ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଏସିପି ସାଗରିକା

Image result for odia movie ACP Sagarika

ନିର୍ଦ୍ଦେଶକ: ବିରଞ୍ଚି ନାରାୟଣ ପଣ୍ଡା
ପ୍ରଯୋଜକ: ଦିଲ୍ଲୀପ ଦାସ
ସଂଳାପ: ଅନନ୍ତ ଓଝା
ଚିତ୍ରନାଟ୍ୟ: ବିରଞ୍ଚି ନାରାୟଣ ପଣ୍ଡା
କାହାଣୀ: ବିରଞ୍ଚି ନାରାୟଣ ପଣ୍ଡା
କଳାକାର: ଅର୍ଚ୍ଚିତା ସାହୁ, ପପୁ ପମ ପମ, ଅଭିଶେଖ ରଥ, ପ୍ରକୃତି ମିଶ୍ର, ମିହିର ଦାସ, ପ୍ରିୟଙ୍କା ମହାପାତ୍ର
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ, ମନ୍ମଥ ମିଶ୍ର
କଣ୍ଠ: ଅଭିଜିତ ମିଶ୍ର, ତପୁ ମିଶ୍ର, କ୍ରୀଷ୍ଣା ମିଶ୍ର, ଶୈଳଭାମା, ଉଦିତ ନାରାୟଣ, ବିନୋଦ ରାଠୋଡ଼
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୮ ମାର୍ଚ୍ଚ ୨୦୧୩

ଅଭିନୟ

  • ଅର୍ଚ୍ଚିତା ସାହୁ
  • ପପୁ ପମ ପମ
  • ଅଭିଶେଖ ରଥ
  • ପ୍ରକୃତି ମିଶ୍ର
  • ମିହିର ଦାସ
  • ପ୍ରିୟଙ୍କା ମହାପାତ୍ର
  • ଜୟୀରାମ ସାମଲ
  • ବିଜୁ ବଡ଼ଜେନା
  • ପ୍ରିତୀରାଜ ସତପଥୀ
  • ତପୁ ମିଶ୍ର
  • ଚୌଧୁରୀ ବିକାଶ ଦାସ
  • ଅଶୋକ ଦାସ

ଗୀତ 

1. ମୁଖା ମୁଖା
2. ହଉ ନ ଥିଲା ହେଇଗଲା
3. ହୀରା ନୀଳା ମୋତି
4. କଟିଯାଇଥିବା କାଗଜର ଗୁଡ଼ି
5. ନିଆଁରେ ଘିଅ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର