ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ହିରୋ- ପ୍ରେମ କଥା

Image result for odia movie hero

ନିର୍ଦ୍ଦେଶକ: ଦିଲ୍ଲୀପ ପଣ୍ଡା
ପ୍ରଯୋଜକ: ସୁନୀଲ ରାଉତ, ସମ୍ବିତ ରାଉତ, ସୁମିତ ରାଉତ
ସଂଳାପ: ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
ଚିତ୍ରନାଟ୍ୟ: ଦିଲ୍ଲୀପ ପଣ୍ଡା
କାହାଣୀ: ସୁଜାତା ରାଉତ
କଳାକାର: ଅରିନ୍ଦମ ରାୟ,  ପ୍ରିୟା ଚୌଧୁରୀ, ଚନ୍ଦନ କର, ମୀନକେନ, ମିହିର ଦାସ, ପିଣ୍ଟୁ ନନ୍ଦ, ସଲିଲ ମିତ୍ର
ସଙ୍ଗୀତ: ଦୀପକ କୁମାର
ଗୀତ: ଅରୁଣ ମନ୍ତ୍ରୀ, ନିଜାମ୍, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଦେବଦାସ ଛୋଟରାୟ
କଣ୍ଠ: ଶିବା, ସୌରିନ୍ ଭଟ୍ଟ, ପାମେଲା ଜୈନ, ଶ୍ରୀଚରଣ, ମଧୁ, ସରସ୍ୱତୀ
ଚିତ୍ରଗ୍ରହଣ: କଲ୍ୟାଣ
ସମ୍ପାଦକ: ଆଶୁତୋଷ
ମୁକ୍ତିଲାଭ ତାରିଖ:
୨୯ ଅପ୍ରେଲ ୨୦୧୧

ଅଭିନୟ

  • ଅରିନ୍ଦମ ରାୟ
  • ପ୍ରିୟା ଚୌଧୁରୀ
  • ଚନ୍ଦନ କର
  • ମୀନକେନ
  • ମିହିର ଦାସ
  • ପିଣ୍ଟୁ ନନ୍ଦ
  • ସଲିଲ ମିତ୍ର
  • ବାବୁ ପ୍ରଧାନ
  • କିର୍ତ୍ତୀ ମହାନ୍ତି
  • ପୃଥିରାଜ
  • ଶୀଲା
  • ଟୁନିଆ
  • ହାତୀ
  • ଦିଲ୍ଲୀପ
  • ଭିକାରୀ

ଶିଶୁ କଳାକାର

  • ଶକ୍ତି
  • ଅର୍ପିତା 

ଗୀତ 

1. ତୋତେ କେତେ ଭଲ ପାଏ ଜାଣେନା
2. ଏକା ଏକା
3. ତୋ ଚେହେରା ଚାନ୍ଦର ଟୁକୁଡ଼ା
4. ତୁ ମୋ ହିରୋ
5. ଏମିତି ଜୀବନ
6. ସଙ୍କଟ ମୋଚନ ବିପଦେ କରୁଛି ତମକୁ ମିନତୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର