ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୧୭ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୧୭ର ଓଡ଼ିଆ କଥାଚିତ୍ର. Show all posts

ଲୈଲା ଓ ଲୈଲା

Image result for odia film laila o laila

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ
ସଂଳାପ: ଡଃ ନିର୍ମଳ ନାୟକ
ଚିତ୍ରନାଟ୍ୟ: ନିର୍ମଳ ନାୟକ
କାହାଣୀ: ସିଦ୍ଧାର୍ଥ ଅଗ୍ର‌ୱାଲ
କଳାକାର: ସ୍ୱରାଜ, ସନ୍‌ମୀରା
ସଙ୍ଗୀତ: ବୈଦ୍ୟନାଥ ଦାଶ
ଗୀତ: ଡଃ ନିର୍ମଳ ନାୟକ
କଣ୍ଠ: ହ୍ୟୁମାନ ସାଗର, ଆମି ଦାଶ, ଆର୍‌. ଏସ୍. କୁମାର, ନିବେଦିତା, ସୌରିନ ଭଟ୍ଟ, ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ
ଚିତ୍ରଗ୍ରହଣ: ଶୁଭ୍ରାଂଶୁ ଦାସ
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୯ ଡିସେମ୍ବର ୨୦୧୭

ଅଭିନୟ

  • ସ୍ୱରାଜ ବାରିକ
  • ସନ୍‌ମୀରା ନାଗେଶ
  • ପ୍ରଦ୍ୟୁମ୍ନ ଲେଙ୍କା

ଗୀତ 

1. ସୁକୁଟି ସାହୁ
2. ରା ରା ରାଘବ
3. ଆ ଭାସିଯିବା ପବନରେ
4. ୟେ କି ପାଗଳାମି
5. ଓରେ ସାଥିରେ ଏ ଦେହରେ
6. ଲୈଲା ଓ ଲୈଲା
7. ଲାଇଫ୍‌ରେ ଆସି ଅଟକିଗଲୁ
8. ଓଠରେ ତୋ ଏତେ ମ‌ହୁ
9. ଫର୍ଷ୍ଟ ଟାଇମ୍ ଗୋଟେ ଝିଅ
Share:

ଜଗନ୍ନାଥ ଧାମ ପୁରୀ

Image result for ଜଗନ୍ନାଥ ଧାମ ପୁରୀ

ନିର୍ଦ୍ଦେଶକ: ନାରାୟଣ ଘଡେଇ
ପ୍ରଯୋଜକ: ନାରାୟଣ ଘଡେଇ
ସଂଳାପ: ସତ୍ୟବ୍ରତ ନାୟକ
ଚିତ୍ରନାଟ୍ୟ: ନାରାୟଣ ଘଡେଇ
କାହାଣୀ: ନାରାୟଣ ଘଡେଇ
କଳାକାର: ଦେବଦତ୍ତ ସାହୁ, ରିତିକା ରଥ, ବିଜୟ ମହାନ୍ତି, ଦେବୀ ବାରିକ, ଚୌଧୁରୀ ବିକାଶ ଦାସ
ସଙ୍ଗୀତ: ବିଦ୍ୟୁତ୍‌ ରୟ ଓ ହିମାଂଶୁ ଶେଖର ମହାନ୍ତି
ଗୀତ: ସଚ୍ଚି ମହାନ୍ତି ଓ ସମିତ୍‌
କଣ୍ଠ: କୁମାର ବାପି, ଗୌତମ ଗିରି, ଅନୁ ସିଂହ, ଅଭିପ୍‌ସା, ସୌରଭ, ଏସ୍‌.କେ ପଟ୍ଟନାୟକ, ଅନ୍ତରା ଚକ୍ରବର୍ତ୍ତୀ, ଜିତ୍, ହିମାଂଶୁ, ମନସ୍ୱିନୀ ପଟ୍ଟନାୟକ
ଚିତ୍ରଗ୍ରହଣ: ପ୍ରଦୀପ ସାହୁ
ସମ୍ପାଦକ: ଜ୍ୟୋତି ପ୍ରକାଶ
ମୁକ୍ତିଲାଭ ତାରିଖ:
୮ ଡିସେମ୍ବର ୨୦୧୭

ଅଭିନୟ

  • ଦେବଦତ୍ତ ସାହୁ
  • ରିତିକା ରଥ
  • ବିଜୟ ମହାନ୍ତି
  • ଦେବୀଦତ୍ତ ବାରିକ
  • ଚୌଧୁରୀ ବିକାଶ ଦାସ
  • ଦେବୁ ବ୍ରହ୍ମା
  • କୁମୁଦ ତ୍ରିପାଠୀ
  • ପ୍ରିୟ ସୁନ୍ଦର ମିଶ୍ର
  • ଥିନ୍‌
  • ସରୋଜିନୀ
  • ଗୋପାଳ ଶର୍ମା
  • ପ୍ରଣତି
  • ମାମା
  • ଜ୍ୟୋତି
  • ନୀତୁ
  • ହିମାଂଶୁ
  • ଏସ୍‌.କେ. ପଟ୍ଟନାୟକ
  • ଜୁଲି
  • ନୀରଦ ପରିଡା
  • ଚନ୍ଦ୍ରଶେଖର ଜେନା
  • ମହେଶ୍ୱର
  • ରିଣ୍ଟୁ
  • ଗୋପାଳ
  • ପୁନମ
  • ଟୁବୁ 
  • ପି ଆଦ୍‌ ମିନି

ଗୀତ 

1. ସାନ୍ତାକାରମ୍
2. ପ୍ରଳୟ ପୟୋଧିଜଳେ
3. ବାଙ୍କି ମୁହାଣ
4. ଭକତ ଭାବରେ
5. ତୁ ମତେ ଚାହିଁଲୁ
6. ଏମିତି କେମିତି ହେଲା
7. ତୁମେ ସାଗରର

Share:

ଟିକେ ଅନାଡ଼ି ପୂରା ଖିଲାଡ଼ି

http://ollywoodlife.com/wp-content/uploads/2017/03/Tike-Anadi-Pura-Khiladi.jpg

ନିର୍ଦ୍ଦେଶକ: ଲୋକନାଥ ବାରିକ
ପ୍ରଯୋଜକ: ରବିନ୍‌ ନନ୍ଦ
ସଂଳାପ: ଅଜୟ ସାମଲ
ଚିତ୍ରନାଟ୍ୟ: ଲୋକନାଥ ବାରିକ
କାହାଣୀ: ଲୋକନାଥ ବାରିକ
କଳାକାର: କରଣ, ବବ୍‌ଲି, ଇପ୍ସିତା, ସଞ୍ଜନା, ରବିନ୍‌ ନନ୍ଦ, ମିହିର ଦାସ, ତନ୍ଦ୍ରା ରାୟ, ବିଜୟ ମହାନ୍ତି, ଜୟୀରାମ ସାମଲ
ସଙ୍ଗୀତ: ଅଗ୍ନିରାଜ କିଶୋର
ଗୀତ: ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଯତିନ୍ଦ୍ର ପ୍ରଧାନ, ଜୟନ୍ତ ଦାସ, ସୁମିତ
କଣ୍ଠ: ସତ୍ୟଜିତ, ଅଙ୍କିତ, ହ୍ୟୁମାନ ସାଗର, ଅନ୍ତରା, ପଦ୍ମିନୀ, ସୋନାଲିକା, କୁମାର ବାପି, ନନ୍ଦିତା, ତାରିକ୍ ଅଜିଜ୍, ପମି, ଅସୀମା ପଣ୍ଡା, ନଭ୍ୟା
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ:
ମୁକ୍ତିଲାଭ ତାରିଖ:
୨୪ ନଭେମ୍ବର ୨୦୧୭

ଅଭିନୟ

  • କରଣ ସିଂହ ରାୟ
  • ବବ୍‌ଲି
  • ସଞ୍ଜନା
  • ଇପ୍ସିତା
  • ମିହିର ଦାସ
  • ରବିନ୍‌ ନନ୍ଦ
  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • ଅସୀତ ପତି
  • ଜୟୀରାମ ସାମଲ

ଗୀତ 

1. ଛନ ଛନ
2. ଡବଲ୍ ପ‌ପି
3. ଫୁଲର ବରଷା
4. ଟିକେ ଅନାଡ଼ି ପୂରା ଖିଲାଡ଼ି
5. ଯେବେଠୁ ରସିଆକୁ
Share:

ତୋ ପ୍ରେମରେ ପଡ଼ିଲା ପରେ

Image result for odia movie to premare padila pare


ନିର୍ଦ୍ଦେଶକ: ସରୋଜ କାନ୍ତ
ପ୍ରଯୋଜକ: ଚିନ୍ମୟୀ ପ୍ରିୟଦର୍ଶିନୀ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ସରୋଜ କାନ୍ତ
କାହାଣୀ: ପ୍ରସନ୍ନ ପାଟ୍ଟଶାଣୀ
କଳାକାର: ଦେବରାଜ, ଚିନ୍ମୟୀ, ପ୍ରଲୀପ୍ତା, ମୁନ୍ନା ଖାନ୍, ପୁଷ୍ପା ପଣ୍ଡା, ପ୍ରଜ୍ଞା ଖଟୁଆ, ଜୀବନ ପଣ୍ଡା
ସଙ୍ଗୀତ: ବୈଦ୍ୟନାଥ ଦାଶ
ଗୀତ: ପ୍ରସନ୍ନ ପାଟ୍ଟଶାଣୀ, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଆଶୁତୋଷ, ଜୟନ୍ତ ଦାସ
କଣ୍ଠ: ହ୍ୟୁମାନ ସାଗର, ତପୁ ମିଶ୍ର, ସତ୍ୟଜିତ, ଅସୀମା ପଣ୍ଡା, ସଞ୍ଜୁ, ବୈଦ୍ୟନାଥ
ଚିତ୍ରଗ୍ରହଣ: ଲକ୍ଷ୍ମଣ ଯାଦବ
ସମ୍ପାଦକ:
ମୁକ୍ତିଲାଭ ତାରିଖ:
୨୪ ନଭେମ୍ବର ୨୦୧୭

ଅଭିନୟ

  • ଦେବରାଜ
  • ଚିନ୍ମୟୀ
  • ପ୍ରଲିପ୍ତା
  • ମୁନ୍ନା ଖାନ୍
  • ପୂଜା
  • ସସ୍ମିତା ପଣ୍ଡା
  • ଜୀବନ ପଣ୍ଡା
  • ପ୍ରଜ୍ଞା ଖଟୁଆ
  • ପୁଷ୍ପା ପଣ୍ଡା
  • ଅସୀତ ପତି
  • ଧିରେନ ମିତ୍ର
  • କୁନି ପଣ୍ଡା
  • ମନିଷା ମିଶ୍ର
  • ଆଶିଷ ସେନ୍ଦ୍ରେ
  • ଅଞ୍ଜନା ଦାଶ

ଗୀତ 

1. ହାର୍ଟ ମୋର ଡୁବା
2. ମୋ ବେଲୁନ୍ ଗଲା ଫାଟି
3. କମ୍ ଅନ୍ ବେବି
4. ତୋ ପ୍ରେମରେ ପଡ଼ିଲା ପରେ
Share:

ମୁଁ ଗୋଟେ ଦୁଷ୍ଟ ପିଲା

Image result for odia film mu gote dusta pila

ନିର୍ଦ୍ଦେଶକ: ଅଶୋକ ମଲ୍ଲିକ୍
ପ୍ରଯୋଜକ: ଝରଣ ମଲ୍ଲିକ୍, ସୁରଜ କୁମାର
ସଂଳାପ: ଅଶୋକ ମଲ୍ଲିକ୍
ଚିତ୍ରନାଟ୍ୟ: ଅଶୋକ ମଲ୍ଲିକ୍
କାହାଣୀ: ଅଶୋକ ମଲ୍ଲିକ୍
କଳାକାର: ଅଶୋକ ମଲ୍ଲିକ୍, ଦୁଷ୍ମନ୍ତ ପଣ୍ଡା, ଝାନସୀ, ଦିବ୍ୟା, ରାନୀ, ଅସିତ ପତି, ବନମାଳୀ ପାଣ୍ଡିଆ, ବ୍ରଜ ସିଂହ
ସଙ୍ଗୀତ: ବିଦ୍ୟାଧର ସାହୁ
ଗୀତ: ମୋହିତ ଚକ୍ରବର୍ତ୍ତୀ, ଆଲୋକ ଦେବ୍
କଣ୍ଠ: ନନ୍ଦିତା ଭଞ୍ଜ, ସଞ୍ଜୁ ମହାନ୍ତି, ମୋନାଲିସା, ସୌରଭ, ପ୍ରଦୀପ ପଲାଇ, ମାଧବ
ଚିତ୍ରଗ୍ରହଣ: ପ୍ରଦୀପ, ଶୁଭମ
ସମ୍ପାଦକ: ଅଶୋକ ଶର୍ମା
ମୁକ୍ତିଲାଭ ତାରିଖ:
୧୦ ନଭେମ୍ବର ୨୦୧୭

ଅଭିନୟ

  • ଅଶୋକ ମଲ୍ଲିକ୍
  • ଦୁଷ୍ମନ୍ତ ପଣ୍ଡା
  • ଝାନସୀ
  • ଦିବ୍ୟା
  • ରାନୀ
  • ଅସିତ ପତି
  • ବନମାଳୀ ପାଣ୍ଡିଆ
  • ଥିନ୍‌
  • ବ୍ରଜ ସିଂହ
  • ଦେବୀ ବାରିକ
  • ରିତମ ଖାନ୍
  • ବିଜୁ ବଡ଼ଜେନା
  • ଜୀବନ ପଣ୍ଡା
  • ଦେବୁ ବ୍ରହ୍ମା
  • ସୁମନ
  • ବୁଲୁ ପଣ୍ଡା
  • ବିଜୟ ଭୂୟାଁ
  • ଟିକିନା
  • ମମତାରାଣୀ
  • ଅର୍ଚ୍ଚନା

ଗୀତ 

1. ମୁଁ ଗୋଟେ ଦୁଷ୍ଟ ପିଲା
2. ଝଡ଼ ଆସିଲେ ବି
3. ହ‌ମେଁ ତୁମ୍‌ସେ ପ୍ୟାର ହୋଗୟା
4. ଝାପ୍‌ସା ଚେହେରା
5. ଆରେ ମୋର ଦିୱାନୀ
6. ଚାରି ଟଙ୍କିଆ କାନଫୁଲ
Share:

ବଜରଙ୍ଗୀ

Image result for odia movie Bajrangi

ନିର୍ଦ୍ଦେଶକ:ବିନି ପଟ୍ଟନାୟକ
ପ୍ରଯୋଜକ: ଶଚିକାନ୍ତ ଜେନା
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ବିନି ପଟ୍ଟନାୟକ
କାହାଣୀ: ଶଚିକାନ୍ତ ଜେନା
କଳାକାର: ଅମ୍ଳାନ ଦାସ, ଅନୁଭା ସୌର୍ଯ୍ୟା, ସିଦ୍ଧାନ୍ତ ମହାପାତ୍ର, ନୈନା ଦାସ, ପିଣ୍ଟୁ ନନ୍ଦ, ପ୍ରଜ୍ଞା ଖଟୁଆ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ରଜନୀ ରଞ୍ଜନ
କଣ୍ଠ: ଅନ‌ନ୍ୟା, ହ୍ୟୁମାନ ସାଗର
ମୁକ୍ତିଲାଭ ତାରିଖ:
୩ ନଭେମ୍ବର ୨୦୧୭

ଅଭିନୟ

  • ଅମ୍ଳାନ ଦାସ
  • ଅନୁଭା ସୌର୍ଯ୍ୟ
  • ସିଦ୍ଧାନ୍ତ ମହାପାତ୍ର
  • ନୈନା ଦାସ
  • ଅସୀତ ପତି
  • ପିଣ୍ଟୁ ନନ୍ଦ
  • ପ୍ରଜ୍ଞା ଖଟୁଆ 
  • ପ୍ରଲିପ୍ତା
  • ଅମର
  • ଗୁଡ୍ଡୁ

ଗୀତ

1. ଚିହ୍ନା ଚିହ୍ନା ଆଖିରେ
2. ଦିଲ୍ ହେଲା ଦୁସ୍‌ମନ୍ ଓଃ ସନମ୍
3. ଧିମା ଧିମା ଆଖି
4.
ହଳଦୀ ଗିନା

Share:

ତୁ ମୋ ହିରୋ

Related image

ନିର୍ଦ୍ଦେଶକ: ଦିଲୀପ ପଣ୍ଡା
ପ୍ରଯୋଜକ: ଶ୍ରୀନିବାସ ରାଓ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଦିଲୀପ ପଣ୍ଡା
କାହାଣୀ: ଦିଲୀପ ପଣ୍ଡା
କଳାକାର: ଜ୍ୟୋତି ରଞ୍ଜନ, ଝିଲିକ୍‌ ଭଟ୍ଟାଚାର୍ଯ୍ୟ, ସୁବାଶିଷ ଶର୍ମା, ମିହିର ଦାସ, ସରୋଜ ଦାସ, ପ୍ରିୟଙ୍କା
ସଙ୍ଗୀତ: ବୈଦ୍ୟନାଥ ଦାଶ
ଗୀତ: ଡଃ ନିର୍ମଳ ନାୟକ, ଜୟନ୍ତ ଦାସ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ, ବିଜୟ ମଲ୍ଲ
କଣ୍ଠ: ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ସତ୍ୟଜିତ, ଅସୀମା ପଣ୍ଡା, ପ୍ରଜ୍ଞା ହୋତା, ଅନନ୍ୟା ଶ୍ରୀତମ ନନ୍ଦ, ଶୋଭା
ଚିତ୍ରଗ୍ରହଣ: ଏସ୍. ଏଚ୍. ପ୍ରସାଦ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦ ଅକ୍ଟୋବର ୨୦୧୭

ଅଭିନୟ

  • ଜ୍ୟୋତି ରଞ୍ଜନ ନାୟକ
  • ଝିଲିକ୍‌ ଭଟ୍ଟାଚାର୍ଯ୍ୟ
  • ସୁବାଶିଷ ଶର୍ମା
  • ମିହିର ଦାସ
  • ସରୋଜ ଦାସ
  • ପ୍ରିୟଙ୍କା
  • କିଶୋର
  • ରକ୍‌ ପାତ୍ର
  • କେ କେ

ଗୀତ 

1. ତୁ ମୋ ହିରୋ
2. କରିନା ହଉ କାଟ୍ରିନା
3. ଗୋଲ୍‌ଡେନିଆ ଚୁମା
4. ଲଭ୍‌ ଲେଟର
5. ଦିଲ୍‌ ଜାନା ଆଶିକାନା
6. ଧୋରେ ବାୟା ଧୋ
7. ଇଏ କି ପ୍ରେମ
Share:

ଶିବା- ନଟ୍‌ ଆଉଟ୍‌

Image result for shiba not out

ନିର୍ଦ୍ଦେଶକ: ସୁଧାଂଶୁ ମୋହନ ସାହୁ
ପ୍ରଯୋଜକ: ଅରିନ୍ଦମ ରାୟ
ସଂଳାପ: ଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟ: ସୁଧାଂଶୁ ମୋହନ ସାହୁ
କାହାଣୀ: ଗୋପାଳ ଚନ୍ଦ୍ର ରାୟ
କଳାକାର: ଅରିନ୍ଦମ ରାୟ, ଅର୍ଚ୍ଚିତା ସାହୁ, ମନୋଜ ମିଶ୍ର, ପ୍ରଜ୍ଞା
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ସୁବ୍ରତ ସ୍ୱାଇଁ
କଣ୍ଠ: ସବିଶେଷ, ଦୀପ୍ତିରେଖା ପାଢ଼ୀ
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:

୨୭ ସେପ୍ଟେମ୍ବର ୨୦୧୭

ଅଭିନୟ

  • ଅରିନ୍ଦମ ରାୟ
  • ଅର୍ଚ୍ଚିତା ସାହୁ
  • ମନୋଜ ମିଶ୍ର
  • ପ୍ରଜ୍ଞା ଖଟୁଆ

ଗୀତ 

1. ସାଲା ତୁ ପ୍ୟାର ବାଲା
2. ସୁକ୍ରିୟା
3. ରଡ୍ଡ ନିଆଁ
4. ଶିବା ନଟ୍ ଆଉଟ୍
Share:

କାବୁଲା ବାରବୁଲା


ନିର୍ଦ୍ଦେଶକ: ରମେଶ ରାଉତ
ପ୍ରଯୋଜକ: ବିଜୟ କନ୍ଦୋଇ, ଅଭିରାମ ସାହୁ
ସଂଳାପ: ବସନ୍ତରାଜ ସାମଲ
କଳାକାର: ଅନୁଭବ ମହାନ୍ତି, ଏଲିନା ସାମନ୍ତରାୟ, ପପୁ ପମ ପମ, ହରିହର ମହାପାତ୍ର, ସୁବାଶିଷ ଶର୍ମା, ଆନିଷା ଶର୍ମା
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବସନ୍ତରାଜ ସାମଲ, ସୁବ୍ରତ ସାଇଁ
କଣ୍ଠ: ବିଶ୍ୱଜିତ ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ, ଅଭିଜିତ ମଜୁମଦାର, ହ୍ୟୁମାନ ସାଗର
ଚିତ୍ରଗ୍ରହଣ: ପ୍ରତାପ ରାଉତ
ସମ୍ପାଦକ: ରାଜେଶ ଦାଶ
ମୁକ୍ତିଲାଭ ତାରିଖ:
୨୭ ସେପ୍ଟେମ୍ବର ୨୦୧୭

ଅଭିନୟ

  • ଅନୁଭବ ମହାନ୍ତି
  • ଏଲିନା ସାମନ୍ତରାୟ
  • ପପୁ ପମ ପମ
  • ହରିହର ମହାପାତ୍ର
  • ସୁବାଶିଷ ଶର୍ମା
  • ଆନିଷା ଶର୍ମା
  • ପ୍ରଦ୍ୟୁମ୍ନ ଲେଙ୍କା
  • ପ୍ରିନ୍ସ
  • ଅନିତା ଦାସ
  • ଶମ୍ଭୁ

ଗୀତ 

1. ସୋନୁ ତୋର ମୋ ଉପରେ
2. ସଜନା
3. ଓ ସାହିବା
4. ଜାଲିମା ଓ ଜାଲିମା
5. ଦଶରା ବଜାର ଶଣ୍ଢ
Share:

ହିରୋ ନଂ ୱାନ୍

Image result for odia film hero no 1

ନିର୍ଦ୍ଦେଶକ: ତାପସ ସରଘରିଆ
ପ୍ରଯୋଜକ: ତରଙ୍ଗ ସିନେ ପ୍ରଡକ୍ସନ
ସଂଳାପ: ଶକ୍ତି ବରାଳ, ଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟ: ଦେବୀଦତ୍ତ ମହାନ୍ତି
କାହାଣୀ: ରଣଜିତ ପଟ୍ଟନାୟକ
କଳାକାର: ବାବୁଶାନ୍, ଭୂମିକା ଦାଶ, ମିହିର ଦାସ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ
କଣ୍ଠ: ଅଭିଜିତ ମଜୁମଦାର, ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ସୌରିନ ଭଟ୍ଟ, ସୋହିନୀ ମିଶ୍ର, ତାରିକ୍ ଅଜିଜ୍, ବାବୁଶାନ୍, ସତ୍ୟଜିତ, ଦୀପ୍ତିରେଖା ପାଢ଼ୀ
ଚିତ୍ରଗ୍ରହଣ: ରବିନ୍ଦ୍ର ବେହେରା
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୨୪ ସେପ୍ଟେମ୍ବର ୨୦୧୭

ଅଭିନୟ

  • ବାବୁଶାନ୍
  • ଭୂମିକା ଦାଶ
  • ମିହିର ଦାସ

ଗୀତ 

1. ହିରୋ ନଂ ୱାନ୍
2. ଡିଜେ ବାଲା ଡ୍ୟାନ୍ସ
3. କାଞ୍ଚିରେ କାଞ୍ଚିରେ
4. ଏ ଜୀବନ ଧୁଆଁ ଧୁଆଁ ଲାଗେରେ
5. ତୁ ମୋ ଡାର୍ଲିଙ୍ଗ୍ ଡାର୍ଲିଙ୍ଗ୍‌ରେ
6. ଛିଟା ଛିଟା ବର୍ଷାରେ
Share:

ଏମିତି ବି ହେଇପାରେ

Image result for odia film emiti b heipare

ନିର୍ଦ୍ଦେଶକ: ରାଜୀବ ମହାନ୍ତି
ପ୍ରଯୋଜକ: ରବି ନାରାୟଣ ଦାସ
ସଂଳାପ: ଶୁଭଜିତ ଆନନ୍ଦ
ଚିତ୍ରନାଟ୍ୟ: ରାଜୀବ ମହାନ୍ତି
କାହାଣୀ: ଚିନ୍ମୟୀ ମହାନ୍ତି
କଳାକାର: ଶଶୀକାନ୍ତ, ରୂପାଲି ଦେବେଦୀ, ଦୀପକ
ସଙ୍ଗୀତ: ବୈଦ୍ୟନାଥ ଦାଶ
ଗୀତ: ବାପୁ ଗୋସ୍ଵାମୀ, ପଞ୍ଚାନନ ନାୟକ, ଅରୁଣ ମନ୍ତ୍ରୀ
କଣ୍ଠ: ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ବିଷ୍ଣୁମୋହନ କବି, ସତ୍ୟଜିତ, ଅଞ୍ଜଳି ଦାସ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଜାଗୃତି ମିଶ୍ର, ସୁଚିସ୍ମିତା
ଚିତ୍ରଗ୍ରହଣ: ପ୍ରଦୀପ ସାହୁ
ସମ୍ପାଦକ: ରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ:
୧୭ ସେପ୍ଟେମ୍ବର ୨୦୧୭

ଅଭିନୟ

  • ଶଶୀକାନ୍ତ ବାରିକ
  • ରୂପାଲୀ ଦିବେଦୀ
  • ଦୀପକ
  • ପଦ୍ମଲୋକ
  • ସୁଲୋଚନା ଭୂୟାଁ
  • ସଂଗ୍ରାମ ବିଶ୍ଵାଳ
  • ହରିହର ସ୍ଵାଇଁ
  • ସୁମନ
  • ପ୍ରହଲାଦ ପାତ୍ର
  • ଜାନିବାବୁ
  • ସୁଇଟ ରୋଜି
  • ଦିଲୀପ ପଣ୍ଡା
  • ନିହାରିକା
  • ସଞ୍ଜୟ ମହାନ୍ତି
  • ପ୍ରତାପ ସାହୁ
  • ସନ୍ଧ୍ୟା ଶତପଥୀ
  • ସଂଗୀତା
  • ମାତନି ବରାଳ
  • ହୃଦୟ ପଟ୍ଟନାୟକ
  • ପ୍ରିୟଦର୍ଶିନୀ

ଗୀତ 

1. ଆକାଶରେ ଗୋଟେ ଜ‌ହ୍ନ
2. ରାଞ୍ଜଣା ରାଞ୍ଜଣା
3. ତ‌ତେ ଯେବେ ମୋ ସାଥ ଏବେ ଦେଖୁଥିବ
4. ବନସ୍ତେ ଡାକିଲା ଗଜ
5. ଓ ସାଥି ଓ ସାଥି
Share:

ଭୈରବ

Image result for odia film bhairab

ନିର୍ଦ୍ଦେଶକ: ମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକ: ଶିଶିର ଚନ୍ଦ୍ର ଦାସ ଓ ପ୍ରଭାତ କୁମାର ପ୍ରଧାନ
ସଂଳାପ: ଦେବୀଦତ୍ତ ମହାନ୍ତି
କଳାକାର: ଅସୀତ, ଆହାନା, ଏଲ୍‌ସା, ପପୁ ପମ ପମ, ପିଣ୍ଟୁ ନନ୍ଦ, ସମରେଶ ରାଉତରାୟ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ
କଣ୍ଠ: ପପୁ ପମ ପମ, ଅଭିଜିତ ମଜୁମଦାର
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୮ ସେପ୍ଟେମ୍ବର ୨୦୧୭

ଅଭିନୟ

  • ଅସୀତ
  • ଆହାନା ବରାଳ
  • ଏଲ୍‌ସା
  • ପପୁ ପମ ପମ
  • ପିଣ୍ଟୁ ନନ୍ଦ
  • ସମରେଶ ରାଉତରାୟ
  • ଶକ୍ତି ବରାଳ
  • ଦେବୁ ବ୍ରହ୍ମା
  • ହାଡ଼ୁ
  • ବିଜୁ ବଡ଼ଜେନା
  • ରାଜୀବ
  • ଦେବୀ ବାରିକ
  • ଜ୍ଞାନ
  • ଟନିଆ
  • ଭିକାରୀ

ଗୀତ 

1. ପ୍ରଥମ ଏ ଜୀବନରେ
2. ଭୈରବ
3. ସାବୁନ ଲଗେଇ ଧୋ
4. ଢକ ଢକ ପିଇଯିବି
Share:

ବଦମାସ୍‌ ଟୋକା

Image result for odia movie badmas toka

ନିର୍ଦ୍ଦେଶକ: ପ୍ରଶାନ୍ତ ପାଲ୍
ପ୍ରଯୋଜକ: ସୌଭାଗ୍ୟ କୁମାର ପରିଡ଼ା
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ:
କାହାଣୀ: ଲିଙ୍ଗରାଜ ପତି
କଳାକାର: ଉଦୟ, ମାଳବିକା, ମିହିର ଦାସ, ବିଜୟ ମହାନ୍ତି, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଅସୀତ ପତି
ସଙ୍ଗୀତ: ପି. କୁମାର
ଗୀତ: ଅରୁଣ ମନ୍ତ୍ରୀ ଏବଂ ମାନସ ସାସ୍‌ମଲ୍
କଣ୍ଠ: ବିନୋଦ ରାଠୋଡ଼
ଚିତ୍ରଗ୍ରହଣ: ଅଜିତ ବାବୁ
ସମ୍ପାଦକ:
ମୁକ୍ତିଲାଭ ତାରିଖ:
୧୫ ସେପ୍ଟେମ୍ବର ୨୦୧୭

ଅଭିନୟ

  • ଉଦୟ
  • ମାଳବିକା ବାନାର୍ଜୀ
  • ମିହିର ଦାସ
  • ବିଜୟ ମହାନ୍ତି
  • ମୀନକେତନ
  • ଅଶ୍ରୁମୋଚନ ମହାନ୍ତି
  • ଅସୀତ ପତି
  • ହାଡ଼ୁ
  • ଗୁଡ୍ଡୁ
  • ସୁମନ

ଗୀତ 

1. ବଦମାସ୍ ଟୋକା
2. ତୋ ରୂପର ଉପମାକୁ
3. ତୋର ରେଟ୍ କେତେ
4. ଆକାଶ ଯେମିତି ଥିଲା
Share:

ମୁଁ ଖାଣ୍ଟି ଓଡ଼ିଆ ଝିଅ


Image result for odia movie Bajrangi


ନିର୍ଦ୍ଦେଶକ:ଅବତାର ସିଂ ଭୁର୍ଜି
ପ୍ରଯୋଜକ: ରାଜେନ୍ଦ୍ର ସିଂ ଭୁର୍ଜି, ଅବତାର ସିଂ ଭୁର୍ଜି
ସଂଳାପ: ସତ୍ୟନାରାୟଣ ସାହୁ
ଚିତ୍ରନାଟ୍ୟ: ଅବତାର ସିଂ ଭୁର୍ଜି
କାହାଣୀ: ଅବତାର ସିଂ ଭୁର୍ଜି
କଳାକାର: ଏଲିନା ସାମନ୍ତରାୟ, ରଣବୀର, ସିଦ୍ଧାନ୍ତ ମହାପାତ୍ର, ପ‌ପୁ ପମ ପମ
ସଙ୍ଗୀତ: ବୈଦ୍ୟନାଥ ଦାଶ, ଗୋପାଳ ବିଶ୍ୱାଳ, ମାନସ କୁମାର
ଗୀତ: ଡ. ନିର୍ମଳ ନାୟକ, ବାପୁ ଗୋସ୍ୱାମୀ, ଉର୍ମିଳା ମହାନ୍ତି, ଶୁସାନ୍ତ ସାହୁ
କଣ୍ଠ: ଅସୀମା ପଣ୍ଡା, ହ୍ୟୁମାନ ସାଗର, ତପୁ ମିଶ୍ର, ଶ୍ରୀଚରଣ, ଶୈଳଭାମା, ତାରିକ୍, ପପୁ ପମ ପମ, ସଞ୍ଜୁ ମହାନ୍ତି
ଚିତ୍ରଗ୍ରହଣ:
ରଞ୍ଜନ
ମୁକ୍ତିଲାଭ ତାରିଖ:
୮ ସେପ୍ଟେମ୍ବର ୨୦୧୭

 

ଅଭିନୟ

  • ଏଲିନା ସାମନ୍ତରାୟ
  • ରଣବୀର
  • ସିଦ୍ଧାନ୍ତ ମହାପାତ୍ର
  • ପ‌ପୁ ପମ ପମ  
  • ମନୋଜ ପଟ୍ଟନାୟକ
  • ମନିଷା ମିଶ୍ର
  • ମାମୁନି ମିଶ୍ର
  • ଜୀବନ ପଣ୍ଡା
  • ସଲିଲ ମିତ୍ର
  • ସୋରଜ ଦାସ
  • ଶ୍ରୀକାନ୍ତ
  • ସ୍ୱରୂପ
  • ନାରାୟଣ ପତି


ଗୀତ

1. ମୁଁ ଖାଣ୍ଟି ଓଡ଼ିଆ ଝିଅ
2. ଦିଲ୍ ଜାନିୟେ
3. ଏଇ ଜୀବନରେ
4. ଫେସବୁକ ଦେଲି ଘାଣ୍ଟି ଲୋ
5. ହଲୁ ହଲୁ ହଲିଗଲା ମୋର ସରୁ ଅଣ୍ଟା
Share:

ଜଷ୍ଟ ମୋହବତ୍

Image result for odia movie Just Mohabbat

ନିର୍ଦ୍ଦେଶକ:ଏସ୍. କେ. ମୁରଲୀଧରନ
ପ୍ରଯୋଜକ: କଲ୍ୟାଣ ସୁନ୍ଦର ଛୋଟରାୟ
ସଂଳାପ: ବାପୁ ଗୋସ୍ୱାମୀ
କଳାକାର: ଆକାଶ ଦାସନାୟକ, ଅର୍ଚ୍ଚିତା ସାହୁ, ପପୁ ପମ ପମ, ସମରେଶ ରାଉତରାୟ
ସଙ୍ଗୀତ: ଅଭିଜିତ ମଜୁମଦାର
ଚିତ୍ରଗ୍ରହଣ: ଆର୍. ଭଗତ
ସମ୍ପାଦକ: ବିରେନ ଜ୍ୟୋତି ମହାନ୍ତି
ମୁକ୍ତିଲାଭ ତାରିଖ:
୨୫ ଅଗଷ୍ଟ ୨୦୧୭

ଅଭିନୟ

  • ଆକାଶ ଦାସନାୟକ
  • ଅର୍ଚ୍ଚିତା ସାହୁ
  • ପପୁ ପମ ପମ
  • ସମରେଶ ରାଉତରାୟ
  • ଅଙ୍କିତା

ଗୀତ

1. ହେଲାରେ ହେଲା ମତେ ଜଷ୍ଟ ମୋହବତ୍
2. କାଖେଇ ଧର କୋଳେଇ ଧର ଆହେ ପିତାମ୍ବର
3. ପ୍ରିୟା ବାସନ୍ତି ତ ପ୍ରେମ ଲାଗେ ମଧୁମାଳତୀ
4. ଠିପି ଖୋଲ
5. ଇଟସ୍ ରେନିଂ
Share:

ସପନର ପଥେ ପଥେ


Image result for odia movie sapanara pathe pathe 


ନିର୍ଦ୍ଦେଶକ:
ସୁଶାନ୍ତ ମଣି
ପ୍ରଯୋଜକ: ସୀତାରମ ଅଗ୍ର‌ୱାଲ
ସଂଳାପ: ଡଃ ନିର୍ମଳ ନାୟକ
ଚିତ୍ରନାଟ୍ୟ: ସୁଶାନ୍ତ ମଣି
କାହାଣୀ: ସିଦ୍ଧାର୍ଥ ଅଗ୍ର‌ୱାଲ
କଳାକାର: ଅମ୍ଳାନ ଦାସ, ସନମୀରା, ସିଦ୍ଧାନ୍ତ ମହାପାତ୍ର, ମନୋଜ ପଟ୍ଟନାୟକ, ପୃଥୀରାଜ,ନୀତୁ ସିଂହ
ସଙ୍ଗୀତ: ଆସାଦ ନିଜାମ
ଗୀତ: ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ତପୁ ନାୟକ
କଣ୍ଠ: ନିବେଦିତା, ସୌରିନ ଭଟ୍ଟ, ସଂଗ୍ରାମ, ସତ୍ୟଜିତ
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୫ ଅଗଷ୍ଟ ୨୦୧୭

ଅଭିନୟ

  • ଅମ୍ଳାନ ଦାସ
  • ସନମୀରା ନାଗେଶ
  • ସିଦ୍ଧାନ୍ତ ମହାପାତ୍ର
  • ନୀତୁ ସିଂହ
  • ମନୋଜ ପଟ୍ଟନାୟକ
  • ପୃଥୀରାଜ
  • ଚିତ୍ତ ତ୍ରିପାଠୀ
  • ଟିକି ତ୍ରିପାଠୀ
  • ପ୍ରିୟଙ୍କା
  • ପ୍ରଦ୍ୟୁମ୍ନ ଲେଙ୍କା
  • ରତନ ମେହେର
  • ସାଗରିକା
  • ଶ୍ରାବଣୀ
  • ମନୋଜ
  • ଦୁଷ୍ମନ୍ତ
  • ଟିକାନା
  • ମମତା
  • ଶ୍ୱେତା
  • ଜମେଶ
  • ପୂର୍ଣ୍ଣେନ୍ଦୁ
  • ପ୍ରଭାତ
  • ଯୋଗେଶ
  • ରାଜା
  • ଭିକାରୀ ସ୍ୱାଇଁ
  • ଅଙ୍କିତ
  • ବିକ୍ରମ
  • ମିଲନ୍
  • ଆନନ୍ଦ
  • ସୁମନ୍ତ
  • ପ୍ରିୟା
  • ଚନ୍ଦନ
  • ରାଜା ଦାଶ

ଗୀତ

1. କାନ୍ଦୁଚି ଆଜି ମୁଁ
2. ମୋ ଦେହେ ବିଞ୍ଚି ହେଲୁ
3. ବିତିଯାଇଚି କେତେ ଦିନ ଆଉ ରାତି
4. ମୌଲା ମୌଲା
5. ସପନର ପଥେ ପଥେ
Share:

ନିଝୁମ ରାତିର ସାଥୀ

Image result for odia movie Nijhum ratira sathi

ନିର୍ଦ୍ଦେଶକ:ସଞ୍ଜୟ ନାୟକ
ପ୍ରଯୋଜକ: ସନ୍ତୋଷ କୁମାର ସିଂ, ଅନାମ ଚରଣ ସାହୁ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ସନ୍ତୋଷ କୁମାର ସିଂ
କଳାକାର: ଜ୍ୟୋତି, ତମନ୍ନା, ଚନ୍ଦନ, ସତ୍ୟବ୍ରତ ତ୍ରିପାଠୀ, ପ୍ରେମାନନ୍ଦ ପରିଡ଼ା, ପଲ୍ଲବୀ, ସୋନାଲୀ, ସୁମନ, ବିଜୁ ବଡ଼ଜେନା
ସଙ୍ଗୀତ: ମଳୟ ମିଶ୍ର
ଗୀତ: ଅରୁଣ ମନ୍ତ୍ରୀ
କଣ୍ଠ: ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ
ମୁକ୍ତିଲାଭ ତାରିଖ:
୧ ଜାନୁଆରୀ ୨୦୧୭
 

ଅଭିନୟ

  • ଜ୍ୟୋତି
  • ତମନ୍ନା
  • ଚନ୍ଦନ
  • ସତ୍ୟବ୍ରତ ତ୍ରିପାଠୀ
  • ପ୍ରେମାନନ୍ଦ ପରିଡ଼ା
  • ପଲ୍ଲବୀ
  • ସୋନାଲୀ
  • କୁନା ତ୍ରିପାଠୀ
  • ସୁମନ
  • ବିଜୁ ବଡ଼ଜେନା

 

ଗୀତ

1. କେତେ ଭଲ ପାଏ (ପୁରଷ)
2. କେତେ ଭଲ ପାଏ (ନାରୀ)
3. ଆଲୋ ଲୋ ଲୋ ଲୋ
4. ହାଉଲେ ହାଉଲେ
5. ଦେହରେ ମୋର
6. ଯେବେ ଇଚ୍ଛା ଦେଖିପାରୁ
7. ଗୁରୁବାର ଦିନ
8. ନିଝୁମ ରାତିର ସାଥୀ
Share:

ଗଡ୍‌ଫାଦର୍

Image result for odia movie Godfather


ନିର୍ଦ୍ଦେଶକ:ରମେଶ ରାଉତ
ପ୍ରଯୋଜକ: ଜୁଗାଂଶୁ ଶେଖର ପଣ୍ଡା
ସଂଳାପ: ନିର୍ମଳ ନାୟକ
କଳାକାର: ସିଦ୍ଧାନ୍ତ, ଅନୁ ଚୌଧୁରୀ, ମନୋଜ ମିଶ୍ର, ମୀନକେତନ, ଦୈତାରି ପଣ୍ଡା, ହରିହର ମହାପାତ୍ର, ରାଖି ସାବନ୍ତ
ସଙ୍ଗୀତ: ଅଭିଜିତ ମଜୁମଦାର
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ରାଜେଶ ଦାସ
ମୁକ୍ତିଲାଭ ତାରିଖ:
୧ ଜାନୁଆରୀ ୨୦୧୭
 

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅନୁ ଚୌଧୁରୀ
  • ମନୋଜ ମିଶ୍ର
  • ମୀନକେତନ
  • ଦୈତାରି ପଣ୍ଡା
  • ହରିହର ମହାପାତ୍ର
  • ରାଖି ସାବନ୍ତ (ଅତିଥି କଳାକାର)
  • ସୁଶ୍ରୁତ
  • ଅନନ୍ୟା ମିଶ୍ର
 

ଗୀତ

1. ଚୁଟି ଖୋଲିଲେ
2. ଗଡ୍‌ଫାଦର୍
3. ଓମ୍ ନମଃ ଶିବାୟ
4. ସୋଲନୀ ସଲୋନୀ
5. ଯେବେ ମୋ ବିନା
6. ପ୍ୟାର୍ ୱାଲା
Share:

ତମକୁ ଦେଖିଲା ପରେ

Image result for odia film Dil diwana heigala


ନିର୍ଦ୍ଦେଶକ: ଚନ୍ଦନ ମହାପାତ୍ର
ପ୍ରଯୋଜକ: ଶୁଭମ ପାଢ଼ୀ
ସଂଳାପ: ଆଲୋକ ରାୟ
ପଟ୍ଟକଥା: ଚନ୍ଦନ ମହାପାତ୍ର
କାହାଣୀ: ଭାରତୀ ପାଢ଼ୀ
କଳାକାର: ସମ୍ବିତ, ସିଦ୍ଧାନ୍ତ, ଝିଲିକ୍ , ନୈନା ଦାସ, ହରିହର ମହାପାତ୍ର, ମୀନକେତନ, ପ୍ରଦ୍ୟୁମ୍ନ ଲେଙ୍କା, ମିହିର ଦାସ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ଅରୁଣ ମନ୍ତ୍ରୀ
ସଙ୍ଗୀତ: ଇରା ମହାନ୍ତି, ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ଶୈଳଭାମା, ଅଭିଜୀତ ମିଶ୍ର, ନଭ୍ୟା, ପ୍ରଫୁଲ୍ଲ ବେହେରା, ବିଭୁ କିଶୋର
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ:
୧୩ ଜାନୁଆରୀ ୨୦୧୭
 

ଅଭିନୟ

  • ସମ୍ବିତ ଆଚାର୍ଯ୍ୟ
  • ସିଦ୍ଧାନ୍ତ ମହାପାତ୍ର
  • ଝିଲିକ୍ ଭଟ୍ଟାଚାର୍ଯ୍ୟ
  • ନୈନା ଦାସ
  • ହରିହର ମହାପାତ୍ର
  • ମୀନକେତନ
  • ମିହିର ଦାସ
  • ପ୍ରିୟଙ୍କା ପଟ୍ଟନାୟକ
  • ପ୍ରଦ୍ୟୁମ୍ନ ଲେଙ୍କା
  • ଜୀବନ ପଣ୍ଡା
  • କ୍ରୀଷ୍ଣା
  • ନଭ୍ୟା
 

ଗୀତ

1. ରଙ୍ଗବତୀ ରଙ୍ଗବତୀ
2. ଆ କ‌ହିଲେ ଜ‌ହ୍ନ ଫେରେ
3. ଚାଲି ଯାଉଥିବା ଋତୁଟା
4. ସଣ୍ଡେରେ ମୋର ବିଅର ପାର୍ଟି
5. ତମକୁ ଦେଖିଲା ପରେ
6. ଜୀବନର ଚଲାବାଟେ
Share:

ଦିଲ୍ ଦିୱାନା ହେଇଗଲା

Image result for odia film Dil diwana heigala

ନିର୍ଦ୍ଦେଶକ:ସୁଧାଂଶୁ ମୋହନ ସାହ
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ
କାହାଣୀ: ରଣଜିତ ପଟ୍ଟନାୟକ
କଳାକାର: ବାବୁଶାନ୍, ଶୀତଲ ପାତ୍ର, ଚିଣ୍ଟୁ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଜ୍ଞା
ସଙ୍ଗୀତ: ଏସ୍ କୁମାର
ଗୀତ: ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ
କଣ୍ଠ: ବାବୁଶାନ, ସଂଗ୍ରାମ ମହାନ୍ତି, ତାରିକ, ହ୍ୟୁମାନ ସାଗର, ଜାଗୃତି, ନିବେଦିତା, ସୌରିନ୍ ଭଟ୍ଟ, ଆଦେଶ କୁମାର, ନମିତା ଅଗ୍ରୱାଲ
ମୁକ୍ତିଲାଭ ତାରିଖ:
୧୩ ଜାନୁଆରୀ ୨୦୧୭

 

ଅଭିନୟ

  • ବାବୁଶାନ୍
  • ଶୀତଲ ପାତ୍ର
  • ଚିଣ୍ଟୁ
  • ପ୍ରଦ୍ୟୁମ୍ନ ଲେଙ୍କା
  • ପ୍ରଜ୍ଞା

 

ଗୀତ

1. ପାଗଳପନ୍ଥୀ ଦିଲ୍‌ଟା ମୋର
2. ତୁ ମୋ ସା ରେ ଗା ମା
3. ଏ ଆଖି କୋଉ ପୁଣ୍ୟ କରିଥିଲା
4. ଦିଲ୍ ଦିୱାନା ହେଇଗଲା
5. ଦିଲ୍ ଦିୱାନା କାଇଁ ହେଲା
6. ଆରେ ତୋର ମୋର ଯୋଡ଼ି
7. ତୋର ମୋର ଯୋଡ଼ି
8. ତୋ ପାଇଁ ମୋ ଦିଲ୍ ଦିୱାନା
9. କୋହଲା ପବନ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର