ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଯୋଉଠି ତୁ ସେଇଠି ମୁଁ

Image result for odia movie Jouthi tu seithi mu


ନିର୍ଦ୍ଦେଶକ:ସୁଶାନ୍ତ କୁମାର ରାଉତ
ପ୍ରଯୋଜକ: ଅନୁପମା ରାଉତ
ସଂଳାପ: ବିଜୟ ମଲ୍ଲ
ଚିତ୍ରନାଟ୍ୟ: ସୁଶାନ୍ତ କୁମାର ରାଉତ
କାହାଣୀ: ଅନୁପମା ରାଉତ
କଳାକାର: ୟଶ୍ ମିଶ୍ର, ଅଞ୍ଜନା ସିଂହ, ଶ୍ରୀତମ ଦାସ, ହରିହର ମହାପାତ୍ର, ପିଣ୍ଟୁ ନନ୍ଦ, ସରୋଜ ଦାସ
ସଙ୍ଗୀତ: ବୈଦ୍ୟନାଥ ଦାସ
ଗୀତ: ବିଜୟ ମଲ୍ଲ, ପଞ୍ଚାନନ ନାୟକ, ନିଜାମ
କଣ୍ଠ: ଉଦିତ ନାରାୟଣ, ସୁରେଶ ୱାଡ଼େକର, ବିନୋଦ ରାଠୋଡ଼, ପାମେଲା ଜୈନ
ଚିତ୍ରଗ୍ରହଣ: ବି. ସତୀଶ
ମୁକ୍ତିଲାଭ ତାରିଖ:
୧ ଜାନୁଆରୀ ୨୦୧୬

 

ଅଭିନୟ

  • ୟଶ୍ ମିଶ୍ର
  • ଅଞ୍ଜଳି ମିଶ୍ର
  • ଅଞ୍ଜନା ସିଂହ
  • ଶ୍ରୀତମ ଦାସ
  • ଅନରା ଗୁପ୍ତା
  • ସୀମା ସିଂହ
  • ଗୋପଳ ରାଇ
  • ଅଇୟାଜ୍ ଖାନ
  • ହରିହର ମହାପାତ୍ର
  • ପିଣ୍ଟୁ ନନ୍ଦ
  • ସରୋଜ ଦାସ

 

ଗୀତ

1. ତୋ ଦେହର ପାଟ ଶାଢ଼ୀ
2. ସୁଖ ତ
3. ପ୍ରେମ ନୁହେଁ
4. ଦିଲ୍ ମେରା
5. ବରଷ ଯା
6. ଯୋଉଠି ତୁ ସେଇଠି ମୁଁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର