ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଦିୱାନା ଦିୱାନୀ

Image result for odia movie diwana diwani

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ପ୍ରମୋଦ କୁମାର ସ୍ୱାଇଁ, ଶିବ ପ୍ରସାଦ ଦାସ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଅଶୋକ ପତି
କାହାଣୀ: ପ୍ରମୋଦ କୁମାର ସ୍ୱାଇଁ
କଳାକାର: ବାବୁଶାନ୍, ମଧୁମିତା ଚକ୍ରବର୍ତ୍ତୀ, ମିହିର ଦାସ, ମୀନକେତନ, ଦେବାଶିଷ ପାତ୍ର
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: ବାପୁ ଗୋସ୍ୱାମୀ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: ସଂଗ୍ରାମ ମହାନ୍ତି, ହ୍ୟୁମାନ ସାଗର, ନିବେଦିତା, ତାରିକ୍ ଅଜିଜ୍, ଜାଗୃତି
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୪ ମାର୍ଚ୍ଚ ୨୦୧୩

ଅଭିନୟ

  • ବାବୁଶାନ୍
  • ମଧୁମିତା ଚକ୍ରବର୍ତ୍ତୀ
  • ମିହିର ଦାସ
  • ମୀନକେତନ
  • ଦେବାଶିଷ ପାତ୍ର
  • ପିଣ୍ଟୁ ନନ୍ଦ
  • ରୁନୁ ପରିଜା
  • ସସ୍ମିତା ପ୍ରଧାନ
  • ଜୀବନ ପଣ୍ଡା

ଗୀତ 

1. ପଗଳ ପନ୍ଥୀ ଦିଲ୍
2. ତୁ ମୋ ସା ରେ ଗା ମା
3. ଏ ଆଖି କୋଉ ପୁନ୍ୟ କରିଥିଲା
4. ଦିଲ୍ ଦିୱାନା ହେଇଗଲା
5. ଦିଲ୍ ଦିୱାନା ହେଇଗଲା (ଦୁଃଖ)
6. ଆରେ ତୋର ମୋର ଯୋଡ଼ି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର