ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଯିଏ ଯାହା କହୁ ମୋର ଢୋ

Image result for odia movie jiye jaha kahu mora dho

ନିର୍ଦ୍ଦେଶକ:ମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକ: ସନ୍ଦିପ ରାଉତରାୟ
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ମୃତ୍ୟୁଞ୍ଜୟ ସାହୁ
କାହାଣୀ: ସନ୍ଦିପ ରାଉତରାୟ
କଳାକାର: ବାବୁଶାନ୍, ଶୀତଲ, ଇଲୁ ବାନାର୍ଜି, ନମ୍ରତା ଦାସ, ହାଡ଼ୁ, ଚାନ୍ଦିନୀ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ
ଚିତ୍ରଗ୍ରହଣ: ମୃତ୍ୟୁଞ୍ଜୟ ସାହୁ
ସମ୍ପାଦକ: ଶିବାନନ୍ଦ
ମୁକ୍ତିଲାଭ ତାରିଖ:
୧ ଜାନୁଆରି ୨୦୧୫

 

ଅଭିନୟ

  • ବାବୁଶାନ୍
  • ଶୀତଲ ପାତ୍ର
  • ଇଲୁ ବାନାର୍ଜି
  • ନମ୍ରତା ଦାସ
  • ହାଡୁ
  • ଆଦ୍ୟାଶା ମହାପାତ୍ର
  • ମୀନକେତନ
  • ଜୀବନ ପଣ୍ଡା

 

ଗୀତ

1. ଯିଏ ଯାହା କ‌ହୁ ମୋର ଢୋ
2. ଶହେ ଶହେରେ ଖେଳ
3. ଜାଗା ଦେଖି ଦେଇ ଦେ ମଣି
4. ମୋ ଜୀବନେ ଆସିଚୁ ତୁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର