ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜବରଦସ୍ତ ପ୍ରେମିକ

Related image

ନିର୍ଦ୍ଦେଶକ:ରାଜୁ ସରଭାୟା
ପ୍ରଯୋଜକ: ଅରୁଣ ପାଣ୍ଡିଆନ୍, କବିତା ପାଣ୍ଡିଆନ୍
ସଂଳାପ: ଡଃ ନିର୍ମଳ ନାୟକ
ଚିତ୍ରନାଟ୍ୟ: ରାଜୁ ସରଭାୟା
କଳାକାର: ବାବୁଶାନ୍, ଝିଲିକ୍, ସିଦ୍ଧାର୍ଥ, ମିହିର ଦାସ, ଅପରାଜିତା, ପୁଷ୍ପା ପଣ୍ଡା, ସରୋଜ ଦାସ, ପ୍ରିୟଙ୍କା, ହରିହର ମହାପାତ୍ର
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ, ନିଜାମ୍
କଣ୍ଠ: ସୌରିନ ଭଟ୍ଟ, ସତ୍ୟଜିତ, ଅଞ୍ଜଳି ମିଶ୍ର, ସୁମନ, ଅଭିଜିତ ମଜୁମଦାର, ବିଷ୍ଣୁମୋହନ କବି, ବାବୁଶାନ୍, ହ୍ୟୁମା
ଚିତ୍ରଗ୍ରହଣ: ପି. ସେଲଭାକୁମାର
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୩ ଅପ୍ରେଲ ୨୦୧୬

ଅଭିନୟ

  • ବାବୁଶାନ୍
  • ଝିଲିକ୍ ଭଟ୍ଟାଚାର୍ଯ୍ୟ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ପୁଷ୍ପା ପଣ୍ଡା
  • ସରୋଜ ଦାସ
  • ପ୍ରିୟଙ୍କା ମହାପାତ୍ର
  • ଦେବୁ ପଟ୍ଟନାୟକ
  • ହରିହର ମହାପାତ୍ର
  • ଅଙ୍କିତା ରାଉତ
  • ସିଦ୍ଧାର୍ଥ
  • ଭଗବାନ
  • ବିଦୁସ୍ମିତା

 

ଗୀତ

1. ଜବରଦସ୍ତ ପ୍ରେମିକ
2. ଆଇୟୋ ଆମ୍ମା
3. ଏ ଗାଈ କାହାର
4. ଝୁଟ୍ ବୋଲେ କୌଆ କାଟେ
5. ମନ ଖାଲି ତ‌ତେ ଚାହେଁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର