ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଚଉକା ଛକା

Image result for odia movie chauka chhaka

ନିର୍ଦ୍ଦେଶକ: କେ. ମୂରଲି କ୍ରୀଷ୍ଣା
ପ୍ରଯୋଜକ: ଗୟାଧର ଜେନା
ସଂଳାପ: ଦୀପକ ଜେନା
ଚିତ୍ରନାଟ୍ୟ: କେ. ମୂରଲି କ୍ରୀଷ୍ଣା
କାହାଣୀ: କେ. ମୂରଲି କ୍ରୀଷ୍ଣା
କଳାକାର: ସମ୍ବିତ, ନୂତନ, ପପୁ ପମ ପମ, ଲଭ୍‌ଲି, ଶ୍ରୀତମ, ହର ପଟ୍ଟନାୟକ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟଙ୍କା ମହାପାତ୍ର
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିଜାମ, ଡଃ ନିର୍ମଳ ନାୟକ
କଣ୍ଠ: ଉଦିତ ନାରାୟଣ, ବିନୋଦ ରାଠୋଡ଼, ପାମେଲା ଜୈନ, ଅଞ୍ଜଳି ମିଶ୍ର, ଅଭିଜିତ ମଜୁମଦାର, ରିଙ୍କି, ଅନୁରାଧା ପଢ଼ୁୱାଲ୍
ଚିତ୍ରଗ୍ରହଣ: ଆର୍. ଭଗତ ସିଂ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୪ ମାର୍ଚ୍ଚ ୨୦୧୩

ଅଭିନୟ

  • ସମ୍ବିତ ଆଚାର୍ଯ୍ୟ
  • ନୂତନ ମହାନ୍ତି
  • ପପୁ ପମ ପମ
  • ଲଭ୍‌ଲି
  • ଶ୍ରୀତମ ଦାସ
  • ସୁନୀତା ଗରବଡ଼ୁ
  • ପ୍ରଦ୍ୟୁମ୍ନ ଲେଙ୍କା
  • ପ୍ରିୟଙ୍କା ମହାପାତ୍ର
  • ଶକ୍ତି ବରାଳ
  • ସଲିଲ ମିତ୍ର
  • ବାବୁ ପ୍ରଧାନ 
  • ହର ପଟ୍ଟନାୟକ

ଗୀତ 

1. ଆରି ରାରି ରା
2. ପାଣି ମାରିଦେଲା ଝାଇଁ
3. ରୁଣୁ ଝୁଣୁ କ‌ହେ
4. ବୟସ ତୋର କସମସ
5. ମାରିଦେବୁ ଆମରେ ଚଉକା ଛକା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର