ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

କେବେ ତୁମେ ନାହଁ କେବେ ମୁଁ ନାହିଁ

Image result for odia film kebe tume nahan kebe mu nahin

ନିର୍ଦ୍ଦେଶକ: ଚକ୍ରଧର ସାହୁ
ପ୍ରଯୋଜକ: ଚକ୍ରଧର ସାହୁ
ସଂଳାପ: ନିଜାମ୍
ଚିତ୍ରନାଟ୍ୟ: ରଞ୍ଜନ ଦାସ
କାହାଣୀ: ଚକ୍ରଧର ସାହୁ
କଳାକାର: ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ପପୁ ପମ ପମ, ଅଜିତ ଦାସ, ମନୋଜ ମିଶ୍ର, ବୀଣା ମହାରଣା
ସଙ୍ଗୀତ: ବିକାଶ ଦାସ
ଗୀତ: ମୋହିତ ଚକ୍ରବର୍ତ୍ତୀ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ସୁଜିତ ପରିଜା, ଜିତେନ୍ଦ୍ର ପ୍ରଧାନ
କଣ୍ଠ: ମହାଲକ୍ଷ୍ମୀ ଅୟର୍, ପାମେଲା ଜୈନ, ଉଦିତ ନାରାୟଣ, ଶାନ୍
ଚିତ୍ରଗ୍ରହଣ: ପ୍ରଶାନ୍ତନୁ ମହାପାତ୍ର, ସନ୍ଦୀପ ସେଠୀ
ସମ୍ପାଦକ: ଚକ୍ରଧର ସାହୁ
ମୁକ୍ତିଲାଭ ତାରିଖ:
୧୭ ଫେବୃଆରୀ ୨୦୧୨

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ପପୁ ପମ ପମ
  • ଅଜିତ ଦାସ
  • ମନୋଜ ମିଶ୍ର
  • ବୀଣା ମହାରଣା
  • ଆକାଂକ୍ଷା
  • ହାଡ଼ୁ
  • ସଲିଲ ମିତ୍ର
  • ଜୀବନ ପଣ୍ଡା
  • ନୀଳମଣି ସାହୁ
  • ତାନ୍ୟା
  • ଶିବ ପଣ୍ଡା

ଗୀତ 

1. ଓଃ ମାଇଁ ଲଭ୍ ସାତ ଋତୁ
2. ବାକି ଅଛି
3. ପାଗଳ
4. ଝିଲ୍ ମିଲ୍
5. ରେ ମିତ
6. ସାତ ଋତୁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର