ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଛାତିରେ ଲେଖିଚି ତୋରି ନାଁ

Image result for odia movie chhatire lekhichi tori na

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ଭବନୀ ଚରଣ ରଥ, ଅନାମ ଚରଣ ସାହୁ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ଭବନୀ ଚରଣ ରଥ
କଳାକାର: ସବ୍ୟସାଚୀ, ବର୍ଷା ପ୍ରିୟଦର୍ଶିନୀ, ଚନ୍ଦନ କର, ବିଜୟ ମହାନ୍ତି, ପପୁ ପମ ପମ, ଅଖିଳ ପଟ୍ଟନାୟକ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: ମଳୟ ମିଶ୍ର, ଇରା ମହାନ୍ତି, ଦେବାଶିଷ ମହାପାତ୍ର, ଉଦିତ ନାରାୟଣ, ଶ୍ରୀଚନ୍ଦନ, ସୁବାଶିଷ
ଚିତ୍ରଗ୍ରହଣ: ରଞ୍ଜନ
ମୁକ୍ତିଲାଭ ତାରିଖ:
୧୪ ଜାନୁଆରୀ ୨୦୧୧

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ବର୍ଷା ପ୍ରିୟଦର୍ଶିନୀ
  • ଚନ୍ଦନ କର
  • ବିଜୟ ମହାନ୍ତି
  • ପପୁ ପମ ପମ
  • ଅଖିଳ ପଟ୍ଟନାୟକ
  • ପ୍ରିୟଙ୍କା ମହାପାତ୍ର

ଗୀତ 

1. ଆରେ' ସାଥି ଆ
2. ଛାତିରେ ଲେଖିଚି
3. କାହିଁକି ଲେଖିଲି
4. ମନ ଗୁଡ଼ି
5. ସାଧବ ପୁଅ
6. ତମେ ମୋ ପାଖରେ ଥିଲ
7. ତୋ ଭିତରେ ମୁଁ ରହିଚି
8. ତୋ ଭିତରେ ମୁଁ ରହିଚି ‌(ନାରୀ)
9. ତୋ ଭିତରେ ମୁଁ ରହିଚି ‌(ପୁରଷ+ନାରୀ)
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର