ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଆମେ ତ ଟୋକା ଷଣ୍ଢ ମାର୍କା

Image result for odia movie ame ta toka sandha marka

ନିର୍ଦ୍ଦେଶକ:ଆର୍ ଭଗତ ସିଂହ
ପ୍ରଯୋଜକ: ସଙ୍ଗୀତା ଶତପଥୀ
ସଂଳାପ: ଦୀପକ ଜେନା
କାହାଣୀ: ପପୁ ପମ ପମ
କଳାକାର: ପପୁ ପମ ପମ, କୋଏଲ ବାନାର୍ଜୀ, ମିହିର ଦାସ, ମୀନକେତନ, ପ୍ରିୟଙ୍କା ମହାପାତ୍ର, ହର ରଥ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିଜାମ, ଡଃ ନିର୍ମଳ ନାୟକ
ଚିତ୍ରଗ୍ରହଣ: ଆର୍ ଭଗତ ସିଂହ
ମୁକ୍ତିଲାଭ ତାରିଖ:
୨୯ ଅଗଷ୍ଟ ୨୦୧୪

ଅଭିନୟ

    • ପପୁ ପମ ପମ
    • କୋଏଲ ବାନାର୍ଜୀ
    • ମିହିର ଦାସ
    • ମୀନକେତନ ଦାସ
    • ପ୍ରିୟଙ୍କା ମହାପାତ୍ର
    • ହର ରଥ
    • ଅରବିନ୍ଦ ଷଡ଼ଙ୍ଗୀ
    • ରାଜୀବ

    ଗୀତ

    1. ଆମେ ତ ଟୋକା ଷଣ୍ଢ ମାର୍କା
    2. ଭଲ ପାଇ ଗଲି ସିନା
    3. କ‌ହି ଦେଲି
    4. କଉ ବାଡ଼ିପଡ଼ା ନେଇ ଗଲା ମୋ ନଡ଼ିଆ ତେଲ
    5. ଟୋକି ଏମିତି ହେଉଚି
    Share:

    ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର