ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ହେ ପ୍ରଭୁ ଦେଖା ଦେ

Image result for odia movie he prabhu dekha de

ନିର୍ଦ୍ଦେଶକ:ଗୋପି ଆନନ୍ଦ
ପ୍ରଯୋଜକ: ଉମା ମହେଶ୍ୱର ରାଓ, ପ୍ରସନ୍ନ କୁମାର ଟେକି
ଚିତ୍ରନାଟ୍ୟ: ଗୋପି ଆନନ୍ଦ
କାହାଣୀ: ଗୋପି ଆନନ୍ଦ
କଳାକାର: ହରିହର ଦାସ, ଅନୁ ଚୌଧୁରୀ, ପପୁ, ଅମନ‌ଦୀପ, ମିହିର ଦାସ, ସଲିଲ ମିତ୍ର, ପ୍ରଜ୍ଞା
ସଙ୍ଗୀତ: ଭି. ୟାଦଗରି, ପ୍ରକଳ୍ପିନୀ ପଟ୍ଟନାୟକ
ଗୀତ: ପଞ୍ଚାନନ ନାୟକ, ଡଃ ନିର୍ମଳ ନାୟକ, ପ୍ରକଳ୍ପିନୀ ପଟ୍ଟନାୟକ
କଣ୍ଠ: ହେମା ଚନ୍ଦ୍ର, ରେବନାଥ, ଶ୍ରୀ ଧୃତି, ସତ୍ୟଜିତ ପ୍ରଧାନ, ପ୍ରକଳ୍ପିନୀ, ରମ୍ୟା ବେହେରା, ଗୀତା ମାଧୁରୀ, ଲିପ୍ସିକା
ଚିତ୍ରଗ୍ରହଣ: ରାମୁ ପିନିସେଟ୍ଟୀ
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୧ ନଭେମ୍ବର ୨୦୧୬
 

ଅଭିନୟ

  • ହରିହର ଦାସ
  • ଅନୁ ଚୌଧୁରୀ
  • ପପୁ ପମ ପମ
  • ଅମନ‌ଦୀପ
  • ମିହିର ଦାସ
  • ସଲିଲ ମିତ୍ର
  • ପ୍ରଜ୍ଞା ଖଟୁଆ
  • ଦୁଷ୍ମନ୍ତ ସାହୁ
  • ବଗଲା
  • ମୌସୁମୀ
 

ଗୀତ

1. "ଗଣପତି ବାପା ମୋରିୟା"
2. "ଜାଣେନା ମନ"
3. "ମାର ଗୁବୁ ଗୁବୁ"
4. "ଜୀବନରେ ଜିତିବାକୁ"
5. "ହରି ଓମ୍ ହରି"
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର