ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଚୁପ୍ ଚୁପ୍ ଚୋରି ଚୋରି

Image result for odia movie chup chup chori chori

ନିର୍ଦ୍ଦେଶକ:ସୁଧାଂଶୁ ମୋହନ ସାହୁ
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ
ସଂଳାପ: ଶ୍ରୀକାନ୍ତ ଗୌତମ
କଳାକାର: ଅଭିଷେକ ରଥ, ରିୟା ଦେ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ହରିହର ମହାପାତ୍ର
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ଶ୍ରୀକାନ୍ତ ଗୌତମ.
କଣ୍ଠ: ସୌରିନ ଭଟ୍ଟ, ନିବେଦିତା
ମୁକ୍ତିଲାଭ ତାରିଖ:
୧୮ ମାର୍ଚ୍ଚ ୨୦୧୬

 

ଅଭିନୟ

  • ଅଭିଷେକ ରଥ
  • ରିୟା ଦେ
  • ବିଜୟ ମହାନ୍ତି
  • ଅପରାଜିତା ମହାନ୍ତି
  • ହରିହର ମହାପାତ୍ର

 

ଗୀତ

1. ଚୁପ ଚୁପ ଚୋରି ଚୋରି
2. ଶ୍ରାବଣୀ ତୁ ମୋ ପାଇଁ
3. ତୋ ରୂପରେ କି ଯାଦୁ
4. ଭଲ ପାଏ ବୋଲି
5. ଝରାନା ଝରାନା ଲୁହ
6. ମାଳ ମାଳ ମେଘରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର