ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ହେ ସଖା

Image result for odia film he sakha

ନିର୍ଦ୍ଦେଶକ: ଆଶିଷ ଭଟ୍ଟାଚାର୍ଯ୍ୟ
ପ୍ରଯୋଜକ: ସଂଗ୍ରାମ ଗଜେନ୍ଦ୍ର
ସଂଳାପ: ନିର୍ମଳା ପଣ୍ଡା
ଚିତ୍ରନାଟ୍ୟ: ଆଶିଷ ଭଟ୍ଟାଚାର୍ଯ୍ୟ
କଳାକାର: ସଣ୍ଟୁ, ସମିର, ଗାର୍ଗୀ ମହାନ୍ତି, କାବୁଲ ମହାନ୍ତି, ପ୍ରଭାତି ସାହୁ, ଅଶୋକ ବଳ, ନିର୍ମଳ ପଣ୍ଡା, ସଂଗ୍ରାମ, ରାମସିଂହ
ସଙ୍ଗୀତ: ଅମରେନ୍ଦ୍ର ମହାନ୍ତି
ଗୀତ: ମୋହିତ ଚକ୍ରବର୍ତ୍ତୀ, ପ୍ରସନ୍ନ ସାମଲ, ଶରଣାରବିନ୍ଦ ଓଝା
କଣ୍ଠ: ଅମରେନ୍ଦ୍ର ମହାନ୍ତି, କରୁଣାକର, ଗୋବିନ୍ଦ ଚନ୍ଦ୍ର, ପମି, ଅନ୍ତରା ଚକ୍ରବର୍ତ୍ତୀ
ଚିତ୍ରଗ୍ରହଣ: ଆଶିଷ ଭଟ୍ଟାଚାର୍ଯ୍ୟ
ମୁକ୍ତିଲାଭ ତାରିଖ:
୧ ଜାନୁଆରୀ ୨୦୧୨

ଅଭିନୟ

  • ଗାର୍ଗୀ ମହାନ୍ତି
  • ସଣ୍ଟୁ
  • ସମୀର
  • କାବୁଲ ମହାନ୍ତି
  • ପ୍ରଭାତି ସାହୁ
  • ଅଶୋକ ବଳ
  • ନିର୍ମଳା ପଣ୍ଡା
  • ସଂଗ୍ରାମ
  • ରାମସିଂହ

ଗୀତ 

1. ରୁଣୁ ଝୁଣୁ
2. ଫୁଲ ଫୁଟିଚି
3. ଶ୍ରୀ କ୍ରିଷ୍ଣା
4. ହରି ହରି
5. ହେ ସଖା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର