ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଗୋଟେ ଶୁଆ ଗୋଟେ ଶାରୀ

Image result for odia movie gote sua gote sari

ନିର୍ଦ୍ଦେଶକ:ମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକ: ନିରଞ୍ଜନ ରଣା
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ମୃତ୍ୟୁଞ୍ଜୟ ସାହୁ
କାହାଣୀ: ଗୀତାଞ୍ଜଳୀ ରଣା
କଳାକାର: ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ମୀନକେତନ, ସଲିଲ ମିତ୍ର, ପ୍ରଜ୍ଞା ଖଟୁଆ
ସଙ୍ଗୀତ: ପ୍ରେମ ଆନନ୍ଦ, ରବିନାରାୟଣ ନନ୍ଦ
ଗୀତ: ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ, ସୁବ୍ରତ ସ୍ୱାଇଁ
କଣ୍ଠ: ଉଦିତ ନାରାୟଣ, ଇରା ମହାନ୍ତି, ହ୍ୟୁମାନ ସାଗର ଏବଂ କୁମାର ବାପି
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୨ ଫେବୃଆରୀ ୨୦୧୬

 

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ମୀନକେତନ
  • ସଲିଲ ମିତ୍ର
  • ପ୍ରଜ୍ଞା ଖଟୁଆ

 

ଗୀତ

1. ଗୋଟେ ଶୁଆ ଗୋଟେ ଶାରୀ
2. ଟିକେ ଚଗଲା ଟିକେ ରଙ୍ଗିଲା
3. ହାଏରେ ହାଏ ହାଏ
4. ଆଜି କାଇଁ ମୋତେ ରେ
5. ଆ'ରେ ଆ'ରେ

Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର