ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ବାଏ ବାଏ ଦୁବାଇ

Image result for odia movie bye bye dubai


ନିର୍ଦ୍ଦେଶକ:ବସନ୍ତ ସାହୁ
ପ୍ରଯୋଜକ: ଅକ୍ଷୟ କୁମାର ପରିଜା
ସଂଳାପ: ଡଃ ରଜନୀ ରଞ୍ଜନ
କଳାକାର: ସବ୍ୟସାଚୀ, ଅର୍ଚ୍ଚିତା, ବୁଦ୍ଧାଦିତ୍ୟ, ପପୁ ପମ ପମ, ବିଜୟ ମହାନ୍ତି, ଅନିତା ଦାସ, ପୁଷ୍ପା ପଣ୍ଡା, ଶକ୍ତି ବରାଳ
ସଙ୍ଗୀତ: ବିକାଶ ଦାସ, ରଜନୀ ରଞ୍ଜନ
ଗୀତ: ସଞ୍ଜୟ ମହାକୁଡ଼
କଣ୍ଠ: ପମି, ତପୁ ମିଶ୍ର, ବିଭୁ କିଶୋର, ଅରବିନ୍ଦ, ମାନସ ପ୍ରିତମ
ମୁକ୍ତିଲାଭ ତାରିଖ:
୨ ସେପ୍ଟେମ୍ବର ୨୦୧୬
 

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ବୁଦ୍ଧାଦିତ୍ୟ ମହାନ୍ତି
  • ପପୁ ପମ ପମ
  • ବିଜୟ ମହାନ୍ତି
  • ଅନିତା ଦାସ
  • ପୁଷ୍ପା ପଣ୍ଡା
  • ମିଲି ମହାନ୍ତି
  • ଶକ୍ତି ବରାଳ
 

ଗୀତ 

1. ଅଜଣା ଏଇ ସ‌ହର
2. ବାଜିଲାଣି ୧୨.୨୦
3. ତୋର ମୋର ଯୋଡ଼ି ଆଜି
4. ତୁ ଟିକେ ଦେଲୁ ଚାହିଁ
5. ଆ କ‌ହିଲେ ଆସିଲି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର