  • ଭରତ ଗୌରବ ଦାସ
  • ନମ୍ରତା ଦାସ
  • ସରୋଜ ଦାସ
  • ପ୍ରଦୀପ ଦତ୍ତ
  • ହାଡ଼ୁ
  • ପ‌ପି ସନ୍ତୁକ
  • ସିରାଜ

 

ଗୀତ

1. ଡିସ୍କୋ ଜମାନା
2. ଏ ଜାଇଫୁଲ ଲୋ
3. କିଏ ଦେବ ଟକ୍କର
4. ମନ ଚଞ୍ଚଳ ତୋ ପାଇଁ
5. ନାଲି ନାଲି ତୋ ଚେହେରା
6. ଓରେ ପ୍ରିୟା

Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର