ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୧୮ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୧୮ର ଓଡ଼ିଆ କଥାଚିତ୍ର. Show all posts

ମନର ମାନସୀ

Image result for odia film manara manasi

ନିର୍ଦ୍ଦେଶକ: ସଚିଦାନନ୍ଦ ସାମଲ
ପ୍ରଯୋଜକ: ଯୋଗେନ୍ଦ୍ର କୁମାର ସାହୁ
ସଂଳାପ: ତୁଷାରକାନ୍ତ ପଟ୍ଟନାୟକ
ଚିତ୍ରନାଟ୍ୟ: ସଚିଦାନନ୍ଦ ସାମଲ
କାହାଣୀ: ସଚିଦାନନ୍ଦ ସାମଲ
କଳାକାର: ବିଭାସ, ସୋନାଲି, କେ କେ, ପ୍ରଜ୍ଞା, ଅଜିତ ଦାସ
ସଙ୍ଗୀତ: ସୁନୀଲ ଦଳେଇ
ଗୀତ: ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ
କଣ୍ଠ: ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ତାରିକ୍ ଅଜିଜ୍, ଖ୍ୟାତି ପ୍ରକାଶ, ଶାଶାଙ୍କ ଶେଖର
ଚିତ୍ରଗ୍ରହଣ: ଚନନ୍ଦ ମହାରଣା
ସମ୍ପାଦକ: ସୋମ୍ୟ ଶୋଭନ ନାୟକ
ମୁକ୍ତିଲାଭ ତାରିଖ:
୧ ମାର୍ଚ୍ଚ ୨୦୧୮

ଅଭିନୟ

  • ବିଭାସ
  • ସୋନାଲି
  • କେ କେ
  • ପ୍ରଜ୍ଞା
  • ଅଜିତ ଦାସ

ଗୀତ 

1. ଓ ମାହି ଓ ଜାନା
2. ମୋ ମନର ମାନସୀ
3. ମନର ମାନସୀ (ଦୁଃଖ)
4. ହୃଦୟ ମୋର
5. ଆସିଚି ଆସିଚି ହୋଲି
6. ତୁ ମୋ ମନର ମାନସୀ
Share:

ହାପି ଲକି

Image result for happy lucky odia movie

ନିର୍ଦ୍ଦେଶକ: ସୁଧାଂଶୁ ସାହୁ
ପ୍ରଯୋଜକ: ତରଙ୍ଗ ସିନେ ପ୍ରଡକ୍ସନ
ସଂଳାପ: ସଞ୍ଜୟ ମହାକୁଡ଼, ଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟ: ସଞ୍ଜୟ ମହାକୁଡ଼, ଦେବୀଦତ୍ତ ମହାନ୍ତି
କାହାଣୀ:
କଳାକାର: ସମ୍ବିତ ଆଚାର୍ଯ୍ୟ, ଜ୍ୟୋତି ରଞ୍ଜନ ନାୟକ, ଏଲିନା ସାମନ୍ତରାୟ, ସସ୍ମିତା
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ:
କଣ୍ଠ: ଦୀପ୍ତିରେଖା ପାଢ଼ୀ, ଲୋପାମୁଦ୍ରା, ହ୍ୟୁମାନ ସାଗର, ବିଶ୍ୱଜିତ ମହାପାତ୍ର, ଶଶାଙ୍କ ଶେଖର, ଆଶୁତୋଷ ମହାନ୍ତି, ଅସୀମା ପଣ୍ଡା, ସତ୍ୟଜିତ
ଚିତ୍ରଗ୍ରହଣ: ଆର୍ ଭଗତ ସିଂହ
ସମ୍ପାଦକ:
ମୁକ୍ତିଲାଭ ତାରିଖ:
୨୧ ଜାନୁଆରୀ ୨୦୧୮

ଅଭିନୟ

  • ସମ୍ବିତ ଆଚାର୍ଯ୍ୟ
  • ଜ୍ୟୋତି ରଞ୍ଜନ ନାୟକ
  • ଏଲିନା ସାମନ୍ତରାୟ
  • ସସ୍ମିତା
  • ମିହିର ଦାସ
  • ବବି ମିଶ୍ର
  • ପ୍ରଦ୍ୟୁମ୍ନ ଲେଙ୍କା
  • ପୃଥୀରାଜ ନାୟକ
  • ଚୌଧୁରୀ ବିକାଶ ଦାସ
  • ତ୍ରିଭୁବନ
  • କାଳିଆ
  • ସର ଅପା

ଗୀତ 

1. ଓଷଦ ନେଇଆ
2. ପ୍ରେମ ତୋର ବଦମାସ
3. ଚାଲିବ ଚାଲିବ
4. ପାର୍ଟି ବାଲା ନାଇଟ୍
5. ହାପି ଲକି
Share:

ଓନ୍‌ଲି ପ୍ୟାର୍

Image result for only pyar odia movie

ନିର୍ଦ୍ଦେଶକ: ତାପସ ସରଘରିଆ
ପ୍ରଯୋଜକ: ସୁନୀଲ କୁମାର ଦାସ
ସଂଳାପ: ଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟ:
କାହାଣୀ: ଭରଦ୍ୱାଜ ପଣ୍ଡା
କଳାକାର: ବାବୁଶାନ୍, ସୁପ୍ରିୟା, ଆନିଷା ଶର୍ମା, ମିହିର ଦାସ, ଅପରାଜିତା ମହାନ୍ତି, ପ୍ରଜ୍ଞା ଖଟୁଆ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ
କଣ୍ଠ: ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ବାବୁଶାନ୍, ତାରିକ୍ ଅଜିଜ୍, ସତ୍ୟଜିତ, ଇରା ମହାନ୍ତି
ଚିତ୍ରଗ୍ରହଣ: ରବିନ୍ଦ୍ର ବେହେରା
ସମ୍ପାଦକ: ବିରେନ ଜ୍ୟୋତି ମହାନ୍ତି
ମୁକ୍ତିଲାଭ ତାରିଖ:


ଅଭିନୟ

  • ବାବୁଶାନ୍
  • ସୁପ୍ରିୟା
  • ଆନିଷା ଶର୍ମା
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ପ୍ରଜ୍ଞା ଖଟୁଆ
  • ଚୌଧୁରୀ ବିକାଶ ଦାସ
  • ଚୌଧୁରୀ ଜୟପ୍ରକାଶ ଦାସ

ଗୀତ 

1. ସୁନ୍ ବେଲିଆ
2. ଇଟ୍‌ସ୍ ଓନ୍‌ଲି ପ୍ୟାର୍
3. ଯେବେ ଲୀଳା କଲେ କ‌ହ୍ନେୟା
4. ଭଲ ତ‌ତେ ପାଉ ପାଉ
5. ଭୁଲାଇ ମୋ ମନ
6. ହାଏରେ ସମ୍ପର୍କ
7. ଲାଗିଯା ଛାତିରେ
Share:

ବ୍ଲାକ୍‌ମେଲ୍

Image result for odia movie blackmail

ନିର୍ଦ୍ଦେଶକ: ଅମିତ ନାୟକ
ପ୍ରଯୋଜକ:
ସଂଳାପ: ବାପୁ ଗୋସ୍ୱାମୀ
ଚିତ୍ରନାଟ୍ୟ:
କାହାଣୀ:
କଳାକାର: ଅର୍ଦ୍ଧେନ୍ଦୁ, ଆହାନା, ତମନ୍ନା, ସିଦ୍ଧାନ୍ତ ମହାପାତ୍ର, ମନୋଜ ମିଶ୍ର
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବସନ୍ତରାଜ ସାମଲ, ସୁବ୍ରତ ସ୍ୱାଇଁ
କଣ୍ଠ: ଉଦିତ ନାରାୟଣ, ଦୀପ୍ତିରେଖା ପାଢ଼ୀ, ଆଶୁତୋଷ, ହ୍ୟୁମାନ ସାଗର, କୌଶିକ ଶିବାଶିଷ, ଅନନ୍ୟା ଶ୍ରୀତମ ନନ୍ଦ
ଚିତ୍ରଗ୍ରହଣ:
ସମ୍ପାଦକ:
ମୁକ୍ତିଲାଭ ତାରିଖ:
୩୧ ଅଗଷ୍ଟ ୨୦୧୮

ଅଭିନୟ

  • ଅର୍ଦ୍ଧେନ୍ଦୁ
  • ଆହାନା ବରାଳ
  • ତମନ୍ନା
  • ସିଦ୍ଧାନ୍ତ ମହାପାତ୍ର
  • ମନୋଜ ମିଶ୍ର
  • ଜର୍ଜ ତିଆଡ଼ି
  • ରତନ ମେହେର
  • ସରୋଜ ଦାସ
  • ରାଜଶ୍ରୀ
  • ପ୍ରତିଭା ପଣ୍ଡା
  • ପ୍ରଜ୍ଞା ଖଟୁଆ
  • ଗୁଡ୍ଡୁ
  • ଜ୍ଞାନ
  • ନଳିନୀ
  • ବେବି

ଗୀତ 

  1. ହାଏ ତୋ ପ୍ରେମର ରଙ୍ଗୋଲି…
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର