ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗା ହାତରେ ପଘା (୨୦୧୫ କଥାଚିତ୍ର)

Image result for odia movie gapa hele bi sata

ନିର୍ଦ୍ଦେଶକ:ମୂରଲି କ୍ରିଷ୍ଣା
ପ୍ରଯୋଜକ: ଜାଗି ମଙ୍ଗଦ ପଣ୍ଡା
ସଂଳାପ: ନିର୍ମଳ ନାୟକ
କଳାକାର: ଅନୁଭବ ମହାନ୍ତି, ଝିଲିକ୍, ଏଲିନା ସାମନ୍ତରାୟ, ବୁଦ୍ଧାଦିତ୍ୟ ମହାନ୍ତି, ମହାଶ୍ୱେତା ରାୟ, ଅଜିତ ଦାସ, ମୀନକେତନ
ସଙ୍ଗୀତ: ପ୍ରେମ ଆନନ୍ଦ
କଣ୍ଠ: ଉଦିତ ନାରାୟଣ, ବିନୋଦ ରାଠୋର, ଇରା ମହାନ୍ତି, ତପୁ ମିଶ୍ର, ଗୁଡଲି ରଥ ଓ ବିଶ୍ୱଜିତ ମହାନ୍ତି
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ମୁକ୍ତିଲାଭ ତାରିଖ:
୧୮ ଅକ୍ଟୋବର ୨୦୧୫

 

ଅଭିନୟ

  • ଅନୁଭବ ମହାନ୍ତି
  • ଝିଲିକ୍
  • ଏଲିନା ସାମନ୍ତରାୟ
  • ବୁଦ୍ଧାଦିତ୍ୟ ମହାନ୍ତି
  • ମହାଶ୍ୱେତା ରାୟ
  • ଅଜିତ ଦାସ
  • ମୀନକେତନ
  • ଅସୀତ ପତି
  • କାଳିଆ

 

ଗୀତ 

1. ମିଠା ମିଠା ସ୍ୱପ୍ନ
2. ତୁ କ‌ହ୍ନେଇ ତୁ ମୋ ଜଗା
3. ତୁ କ‌ହ୍ନେଇ ତୁ ମୋ ଜଗା(ଦୁଃଖ)
4. କୋଉଠୁ ଆସିଲୁ ଜାଣେନା
5. ଆଖି ମିଶେଇଲେ ହସୁଛୁ 
6. ଜଗା ହାତରେ ପଘା
7. ତୋ ପାଇଁ କି ଦିଲ୍‌ଟା ମୋର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର