ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଏସିପି ରଣବୀର

Image result for odia film acp ranveer

ନିର୍ଦ୍ଦେଶକ: ସୁଧାକର ବସନ୍ତ
ପ୍ରଯୋଜକ: ଅନୁଭବ ମହାନ୍ତି, ଅନୁପ୍ରାସ ମହାନ୍ତି
ସଂଳାପ: ବିଜୟ ମଲ୍ଲ
ଚିତ୍ରନାଟ୍ୟ: ବିଜୟ ମଲ୍ଲ
କାହାଣୀ: ଅନୁଭବ ମହାନ୍ତି
କଳାକାର: ଅନୁଭବ, ଆକାଂକ୍ଷା ଚୌଧୁରୀ, ପ୍ରଦୀପ ସିଂହ ରାୱତ୍, ହର ରଥ, ସୋଫିଆ ଆଲମ୍, ଇଲୁ ବାନାର୍ଜୀ
ସଙ୍ଗୀତ: ଶାନ୍ତିରାଜ ଖୋସ୍‌ଲା
ଗୀତ: ବସନ୍ତରାଜ ସାମଲ, ବିଜୟ ମଲ୍ଲ
ଚିତ୍ରଗ୍ରହଣ: ବି. ସତୀଶ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୯ ଅକ୍ଟୋବର ୨୦୧୨

ଅଭିନୟ

  • ଅନୁଭବ ମହାନ୍ତି
  • ଆକାଂକ୍ଷା ଚୌଧୁରୀ
  • ପ୍ରଦୀପ ସିଂହ ରାୱତ୍
  • ହର ରଥ
  • ସୋଫିଆ ଆଲମ୍
  • ଇଲୁ ବାନାର୍ଜୀ
  • ବିନ୍ଦୁ ଚୌଧୁରୀ
  • ସରୋଜ ଦାସ

ଅତିଥି କଳାକାର

  • ହର ପଟ୍ଟନାୟକ
  • ଗୁଡ଼ିଆ ମହାପାତ୍ର
  • ଦେବୁ ପଟ୍ଟନାୟକ
  • ସୁଧାଂଶୁ ମୋହ‌ନ ସାହୁ
  • ବସନ୍ତ ସାହୁ
  • ସଞ୍ଜୟ ନାୟକ
  • ଅଶୋକ ପତି
  • ସୁଧାକର ବସନ୍ତ
  • ଅନୁପ୍ରାସ ମହାନ୍ତି
  • ଅପ୍ପୁ କାନୁନ୍‌ଗୋ
  • ସୁଶାନ୍ତ ମଣି
  • ପ୍ରଶାନ୍ତ ନନ୍ଦ
  • ଏନ୍. ପାଢ଼ି
  • ମୂରଲୀ କ୍ରିଷ୍ଣା
  • ଭି. ପ୍ରଭାକର
  • ବିଜୟ ମହାନ୍ତି
  • ଦେବୁ ବୋଷ
  • କୁନା ତ୍ରିପାଠୀ
  • ମୁନ୍ନା ଖାନ୍
  • ପୁପିନ୍ଦର ସିଂହ
  • ମୁନ୍ନା ସେଠୀ
  • ପ‌ପୁ ପମ ପମ
  • ସମ୍ୱିତ ଆଚାର୍ଯ୍ୟ
  • ଦୀପକ
  • ଦୀପନ
  • ପ୍ରଜ୍ଞା
  • ସୁମନ
  • ଭୂପତି
  • ସୁବାଶିଷ ଶର୍ମା
  • ଗୁଡ୍ଡୁ
  • ପ୍ରିୟଙ୍କା ପଟ୍ଟନାୟକ
  • ଦେବଯାନୀ
  • ରାଲି ନନ୍ଦ
  • ପ୍ରକୃତି ମିଶ୍ର
  • ସୋନିଆ
  • ଅଚ୍ୟୁତ ସାମନ୍ତ
  • ସଞ୍ଜୟ ହଂସ୍

ଗୀତ 

1. ସିଂହବାହିନୀ ମହିଷାମର୍ଦ୍ଦିନୀ
2. ତୁ ଝିଅଟିଏ ନା
3. ସୋନିୟୋ ମୁଁ ହେଲି ତୋ ଦିୱାନା
4. ଆୟାରେ ଆୟା ବୀର୍ ପିଲା
5. ମା' ସିନା ଗାଏ ଲୋରୀ
6. ହଜିଗଲି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର