ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଭଉଁରୀ- ଦ ସିଙ୍କିଙ୍ଗ୍ ରିଆଲିଟି

Image result for odia movie bhaunuri

ନିର୍ଦ୍ଦେଶକ:ସୁଧାଂଶୁ ମୋହନ ସାହୁ
ପ୍ରଯୋଜକ: ଅତୀଶ କୁମାର ରାଉତ
ସଂଳାପ: ଦୀଲିପ ଚୌଧୁରୀ
ଚିତ୍ରନାଟ୍ୟ: ଦୀଲିପ ଚୌଧୁରୀ
କାହାଣୀ: ରତ୍ନାକର ରାଉତ
କଳାକାର: ଅରିନ୍ଦମ ରାୟ, ବିଦିତା ବାଗ, ମନୋଜ ମିଶ୍ର, ବିଜୟ ମହାନ୍ତି, ମିହିର ଦାସ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିମାଇଁ ମହାନ୍ତି
ଚିତ୍ରଗ୍ରହଣ: ସଞ୍ଜୀବ ମହାପାତ୍ର
ମୁକ୍ତିଲାଭ ତାରିଖ:
୨ ଜାନୁଆରୀ ୨୦୧୫
କଥାଚିତ୍ରର ସମୟ:
୧୫୦ ମିନିଟ

 

ଅଭିନୟ

  • ଅରିନ୍ଦମ ରାୟ
  • ବିଦିତା ବାଗ
  • ମନୋଜ ମିଶ୍ର
  • ବିଜୟ ମହାନ୍ତି
  • ମିହିର ଦାସ
  • ସୂର୍ଯ୍ୟ ମହାନ୍ତି
  • ଚକ୍ରଧର ଜେନା

 

ଗୀତ

1. ରଘୁପତି ରାଘବ
2. ପାହାଡ଼ ପର୍ବତ ଜାମୁରେ
3. ଡୁଙ୍ଗୁରୀ ପାହାଡ଼ ତଳେ
4. ଅଳସୀ ଜ‌ହ୍ନ ମୋ ପ୍ରିୟାରେ
5. ଏ ସିଆଳୀ ବନେ

Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର