ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ହେଲା ମତେ ପ୍ରେମ ଜର


Image result for odia movie hela mate prema jara

ନିର୍ଦ୍ଦେଶକ:ଅମରେଶ ପତି
ପ୍ରଯୋଜକ: ସ୍ମୃତି ରଞ୍ଜନ ରାଉତ, ସୁରେଶ କୁମାର ହାଇବୃ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ରଜନୀ ରଞ୍ଜନ, ଅମରେଶ ପତି
ମୂଳ ଆଧାର: ବଲ୍ଲେ ବଲ୍ଲେ ମଗାଡ଼ି ବଏ (ତେଲୁଗୁ ଚଳଚ୍ଚିତ୍ର)
କଳାକାର: ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ମିହିର ଦାସ, ମୀନକେତନ, ଜୀବନ ପଣ୍ଡା, ସ୍ନିଗ୍ଧା ମହାନ୍ତି, ପ୍ରଜ୍ଞା, ଗୁଡ୍ଡୁ, ସୁମନ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା, ଆର୍. ଭଗତ ସିଂ
ମୁକ୍ତିଲାଭ ତାରିଖ:
୧୮ ମାର୍ଚ୍ଚ ୨୦୧୬

 

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ମିହିର ଦାସ
  • ମୀନକେତନ
  • ଜୀବନ ପଣ୍ଡା
  • ସ୍ନିଗ୍ଧା ମହାନ୍ତି
  • ପ୍ରଜ୍ଞା
  • ଗୁଡ୍ଡୁ
  • ସୁମନ

 

ଗୀତ

1. ହେଲା ମତେ ପ୍ରେମ ଜର
2. ତୋ ହୃଦୟର ଧଡ଼କନ୍
3. ଭଲ ପାଇବାଟ ବୋଧେ
4. ହେଲା ମତେ ପ୍ରେମ ଜର (ପୁଅ+ଝିଅ)
5. ତ‌ତେ ସବୁବେଳେ ସତର

Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର