ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ବଧୂ ନୁହେଁ ମୁଁ ବନ୍ଧୁ

Image result for odia movie badhu nuhen mu bandhu

ନିର୍ଦ୍ଦେଶକ: ଶୈଳେନ୍ଦ୍ର ପରିଡ଼ା
ପ୍ରଯୋଜକ: କିର୍ତ୍ତୀରଞ୍ଜନ ଚୌଧୁରୀ
ସଂଳାପ: ଚିନ୍ମୟ ଦାସପଟ୍ଟନାୟକ
ଚିତ୍ରନାଟ୍ୟ: ଶୈଳେନ୍ଦ୍ର ପରିଡ଼ା
କାହାଣୀ: କବିତା ସାହୁ
କଳାକାର: ରାଜା, ବିଦୁସ୍ମିତା, ମୁନ୍ନା ଖାଁ, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ, ହର ପଟ୍ଟନାୟକ, ପ୍ରଭାସ, ସ୍ନିଗ୍ଧା ମହାନ୍ତି
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ଅରୁଣ ମନ୍ତ୍ରୀ, ଜିତେନ୍ଦ୍ର ପ୍ରଧାନ, ନିଜାମ
ଚିତ୍ରଗ୍ରହଣ: ରାଜକୁମାର, ବିଜୟ ପତି
ମୁକ୍ତିଲାଭ ତାରିଖ:
୧ ଜାନୁଆରୀ ୨୦୧୩

ଅଭିନୟ

    • ରାଜା
    • ବିଦୁସ୍ମିତା
    • ମୁନ୍ନା ଖାଁ
    • ଉତ୍ତମ ମହାନ୍ତି
    • ପିଣ୍ଟୁ ନନ୍ଦ
    • ହର ପଟ୍ଟନାୟକ
    • ପ୍ରଭାସ
    • ସ୍ନିଗ୍ଧା ମହାନ୍ତି

    ଗୀତ 

    1. ମେଘ ମହ୍ଲାର
    2. ବଧୂ ନୁହେଁ ମୁଁ ବନ୍ଧୁ
    3. ଏଇ ଘର ଶ୍ରୀ ମନ୍ଦିର
    4. ସାଥିରେ ସାଥିରେ ଖୋଜୁଚି
    5. ମୁନା ତୋ ଚୋରା ପ୍ରେମ
    Share:

    ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର