ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

କଳ୍କୀ

Image result for odia movie kalki


ନିର୍ଦ୍ଦେଶକ:ତାପସ ସରଘରିଆ
ପ୍ରଯୋଜକ: ଅରିନ୍ଦମ ରାୟ
ଲେଖକ: (ସଂଳାପ): ଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟ: ଭରଦ୍ୱାଜ ପଣ୍ଡା
କାହାଣୀ: ଭରଦ୍ୱାଜ ପଣ୍ଡା
କଳାକାର: ଅରିନ୍ଦମ, ରିୟା ଦେ, ଜ୍ୟୋତିର୍ମୟୀ ବଳ, ହରିହର ମହାପାତ୍ର, ସାତ୍ୱକୀ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତ: ବିଭୂତି ଭୁଷଣ ଗଡ଼ନାୟକ
ଚିତ୍ରଗ୍ରହଣ: ରବିନ୍ଦ୍ର ବେହେରା
ସମ୍ପାଦକ: ନଞ୍ଜ, ସବ୍ୟସାଚୀ
ମୁକ୍ତିଲାଭ ତାରିଖ:
୨୫ ନଭେମ୍ବର ୨୦୧୫

ଅଭିନୟ

  • ଅରିନ୍ଦମ ରାୟ
  • ରିୟା ଦେ
  • ଜ୍ୟୋତିର୍ମୟୀ ବଳ
  • ହରିହର ମହାପାତ୍ର
  • ସାତ୍ୱକୀ ମିଶ୍ର
  • ପ୍ରଦ୍ୟୁମ୍ନ ଲେଙ୍କା
  • ଅସୀତ ପତି
  • ସୁନୀଲ ସଙ୍ଖୁଆ

ଗୀତ

1. ବଞ୍ଜାରା
2. ବି. ଏ. ପାସ୍
3. ଭାଙ୍ଗ ଖାଇବୁ ଆଲୋ
4. କଳ୍କୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର