ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଅ ଆ ହର୍ଷେଇ

Image result for odia movie a aa harsei

ନିର୍ଦ୍ଦେଶକ:ଏନ୍. ପାଢ଼ୀ
ପ୍ରଯୋଜକ: କୃଷ୍ଣଚନ୍ଦ୍ର ମଲ୍ଲିକ
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ଏନ୍. ପାଢ଼ୀ
କାହାଣୀ: କୁମାର ଚିନ୍ମୟ
କଳାକାର: ଅର୍ଦ୍ଧେନ୍ଦୁ, ବବ୍‌ଲି, ଶ୍ରୀଜଳା, ପ୍ରତୀରାଜ, ଅଶ୍ରୁମୋଚନ ମହାନ୍ତି, ଜୀବନ
ସଙ୍ଗୀତ: ଜ୍ଞାନ, ବିଭୂତି
କଣ୍ଠ: କୁମାର ବାପି, ପମି, ଶୈଳଭାମା, ଅରବିନ୍ଦ, ଜୟା
ମୁକ୍ତିଲାଭ ତାରିଖ:
୬ ଫେବୃୟାରୀ ୨୦୧୫

 

ଅଭିନୟ

  • ଅର୍ଦ୍ଧେନ୍ଦୁ
  • ବବ୍‌ଲି
  • ଶ୍ରୀଜଳା ଗୁହା
  • ପ୍ରୀତିରାଜ
  • ଅଶ୍ରୁମୋଚନ ମହାନ୍ତି
  • ଜୀବନ ପଣ୍ଡା
  • ମୌସୁମୀ ଶାହା
  • ଶୁଭ
  • ପ୍ରିୟଙ୍କା
  • ରୋହ‌ନ ଭଟ୍ଟାଚାର୍ଯ୍ୟ

 

ଗୀତ

1. ସାଥିରେ ମୋ କଥା
2. ପାଦ ମୋ ଝୁଣ୍ଟୁଛି
3. ଚିକି ମିକି ମନ
4. ବାହାର ବାହାର
5. ଅ ଆ ହର୍ଷେଇ
6. ଖୋଲ ଖୋଲ ବୋତଲ ଖୋଲ
7. ହାଲଚାଲ ମିଠା ହାଲଚାଲ
8. କାଲି ଯାଏ ମନ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର