ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଅଗସ୍ତ୍ୟ

Image result for odia movie agastya

ନିର୍ଦ୍ଦେଶକ:କେ. ଏମ. କ୍ରିଷ୍ଣା

ପ୍ରଯୋଜକ: ଅକ୍ଷୟ କୁମାର ପରିଜା

ସଂଳାପ: ଡଃ ନିର୍ମଳ ନାୟକ

ମୂଳ ଆଧାର: ଉଗ୍ରମ୍ (କନଡ଼ ଚଳଚ୍ଚିତ୍ର)

କଳାକାର: ଅନୁଭବ ମହାନ୍ତି, ଝିଲିକ୍, ଆକାଶ ଦାସନାୟକ, ମିହିର ଦାସ, ପ୍ରିୟଙ୍କା ପଟ୍ଟନାୟକ, ମୀନକେତନ, ସଲିଲ ମିତ୍ର

ସଙ୍ଗୀତ: ପ୍ରେମ ଆନନ୍ଦ

ଗୀତ: ସୁବ୍ରତ ସ୍ୱାଇଁ, ଅରୁଣ ମନ୍ତ୍ରୀ

କଣ୍ଠ: ହ୍ୟୁମାନ, ବିଷ୍ଣୁମୋହନ କବି, ଶ୍ରୀଚରଣ, ସତ୍ୟଜିତ, ସଂଗ୍ରାମ, ଆଶୁତୋଷ, ଅନନ୍ୟା ଶ୍ରୀତମ ନନ୍ଦ, ଆର୍ଯ୍ୟନ, ପ୍ରଜ୍ଞା

ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର

ମୁକ୍ତିଲାଭ ତାରିଖ:
୧୨ ଜୁନ ୨୦୧୬

 

ଅଭିନୟ

  • ଅନୁଭବ ମହାନ୍ତି
  • ଆକାଶ ଦାସନାୟକ
  • ଝିଲିକ୍ ଭଟ୍ଟାଚାର୍ଯ୍ୟ
  • ମିହିର ଦାସ
  • ପ୍ରିୟଙ୍କା ପଟ୍ଟନାୟକ
  • ମନୋଜ ମିଶ୍ର
  • ସଲିଲ୍ ମିଶ୍ର
  • ମୀନକେତନ
  • ମୁନ୍ନା ସେଠୀ
 

ଗୀତ

1. ଅଗସ୍ତ୍ୟ
2. ଧୀରେ ଧୀରେ ଭଲ ପାଇଗଲି
3. ରାମାରାମା ଏ ଝିଅଟା
4. ଛୋଟଛୋଟ ଏଇ ମନ ତଳେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର