ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜହ୍ନର ପାହାଡ଼

Image result for odia movie Janhara Pahada

ନିର୍ଦ୍ଦେଶକ:କମଳେଶ୍ୱର ମୁଖାର୍ଜୀ
ଡବିଂ ନିର୍ଦ୍ଦେଶକ:ବସନ୍ତ ସାହୁ
ପ୍ରଯୋଜକ: ମହେନ୍ଦ୍ର ସୋନୀ, ଶ୍ରୀକାନ୍ତ ମେହେଟା
କାହାଣୀ: ବିଭୂତିଭୂଷଣ ବନ୍ଦୋପାଧ୍ୟାୟ
ମୂଳ ଆଧାର: ଚାନ୍ଦର ପାହାର (ବଙ୍ଗଳା ଉପନ୍ୟାସ)
କଳାକାର: ଦେବ, ଗେରାର୍ଦ, ମାର୍ତୀନ ଚିଟ୍ଟୋ ଓଟ୍ଟୋ, ନବୀଲ ଖାନ, ପୌଲ, ଲାବୋନୀ ସରକାର, ତମଳା ରାୟ
ଡବିଂ କଳାକାର: ବୁଦ୍ଧାଦିତ୍ୟ ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତ: ଇନ୍ଦ୍ରଦୀପ ଦାସ ଗୁପ୍ତା, ଦେବଜ୍ୟୋତି ମିଶ୍ର
ଚିତ୍ରଗ୍ରହଣ: ସୌମିକ ହଳଧର
ସମ୍ପାଦକ: ରବିରଞ୍ଜନ ମୈତ୍ର
ମୁକ୍ତିଲାଭ ତାରିଖ:
୧୩ ଫେବୃଆରୀ ୨୦୧୫

 

ଅଭିନୟ

  • ଦେବ
  • ଗେରାର୍ଦ ରୁଦୋଲ୍ଫ
  • ମାର୍ତୀନ ଚିଟ୍ଟୋ ଓଟ୍ଟୋ
  • ନବୀଲ ଖାନ
  • ପୌଲ ଡିଚଫିଲ୍ଡ
  • ଏଣ୍ଡ୍ର୍ୟୁ ଷ୍ଟୋକ
  • ଲାବୋନୀ ସରକାର
  • ତମଳା ରାୟ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର