ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଆସିଲୁ ଯେବେ ତୁ ଯାଆନା ଫେରି

Image result for odia movie asilu jebe tu jaa na pheri


ନିର୍ଦ୍ଦେଶକ:ବାବୁଦା, ଦିପୁନ
ପ୍ରଯୋଜକ: ପ୍ରିତୀରଞ୍ଜନ ସାହୁ
ସଂଳାପ: ଅଜୟ ସାମଲ
ପଟ୍ଟକଥା: ବାବୁଦା, ଦିପୁନ
କାହାଣୀ: ସୀମାମୟୀ ଗୁରୁବାଳା
କଳାକାର: ପିଙ୍କି ପ୍ରିୟଦର୍ଶିନୀ, ଦୀପକ ବାରିକ, ପିୟୁସ, କୁନା ତ୍ରିପାଠୀ, ଅସୀତ ପତି
ସଙ୍ଗୀତ: ଏସ୍. ଚନ୍ଦ୍ରକାନ୍ତ
ମୁକ୍ତିଲାଭ ତାରିଖ:
୨୩ ସେପ୍ଟେମ୍ବର ୨୦୧୬

ଅଭିନୟ

  • ପିଙ୍କି ପ୍ରିୟଦର୍ଶିନୀ
  • ପୀୟୁଷ
  • ଦୀପକ
  • କୁନା ତ୍ରିପାଠୀ
  • ଅସୀତ ପତି
  • ଜୀବନ ପଣ୍ଡା
  • ସଲିଲ ମିତ୍ର

ଗୀତ

1. ତୁ ଅଛୁ ମୋ ଛାତି ଭିତରେ
2. ଆସିଲୁ ଯେବେ ତୁ ଯାଆନା ଫେରି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର