ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଇଡିଅଟ

Image result for odia film idiot

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ସୁନୀଲ କୁମାର ପଣ୍ଡା
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ଅଶୋକ ପତି
କାହାଣୀ: ଅଶୋକ ପତି
କଳାକାର: ବାବୁଶାନ୍, ରିୟା ଦେ, ମିହିର ଦାସ, ଦେବାଶିଷ ପାତ୍ର, ପ୍ରଜ୍ଞା ଖଟୁଆ, ଜୟୀରାମ ସାମଲ
ସଙ୍ଗୀତ: ଗୁଡ୍‌ଲି ରଥ
ଗୀତ: ବାପୁ ଗୋସ୍ୱାମୀ, ନିମାଇଁ ମହାନ୍ତି, ନିର୍ମଳ ନାୟକ
କଣ୍ଠ: ବାବୁଶାନ୍, ଗୋବିନ୍ଦ ଚନ୍ଦ୍ର, ନବୀନ ଅୟର୍, ତପୁ ମିଶ୍ର, ଉଦିତ ନାରାୟଣ, ଗୁଡ୍‌ଲି ରଥ, ସତ୍ୟଜିତ୍
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୨ ଜୁନ ୨୦୧୨

ଅଭିନୟ

  • ବାବୁଶାନ୍
  • ରିୟା ଦେ
  • ମିହିର ଦାସ
  • ଦେବାଶିଷ ପାତ୍ର
  • ପ୍ରଜ୍ଞା ଖଟୁଆ
  • ଜୟୀରାମ ସାମଲ
  • ମୀନକେତନ
  • ପ୍ରିୟଙ୍କା ମହାପାତ୍ର
  • ପ୍ରୀତିରାଜ ସତପଥୀ
  • ଜୀବନ ପଣ୍ଡା
  • ସଲିଲ ମିତ୍ର
  • ଚୌଧୁରୀ ଜୟପ୍ରକାଶ ଦାସ
  • ବେବି ପ୍ରଧାନ
  • ମୋନାଲିସା କର
  • ପ୍ରଭାତି
  • ଚାନ୍ଦିନୀ
  • ଅଶୋକ ପତି

ଗୀତ 

1. ତୋରି ଆଖିରେ
2. ପ୍ରିୟା ପ୍ରିୟା ମୋ ପ୍ରିୟା
3. ଇଡିଅଟ୍
4. ଧିମା ଧିମା ଚୈତ୍ର ସ୍ପନ୍ଦନ
5. ଆଇଲାରେ ଝୁନ୍ ଝୁନ୍ ବାଲି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର