ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଏମିତି ବି ପ୍ରେମ ହୁଏ

Image result for odia film emiti b prema hue

ନିର୍ଦ୍ଦେଶକ: ନିଶିକାନ୍ତ ଦଳବେହେରା
ପ୍ରଯୋଜକ: ରମଣ କୁମାର ସାହୁ, ରାଜେନ୍ଦ୍ର ସାହୁ
ସଂଳାପ: ଅସୀତ ଦାସ ମହାପାତ୍ର
ଚିତ୍ରନାଟ୍ୟ: ନିଶିକାନ୍ତ ଦଳବେହେରା
କାହାଣୀ: ଅସୀତ ଦାସ ମହାପାତ୍ର
କଳାକାର: ସବ୍ୟସାଚୀ ମିଶ୍ର, ରିୟା ଦେ, ମିହିର ଦାସ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: ଅରୁଣ ମନ୍ତ୍ରୀ, ମୋହିତ ଚକ୍ରବର୍ତ୍ତୀ, ଜିତେନ୍ଦ୍ର ନାୟକ
କଣ୍ଠ: କୁମାର ବାପି, ମାନସ ପ୍ରୀତମ, ପାମେଲା ଜୈନ
ଚିତ୍ରଗ୍ରହଣ: ଅମରଜିତ ମହାନ୍ତି
ସମ୍ପାଦକ:
ମୁକ୍ତିଲାଭ ତାରିଖ:
୧୨ ଫେବୃଆରୀ ୨୦୧୨

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ରିୟା ଦେ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ଅଶ୍ରୁମୋଚନ ମହାନ୍ତି
  • ବନମାଳୀ
  • ଚୌଧୁରୀ ଜୟପ୍ରକାଶ ଦାସ
  • ନୂପୁର ଘୋଷ
  • ହାଡ଼ୁ
  • ଜୟୀରାମ ସାମଲ
  • ଲଭ୍‌ଲି

ଗୀତ 

1. ଏମିତି ବି ପ୍ରେମ ହୁଏ
2. ଓଲେ ଓଲେ
3. କିଏ ତ‌ତେ ସଜେଇଲା
4. ମୋର ଜବାନୀ ସୋଲା ସାଲ୍
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର