ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଭାଇନା, କ'ଣ କଲା ସେ

Image result for odia movie bhaina kan kala se

ନିର୍ଦ୍ଦେଶକ:ସଞ୍ଜୟ ନାୟକ
ପ୍ରଯୋଜକ: ସଞ୍ଜୟ ନାୟକ
ସଂଳାପ: ସଞ୍ଜୟ ନାୟକ
ପଟ୍ଟକଥା: ସଞ୍ଜୟ ନାୟକ
କାହାଣୀ: ସଞ୍ଜୟ ନାୟକ
କଳାକାର: ବାଳକୃଷ୍ଣ ନାୟକ, ତମନ୍ନା, ଉତ୍ତମ ମହାନ୍ତି, କୁନା ତ୍ରିପାଠୀ, ଚନ୍ଦନ, ଜୀନା ସାମଲ, ବିଜୁ ବଡ଼ଜେନା, 
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଅରୁଣ ମନ୍ତ୍ରୀ, ମଧୁସୂଦନ ଦାସ, ସୁବ୍ରତ ସାହୁ, ଦେବୀଦତ୍ତ ମହାନ୍ତି
କଣ୍ଠ: ହ୍ୟୁମାନ ସାଗର, ସୋହିନୀ ମିଶ୍ର, ସଞ୍ଜୁ, ଦୀପ୍ତିରେଖା ପାଢ଼ୀ, ସତ୍ୟଜିତ ପ୍ରଧାନ
ଚିତ୍ରଗ୍ରହଣ: ପ୍ରଦୀପ
ସମ୍ପାଦକ: ରଞ୍ଜନ ଖଟେଇ
ବିତରକ: ତରଙ୍ଗ ସିନେ ପ୍ରଡ଼କ୍ସନ
ମୁକ୍ତିଲାଭ ତାରିଖ
୧୬ ସେପ୍ଟେମ୍ବର ୨୦୧୬

ଅଭିନୟ

  • ବାଳକୃଷ୍ଣ ନାୟକ
  • ଉତ୍ତମ ମହାନ୍ତି
  • କୁନା ତ୍ରିପାଠୀ
  • ଚନ୍ଦନ କର
  • ଜୀନା ସାମଲ
  • ଲକି
  • ପ୍ରେମାଞ୍ଜନ ପରିଡ଼ା
  • ବିଜୁ ବଡ଼ଜେନା
  • ତମନ୍ନା
  • ବିରେନ ମିଶ୍ର
  • ପ୍ରଦ୍ୟୁମ୍ନ ଲେଙ୍କା
  • ପ‌ପି ସନ୍ତୁକା
  • ଦେବଶ୍ୱତା
 

ଗୀତ

1. ଏକ୍ସକ୍ୟୁଜ ମି କ'ଣ କଲା ସେ
2. ABCDEFGHI ତୁ ମୋ ବୟଫ୍ରେଣ୍ଡ
3. ଆ କରିବା ଠିଆ ପାଲା
4. ଚାଲ କରିବା ଠିଆ ପାଲା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର