ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଗୁଣ୍ଡା

Related image

ନିର୍ଦ୍ଦେଶକ:ଶୁଭାଶିଷ ପତି
ପ୍ରଯୋଜକ: ଏନ. କେ. ନାୟକ
ସଂଳାପ: ଶୁଭାଶିଷ ପତି
ପଟ୍ଟକଥା: ଶୁଭାଶିଷ ପତି
କାହାଣୀ: ଶୁଭାଶିଷ ପତି
କଳାକାର: ସିଦ୍ଧାନ୍ତ ମହାପାତ୍ର, ନିକିତା, ଝାନ୍ସି ରାଣୀ, ମିହିର ଦାସ, ରକ୍ ପାତ୍ର, ହିମିକା, ପ୍ରଜ୍ଞା ଖଟୁଆ, ମାମୁନି ମିଶ୍ର
ସଙ୍ଗୀତ: ଦୀପକ କୁମାର ବେହେରା
ଗୀତ: ବାପୁ ଗୋସ୍ୱାମୀ, ମୋହିତ ଚକ୍ରବର୍ତ୍ତୀ, ନିଜାମ, ଦୀପକ କୁମାର ବେହେରା
କଣ୍ଠ: ମାନସ ପ୍ରୀତମ, ଲିଜା ପାତ୍ର, ସ୍ନେହଲତା, ଟି. ସୌରୀ, ବିଷ୍ଣୁମୋହନ କବି, ରତିକାନ୍ତ ସତପଥୀ, ତପୁ ମିଶ୍ର
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ମୁକ୍ତିଲାଭ ତାରିଖ:
୧୮ ନଭେମ୍ବର ୨୦୧୬
 

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ନିକିତା
  • ଝାନ୍ସି ରାଣୀ
  • ମିହିର ଦାସ
  • ରକ୍ ପାତ୍ର
  • ବାପି ରାୟ
  • ହିମିକା
  • ପ୍ରଜ୍ଞା ଖଟୁଆ
  • ମାମୁନି ମିଶ୍ର
 

ଗୀତ

1. "ବିଛେ ବଜାରରେ"
2. "ମୁଁ ଭାବୁଛି କିଛି"
3. "ମୁଁ ଗୁଣ୍ଡା"
4. "ଗୁମ୍‌ସୁମ୍ ରାତି"
5. "ଆରେ ସ୍ୱପ୍ନ"
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର