ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୧୬ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୧୬ର ଓଡ଼ିଆ କଥାଚିତ୍ର. Show all posts

ଗଡ୍‌ସ୍ ଓନ୍ ପିପୁଲ୍

Image result for odia movie god's own people

ନିର୍ଦ୍ଦେଶକ:ନୀଳ ମାଧବ ପଣ୍ଡା
ପ୍ରଯୋଜକ: ଅକ୍ଷୟ କୁମାର ପରିଜା
ସଙ୍ଗୀତ: ମହେଶ ରଞ୍ଜନ ପ୍ରଧାନ
ଚିତ୍ରଗ୍ରହଣ: ଇନ୍ଦ୍ରନୀଲ ଲାହିର
ସମ୍ପାଦକ: ପୁଲୋମା ପାଲ
କଥାଚିତ୍ରର ସମୟ:
୮୦ ମିନିଟ୍
ମୁକ୍ତିଲାଭ ବର୍ଷ: ୨୦୧୬

ଅଭିନୟ

  • ଅମିତାଭ ବଚ୍ଚନ- ଭାଷ୍ୟକାର


ଗଡ୍‌ସ୍ ଓନ୍ ପିପୁଲ୍, ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଉପରେ ଆଧାରିକ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ କୁମାର ପରିଜା । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନୀଳ ମାଧବ ପଣ୍ଡା । ଏହି ଚଳଚ୍ଚିତ୍ରଟି ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ମୁକ୍ତିଲାଭ କରିଥିଲା । ହିନ୍ଦୀ କଥାଚିତ୍ର ଜଗତର ଅଭିନେତା ଅମିତାଭ ବଚ୍ଚନ ଏହି ଚଳଚ୍ଚିତ୍ରର ଜଣେ କଥାକାର ଭାବରେ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟ ପାଇଁ ସେ କୌଣସି ପାରିଶ୍ରମିକ ମଧ୍ୟ ନେଇ ନଥିଲେ ।

୧୨ ମଇ ୨୦୧୬ରେ ଏହି ଚଳଚ୍ଚିତ୍ରଟି ପ୍ୟାରିସ୍‌ରେ ଅନୁଷ୍ଠିତ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଦେଖାଯାଇଥିଲା । ଏହି ଉତ୍ସବରେ ଓଡ଼ିଶାର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ଏହି ଉତ୍ସବରେ ବିଶ୍ୱସ୍ତରର ଚଳଚ୍ଚିତ୍ର ନିର୍ମାତାଙ୍କୁ ଓଡ଼ିଶାକୁ ସ୍ୱାଗତ କରିଥିଲେ ନିତୀନ ଜ‌ୱାଲେ, ଶ୍ରୀ ପଟ୍ଟନାୟକ ଏବଂ ଅଶୋକ ପଣ୍ଡା । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅପ୍ରେଲ ୨୦୧୬ରରେ ଏହା ଆଇନ‌କ୍ସ, ଭୁବନେଶ୍ୱରରେ ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଏସ. ସି. ଜମିର ମଧ୍ୟ ଉପସ୍ଥିତ ଥିଲେ ।
Share:

ପ୍ରେମର ନିଶା ନିଆରା ନିଆରା

Image result for odia movie premara nisha niara niara

ନିର୍ଦ୍ଦେଶକ:ସରୋଜ କାନ୍ତ
ପ୍ରଯୋଜକ: ଭାରତୀ ନାଇକ
ସଂଳାପ: ମନୋରଞ୍ଜନ ଦାସ
ଚିତ୍ରନାଟ୍ୟ: ସରୋଜ କାନ୍ତ
କାହାଣୀ: ରାଜେନ୍ଦ୍ର
କଳାକାର: ଶୁଭମ ନାଇକ, ଜୀନା ସାମଲ, ସୋନିଆ, ଜର୍ଜ ତିଆଡ଼ି, ଅଶ୍ରୁମୋଚନ ମହାନ୍ତି, ମନୋଜ ମିଶ୍ର, ପ୍ରଜ୍ଞା, ଝାନ୍ସି
ସଙ୍ଗୀତ: ସୌମିତ୍ରୀ ପଲାଇ, ଶୈଳେନ୍ଦ୍ର
ଗୀତ: କିଶୋର କୁମ୍ଭାର, ମନୋଜ ଦାସ
କଣ୍ଠ: ଚିତ୍ତ ରଞ୍ଜନ, ହ୍ୟୁମାନ ସାଗର, ଅସୀମା ପଣ୍ଡା
ସମ୍ପାଦକ: ରାଜେଶ ଦାସ
ମୁକ୍ତିଲାଭ ତାରିଖ:
୯ ଡିସେମ୍ବର ୨୦୧୬
 

ଅଭିନୟ

  • ଶୁଭମ ନାଇକ
  • ଜୀନା ସାମଲ
  • ସୋନିଆ
  • ଜର୍ଜ ତିଆଡ଼ି
  • ଅଶ୍ରୁମୋଚନ ମହାନ୍ତି
  • ମନୋଜ ମିଶ୍ର
  • ମିଟୁ ମିଥୁନ
  • ପ୍ରଜ୍ଞା
  • ଝାନ୍ସି
 

ଗୀତ

1. "ପ୍ରେମର ନିଶା ନିଆରା ନିଆରା"
2. "ମୋ ନିଦର ତୁ"
Share:

ଗୁଣ୍ଡା

Related image

ନିର୍ଦ୍ଦେଶକ:ଶୁଭାଶିଷ ପତି
ପ୍ରଯୋଜକ: ଏନ. କେ. ନାୟକ
ସଂଳାପ: ଶୁଭାଶିଷ ପତି
ପଟ୍ଟକଥା: ଶୁଭାଶିଷ ପତି
କାହାଣୀ: ଶୁଭାଶିଷ ପତି
କଳାକାର: ସିଦ୍ଧାନ୍ତ ମହାପାତ୍ର, ନିକିତା, ଝାନ୍ସି ରାଣୀ, ମିହିର ଦାସ, ରକ୍ ପାତ୍ର, ହିମିକା, ପ୍ରଜ୍ଞା ଖଟୁଆ, ମାମୁନି ମିଶ୍ର
ସଙ୍ଗୀତ: ଦୀପକ କୁମାର ବେହେରା
ଗୀତ: ବାପୁ ଗୋସ୍ୱାମୀ, ମୋହିତ ଚକ୍ରବର୍ତ୍ତୀ, ନିଜାମ, ଦୀପକ କୁମାର ବେହେରା
କଣ୍ଠ: ମାନସ ପ୍ରୀତମ, ଲିଜା ପାତ୍ର, ସ୍ନେହଲତା, ଟି. ସୌରୀ, ବିଷ୍ଣୁମୋହନ କବି, ରତିକାନ୍ତ ସତପଥୀ, ତପୁ ମିଶ୍ର
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ମୁକ୍ତିଲାଭ ତାରିଖ:
୧୮ ନଭେମ୍ବର ୨୦୧୬
 

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ନିକିତା
  • ଝାନ୍ସି ରାଣୀ
  • ମିହିର ଦାସ
  • ରକ୍ ପାତ୍ର
  • ବାପି ରାୟ
  • ହିମିକା
  • ପ୍ରଜ୍ଞା ଖଟୁଆ
  • ମାମୁନି ମିଶ୍ର
 

ଗୀତ

1. "ବିଛେ ବଜାରରେ"
2. "ମୁଁ ଭାବୁଛି କିଛି"
3. "ମୁଁ ଗୁଣ୍ଡା"
4. "ଗୁମ୍‌ସୁମ୍ ରାତି"
5. "ଆରେ ସ୍ୱପ୍ନ"
Share:

ହେ ପ୍ରଭୁ ଦେଖା ଦେ

Image result for odia movie he prabhu dekha de

ନିର୍ଦ୍ଦେଶକ:ଗୋପି ଆନନ୍ଦ
ପ୍ରଯୋଜକ: ଉମା ମହେଶ୍ୱର ରାଓ, ପ୍ରସନ୍ନ କୁମାର ଟେକି
ଚିତ୍ରନାଟ୍ୟ: ଗୋପି ଆନନ୍ଦ
କାହାଣୀ: ଗୋପି ଆନନ୍ଦ
କଳାକାର: ହରିହର ଦାସ, ଅନୁ ଚୌଧୁରୀ, ପପୁ, ଅମନ‌ଦୀପ, ମିହିର ଦାସ, ସଲିଲ ମିତ୍ର, ପ୍ରଜ୍ଞା
ସଙ୍ଗୀତ: ଭି. ୟାଦଗରି, ପ୍ରକଳ୍ପିନୀ ପଟ୍ଟନାୟକ
ଗୀତ: ପଞ୍ଚାନନ ନାୟକ, ଡଃ ନିର୍ମଳ ନାୟକ, ପ୍ରକଳ୍ପିନୀ ପଟ୍ଟନାୟକ
କଣ୍ଠ: ହେମା ଚନ୍ଦ୍ର, ରେବନାଥ, ଶ୍ରୀ ଧୃତି, ସତ୍ୟଜିତ ପ୍ରଧାନ, ପ୍ରକଳ୍ପିନୀ, ରମ୍ୟା ବେହେରା, ଗୀତା ମାଧୁରୀ, ଲିପ୍ସିକା
ଚିତ୍ରଗ୍ରହଣ: ରାମୁ ପିନିସେଟ୍ଟୀ
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୧ ନଭେମ୍ବର ୨୦୧୬
 

ଅଭିନୟ

  • ହରିହର ଦାସ
  • ଅନୁ ଚୌଧୁରୀ
  • ପପୁ ପମ ପମ
  • ଅମନ‌ଦୀପ
  • ମିହିର ଦାସ
  • ସଲିଲ ମିତ୍ର
  • ପ୍ରଜ୍ଞା ଖଟୁଆ
  • ଦୁଷ୍ମନ୍ତ ସାହୁ
  • ବଗଲା
  • ମୌସୁମୀ
 

ଗୀତ

1. "ଗଣପତି ବାପା ମୋରିୟା"
2. "ଜାଣେନା ମନ"
3. "ମାର ଗୁବୁ ଗୁବୁ"
4. "ଜୀବନରେ ଜିତିବାକୁ"
5. "ହରି ଓମ୍ ହରି"
Share:

ଦେଲେ ଧରା କଥା ସରେ

Image result for odia movie dele dhara katha sare

ନିର୍ଦ୍ଦେଶକ:ଶ୍ରୈଳେନ୍ଦ୍ର ମିଶ୍ର
ପ୍ରଯୋଜକ: ପଙ୍କଜ ରାଉତ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଶୈଳେନ୍ଦ୍ର ମିଶ୍ର
କାହାଣୀ: ଡଃ ରଜନୀ ରଞ୍ଜନ
କଳାକାର: ଜ୍ୟୋତି ରଞ୍ଜନ, ମାଳବିକା ବାନାର୍ଜୀ, ଅଜିତ ଦାସ, ମହାଶ୍ୱେତା ରାୟ, ମୀନକେତନ, ବବି ମିଶ୍ର
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ, ଅରୁଣ ମନ୍ତ୍ରୀ
କଣ୍ଠ: କୁମାର ବାପି, ଅସୀମା ପଣ୍ଡା
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ଦେବେନ ମିଶ୍ର
ମୁକ୍ତିଲାଭ ତାରିଖ:
୧୧ ନଭେମ୍ବର ୨୦୧୬
 

ଅଭିନୟ

  • ଜ୍ୟୋତି ରଞ୍ଜନ
  • ମାଳବିକା ବାନାର୍ଜୀ
  • ଅଜିତ ଦାସ
  • ମହାଶ୍ୱେତା ରାୟ
  • ମୀନକେତନ
  • ବବି ମିଶ୍ର
  • ପୃଥୀରାଜ
  • ପ୍ରିୟଙ୍କା ମହାପାତ୍ର
 

ଗୀତ

1. "ଦେଲେ ଧରା କଥା ସରେ"
2. "ଟୁନ୍ ଟୁନ୍ ଟୁନା ଟୁନା"
3. "ଟୁପୁରୁ ଟୁପୁରୁ ପଡ଼େ"
4. "ତୋ ଭିତରେ ମୁଁ"
5. "ତେରା ଇସ୍କ ବଡ଼ ବେଇମାନ ହୈ"
6. "ଆରେ ସାଥୀ ଆ"
Share:

ଛାତି ତଳେ ଡିଂ ଡଂ

Image result for odia movie chhatitale ding dong

ନିର୍ଦ୍ଦେଶକ:ମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକ: ସୌମ୍ୟରଞ୍ଜନ ପଟ୍ଟନାୟକ
ସଂଳାପ: ବସନ୍ତରାଜ ସାମଲ
କଳାକାର: ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ବର୍ଷା ପ୍ରିୟଦର୍ଶିନୀ, ଶକ୍ତି କପୁର
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ
ଚିତ୍ରଗ୍ରହଣ: ଏସ୍. ରଞ୍ଜନ ରାଓ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୯ ଅକ୍ଟୋବର ୨୦୧୬
 

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ବର୍ଷା ପ୍ରିୟଦର୍ଶିନୀ
  • ଶକ୍ତି କପୁର
  • ସମ୍ବିତ
  • କିର୍ତ୍ତୀ ମହାନ୍ତି
 

ଗୀତ

1. ଘୁମୁରା
2. ସ୍ଲିମ୍ ଫିଗର୍ ଜିମ୍ ବାଲି
3. ଯାହାର ଫାଟୁଛି ଫାଟୁ
4. ଆଖିରେ ହାଣି ଦେଲି ତୁ
5. ଛାତି ତଳେ ଡିଂ ଡଂ
Share:

ତୋର ଦିନେ କୁ ମୋର ଦିନେ

Image result for odia movie tor dine ku mor dine

ନିର୍ଦ୍ଦେଶକ:ସୁଧାଂଶୁ ମୋହନ ସାହୁ
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ ଏବଂ ପ୍ରଦ୍ୟୁମ୍ନ ଲେଙ୍କା
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ରଣଜିତ ପଟ୍ଟନାୟକ
କାହାଣୀ: ସିଦ୍ଧାର୍ଥ
କଳାକାର: ଅରିନ୍ଦମ, ଶୀତଲ ପାତ୍ର, ଅମ୍ଳାନ, ରିୟା ଦେ, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଅସୀତ ପତି, ସତ୍ୱକୀ ମିଶ୍ର
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବାପୁ ଗୋସ୍ୱାମୀ, ମୋହିତ ଚକ୍ରବର୍ତ୍ତୀ
ସଙ୍ଗୀତ: ସଂଗ୍ରାମ, ତାରିକ୍, ଜାଗୃତି, ଦିବ୍ୟା, ସୌରିନ୍, ନିବେଦିତା, ଆର୍. ଏସ୍. କୁମାର, ବିଦ୍ୟା
ଚିତ୍ରଗ୍ରହଣ: ଏସ୍. ରମେଶ
ସମ୍ପାଦକ: ରାଜେଶ ଦାଶ
ମୁକ୍ତିଲାଭ ତାରିଖ:
୮ ଅକ୍ଟୋବର ୨୦୧୬

ଅଭିନୟ

  • ଅରିନ୍ଦମ ରାୟ
  • ଶୀତଲ ପାତ୍ର
  • ଅମ୍ଳାନ ଦାସ
  • ରିୟା ଦେ
  • ମିହିର ଦାସ
  • ପ୍ରଦ୍ୟୁମ୍ନ ଲେଙ୍କା
  • ରତନ ମେହେର୍
  • ଅସିତ୍ ପତି
  • ସାତ୍ୱକି ମିଶ୍ର
  • କୀର୍ତ୍ତି ମହାନ୍ତି
 

ଗୀତ

1. ତୋର ଦିନେକୁ ମୋର ଦିନେ
2. ଦିବାନୀ ଦିବାନୀ ମୁଁ ଦିବାନୀ
3. ଏଇ ହନିମୁନ୍ ପାଗଟାରେ
4. ଏଇ ମୋର ମନେ ଚୋରି ଚୋରି
5. ଏଇ ନିରୀହ ନିରୀହ ଆଖିରେ
6. ଓ ସେକ୍ସି ସେକ୍ସି ବେବି
Share:

ଲଭ୍ ପାଇଁ କୁଛ୍ ଭି କରେଗା


Image result for odia movie Love pain kuchh v karega

ନିର୍ଦ୍ଦେଶକ:ଅଶୋକ ପତି
ପ୍ରଯୋଜକ: ପୂଜା ଭରଲାୱାଲା
ସଂଳାପ: ରଣଜିତ ପଟ୍ଟନାୟକ
କଳାକାର: ବାବୁଶାନ୍, ସୁପ୍ରିୟା
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ
କଣ୍ଠ: ତିଲକ୍ ଚକ୍ରବର୍ତ୍ତୀ, ସତ୍ୟଜିତ, ତାରିକ୍, ଶଶାଙ୍କ, ବାବୁଶାନ୍
ମୁକ୍ତିଲାଭ ତାରିଖ:
୭ ଅକ୍ଟୋବର ୨୦୧୬
 

ଅଭିନୟ

  • ବାବୁଶାନ୍
  • ସୁପ୍ରିୟା
  • ମିହିର ଦାସ
  • କାଳିଆ
  • ଜୀବନ ପଣ୍ଡା
  • ଉସଶ୍ରୀ ମିଶ୍ର
  • ସଲିଲ ମିତ୍ର
 

ଗୀତ

1. ହୁ ଲାଲା ହୁ ଲାଲା
2. ଲଭ୍ ପାଇଁ କୁଛ୍ ଭି କରେଗା
3. ଆଜି ମାତିବ ଗବର ସିଂ
4. ସେହଜାଦି ସେହଜାଦି
5. ତୋର ପଦିଏ କଥାରେ ମୁଁ ଜିତିବି ହଜାରେ ବାଜି
Share:

ବେବି

Image result for odia movie baby

ନିର୍ଦ୍ଦେଶକ:ମୂରଲୀ କ୍ରିଷ୍ଣା
ପ୍ରଯୋଜକ: ପୂଜା ଭରାଲାୱାଲା
ସଂଳାପ: ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟ: ମୂରଲୀ କ୍ରିଷ୍ଣା
କଳାକାର: ଅନୁଭବ ମହାନ୍ତି, ଝିଲିକ୍ ଭଟ୍ଟାଚାର୍ଯ୍ୟ, ପୌଲମି, ସୁରେଶ ବଳ, ପୃଥ୍ୱୀରାଜ, ବ୍ରଜ, ହରି, ପ୍ରଜ୍ଞା
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ସୁବ୍ରତ ସ୍ୱାଇଁ, ଅରୁଣ ମନ୍ତ୍ରୀ
ସଙ୍ଗୀତ: କ୍ରୀଷ୍ଣା ବେଉରା, ଅନନ୍ୟା ଶ୍ରୀତମ ନନ୍ଦ, ହ୍ୟୁମାନ ସାଗର, ଗୋବିନ୍ଦ ଚନ୍ଦ୍ର, ଜେମ୍‌ସ, ଚୁନ୍‌ମୁନ୍, ମାଧବ ଦାସ
ଚିତ୍ରଗ୍ରହଣ: ପ୍ରତାପ ଚନ୍ଦ୍ର ରାଉତ
ସମ୍ପାଦକ: ଡି. ମନୀ
ମୁକ୍ତିଲାଭ ତାରିଖ:
୭ ଅକ୍ଟୋବର ୨୦୧୬
 

ଅଭିନୟ

  • ଅନୁଭବ ମହାନ୍ତି
  • ଝିଲିକ୍ ଭଟ୍ଟାଚାର୍ଯ୍ୟ
  • ପୌଲମି
  • ସୁରେଶ ବଳ
  • ପୃଥ୍ୱୀରାଜ
  • ବ୍ରଜ
  • ହରି
  • ପ୍ରଜ୍ଞା
  • ପ୍ରିତୀ ପ୍ରିୟଦର୍ଶନୀ
 

ଗୀତ 

1. ଆସ୍କାଫର୍ଟି ଲାଇଫ୍‌ରେ ସାଙ୍ଗ
2. ବେବି ଓ ବେବି
3. କେବେ ଶହେ କେବେ ଶୂନ
4. ମୁଁ କାହିଁକି ଏତେ ଭଲ ପାଏ
5. ନା ରେ ନା
6. ସୁନ୍ ଜରା
7. ତୁ ମୋ ହୃଦୟର ଭାଷା(ପୁରୁଷ)
8. ତୁ ମୋ ହୃଦୟର ଭାଷା(ନାରୀ)
9. ବେବି (ଦୁଃଖ)
Share:

ଆସିଲୁ ଯେବେ ତୁ ଯାଆନା ଫେରି

Image result for odia movie asilu jebe tu jaa na pheri


ନିର୍ଦ୍ଦେଶକ:ବାବୁଦା, ଦିପୁନ
ପ୍ରଯୋଜକ: ପ୍ରିତୀରଞ୍ଜନ ସାହୁ
ସଂଳାପ: ଅଜୟ ସାମଲ
ପଟ୍ଟକଥା: ବାବୁଦା, ଦିପୁନ
କାହାଣୀ: ସୀମାମୟୀ ଗୁରୁବାଳା
କଳାକାର: ପିଙ୍କି ପ୍ରିୟଦର୍ଶିନୀ, ଦୀପକ ବାରିକ, ପିୟୁସ, କୁନା ତ୍ରିପାଠୀ, ଅସୀତ ପତି
ସଙ୍ଗୀତ: ଏସ୍. ଚନ୍ଦ୍ରକାନ୍ତ
ମୁକ୍ତିଲାଭ ତାରିଖ:
୨୩ ସେପ୍ଟେମ୍ବର ୨୦୧୬

ଅଭିନୟ

  • ପିଙ୍କି ପ୍ରିୟଦର୍ଶିନୀ
  • ପୀୟୁଷ
  • ଦୀପକ
  • କୁନା ତ୍ରିପାଠୀ
  • ଅସୀତ ପତି
  • ଜୀବନ ପଣ୍ଡା
  • ସଲିଲ ମିତ୍ର

ଗୀତ

1. ତୁ ଅଛୁ ମୋ ଛାତି ଭିତରେ
2. ଆସିଲୁ ଯେବେ ତୁ ଯାଆନା ଫେରି
Share:

ଭାଇନା, କ'ଣ କଲା ସେ

Image result for odia movie bhaina kan kala se

ନିର୍ଦ୍ଦେଶକ:ସଞ୍ଜୟ ନାୟକ
ପ୍ରଯୋଜକ: ସଞ୍ଜୟ ନାୟକ
ସଂଳାପ: ସଞ୍ଜୟ ନାୟକ
ପଟ୍ଟକଥା: ସଞ୍ଜୟ ନାୟକ
କାହାଣୀ: ସଞ୍ଜୟ ନାୟକ
କଳାକାର: ବାଳକୃଷ୍ଣ ନାୟକ, ତମନ୍ନା, ଉତ୍ତମ ମହାନ୍ତି, କୁନା ତ୍ରିପାଠୀ, ଚନ୍ଦନ, ଜୀନା ସାମଲ, ବିଜୁ ବଡ଼ଜେନା, 
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଅରୁଣ ମନ୍ତ୍ରୀ, ମଧୁସୂଦନ ଦାସ, ସୁବ୍ରତ ସାହୁ, ଦେବୀଦତ୍ତ ମହାନ୍ତି
କଣ୍ଠ: ହ୍ୟୁମାନ ସାଗର, ସୋହିନୀ ମିଶ୍ର, ସଞ୍ଜୁ, ଦୀପ୍ତିରେଖା ପାଢ଼ୀ, ସତ୍ୟଜିତ ପ୍ରଧାନ
ଚିତ୍ରଗ୍ରହଣ: ପ୍ରଦୀପ
ସମ୍ପାଦକ: ରଞ୍ଜନ ଖଟେଇ
ବିତରକ: ତରଙ୍ଗ ସିନେ ପ୍ରଡ଼କ୍ସନ
ମୁକ୍ତିଲାଭ ତାରିଖ
୧୬ ସେପ୍ଟେମ୍ବର ୨୦୧୬

ଅଭିନୟ

  • ବାଳକୃଷ୍ଣ ନାୟକ
  • ଉତ୍ତମ ମହାନ୍ତି
  • କୁନା ତ୍ରିପାଠୀ
  • ଚନ୍ଦନ କର
  • ଜୀନା ସାମଲ
  • ଲକି
  • ପ୍ରେମାଞ୍ଜନ ପରିଡ଼ା
  • ବିଜୁ ବଡ଼ଜେନା
  • ତମନ୍ନା
  • ବିରେନ ମିଶ୍ର
  • ପ୍ରଦ୍ୟୁମ୍ନ ଲେଙ୍କା
  • ପ‌ପି ସନ୍ତୁକା
  • ଦେବଶ୍ୱତା
 

ଗୀତ

1. ଏକ୍ସକ୍ୟୁଜ ମି କ'ଣ କଲା ସେ
2. ABCDEFGHI ତୁ ମୋ ବୟଫ୍ରେଣ୍ଡ
3. ଆ କରିବା ଠିଆ ପାଲା
4. ଚାଲ କରିବା ଠିଆ ପାଲା
Share:

ଚିନି

Image result for odia movie chini

ନିର୍ଦ୍ଦେଶକ:ପ୍ରଦୀପ ଭୋଳ
ପ୍ରଯୋଜକ: କୁମୁଦ ପ୍ରକାଶ ପଣ୍ଡା
ସଂଳାପ: ପ୍ରଦୀପ ଭୋଳ
ଚିତ୍ରନାଟ୍ୟ: ପ୍ରଦୀପ ଭୋଳ
କାହାଣୀ: ପ୍ରଦୀପ ଭୋଳ
କଳାକାର: ଅମ୍ଳାନ, ପତ୍ରାଳୀ, ମିହିର ଦାସ, ମହାଶ୍ୱେତା ରାୟ, ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତ: ଶଙ୍କର ପ୍ରଧାନ, ହେମନ୍ତ ପାଣ୍ଡେ
ଗୀତ: ହଳଧର ନାଗ, ଲାଲ ରତ୍ନାକର ସିଂହ, ବିନୋଦ ପଶାୟତ, ଦୁର୍ଗାମାଧବ ପଣ୍ଡା
କଣ୍ଠ: ଆଶା ଭୋସଲେ
ମୁକ୍ତିଲାଭ ତାରିଖ:
୯ ସେପ୍ଟେମ୍ବର ୨୦୧୬
 

ଅଭିନୟ

  • ଅମ୍ଳାନ ଦାସ
  • ପତ୍ରାଳୀ
  • ମିହିର ଦାସ
  • ମହାଶ୍ୱେତା ରାୟ
  • ଅଶ୍ରୁମୋଚନ ମହାନ୍ତି
  • ଅଶୋକ ଦାସ
  • ପୃଥିରାଜ
  • ବାଙ୍କୁ
  • ବ୍ରଜ
  • ରତନ ମେହର
  • ହର ରଥ
  • ଲକ୍ଷ୍ମୀପ୍ରିୟା ପତି
  • ସ୍ମିତା ତ୍ରିପାଠୀ
  • ପ୍ରଭାତୀ
 

ଶିଶୁ କଳାକାର

  • ତିଥି
  • ସ୍ୱୟମ୍
  • ଦେବେଶ
  • ରୂପା
 

ଗୀତ

1. ଝାଇଁ ରେ
2. ଆସ ଆସ ନୂଆ ଖାଇବା
3. କି ହେଲା ଯେ
4. ଉଆଁସ ରାତିର
Share:

ବାଏ ବାଏ ଦୁବାଇ

Image result for odia movie bye bye dubai


ନିର୍ଦ୍ଦେଶକ:ବସନ୍ତ ସାହୁ
ପ୍ରଯୋଜକ: ଅକ୍ଷୟ କୁମାର ପରିଜା
ସଂଳାପ: ଡଃ ରଜନୀ ରଞ୍ଜନ
କଳାକାର: ସବ୍ୟସାଚୀ, ଅର୍ଚ୍ଚିତା, ବୁଦ୍ଧାଦିତ୍ୟ, ପପୁ ପମ ପମ, ବିଜୟ ମହାନ୍ତି, ଅନିତା ଦାସ, ପୁଷ୍ପା ପଣ୍ଡା, ଶକ୍ତି ବରାଳ
ସଙ୍ଗୀତ: ବିକାଶ ଦାସ, ରଜନୀ ରଞ୍ଜନ
ଗୀତ: ସଞ୍ଜୟ ମହାକୁଡ଼
କଣ୍ଠ: ପମି, ତପୁ ମିଶ୍ର, ବିଭୁ କିଶୋର, ଅରବିନ୍ଦ, ମାନସ ପ୍ରିତମ
ମୁକ୍ତିଲାଭ ତାରିଖ:
୨ ସେପ୍ଟେମ୍ବର ୨୦୧୬
 

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ବୁଦ୍ଧାଦିତ୍ୟ ମହାନ୍ତି
  • ପପୁ ପମ ପମ
  • ବିଜୟ ମହାନ୍ତି
  • ଅନିତା ଦାସ
  • ପୁଷ୍ପା ପଣ୍ଡା
  • ମିଲି ମହାନ୍ତି
  • ଶକ୍ତି ବରାଳ
 

ଗୀତ 

1. ଅଜଣା ଏଇ ସ‌ହର
2. ବାଜିଲାଣି ୧୨.୨୦
3. ତୋର ମୋର ଯୋଡ଼ି ଆଜି
4. ତୁ ଟିକେ ଦେଲୁ ଚାହିଁ
5. ଆ କ‌ହିଲେ ଆସିଲି
Share:

ସୁଇଟ୍ ହାର୍ଟ

Image result for odia movie sweet heart

ନିର୍ଦ୍ଦେଶକ:ସୁଶାନ୍ତ ମଣି
ପ୍ରଯୋଜକ: ନୀଳକଣ୍ଠ ଦାସ ଏବଂ ସୁନନ୍ଦା ଦାଶ
ସଂଳାପ: ବାପୁ ଗୋସ୍ୱାମୀ
କାହାଣୀ: ସୁଶାନ୍ତ ମଣି
କଳାକାର: ବାବୁଶାନ୍, ସମରେଶ ରାଉତରାୟ, ଅନୁ ଚୌଧୁରୀ, ଅନୁଭା ସୌର୍ଯ୍ୟା, ଅପରାଜିତା, ବିଜୟ ମହାନ୍ତି, ମିହିର ଦାସ
ସଙ୍ଗୀତ: ଗୁଡଲି ରଥ
ଗୀତ: ବାପୁ ଗୋସ୍ବାମୀ, ମୁକେଶ ସିଂ
କଣ୍ଠ: ନଭ୍ୟା, ବିଭୂ କିଶୋର, ତପୁ ମିଶ୍ର, ରତିକାନ୍ତ ଶତପଥୀ, ଜାଭେଦ ଅଲ୍ଲୀ, ଇନ୍ଦୁ ସୋନାଲି
ମୁକ୍ତିଲାଭ ତାରିଖ:
୧୮ ଅଗଷ୍ଟ ୨୦୧୬
 

ଅଭିନୟ

  1. ବାବୁଶାନ୍
  2. ସମରେଶ ରାଉତରାୟ
  3. ଅନୁ ଚୌଧୁରୀ
  4. ଅନୁଭା ସୌର୍ଯ୍ୟା
  5. ଅପରାଜିତା ମହାନ୍ତି
  6. ବିଜୟ ମହାନ୍ତି
  7. ମିହିର ଦାସ
  8. ଚକ୍ରଧର ଜେନା
 

ଗୀତ 

1. ସୁଇଟ୍ ହାର୍ଟ
2. ଅନ୍ଧାରରେ
3. ଝିଲମିଲ୍ ଝିଲମିଲ୍
4. ଚାନ୍ସ ମରା ବୟସ
5. ଅଧଜଳ ଗ‌ଗ୍ରୀ
Share:

ମୀମାଂସା

Image result for odia movie Mimansa

ନିର୍ଦ୍ଦେଶକ:ଚକ୍ରଧର ସାହୁ
ପ୍ରଯୋଜକ: ସୌମ୍ୟ ରଞ୍ଜନ ପଟ୍ଟନାୟକ
ସଂଳାପ: ଡଃ ପ୍ରଦୀପ ଦାସ
ଚିତ୍ରନାଟ୍ୟ: ଶାନ୍ତନୁ ଗୁପ୍ତା
କଳାକାର: ଲିପି, ହର ରଥ, ମୀନକେତନ, ମନୋଜ ପଟ୍ଟନାୟକ, ସୁରେଶ ବଳ, ଅଶୋକ ଦାସ
ସଙ୍ଗୀତ: ରତନେସ୍ ଭଗତ୍
ଗୀତ: ନିଜାମ, ଜିତେନ୍ଦ୍ର ପ୍ରଧାନ, ମୋହିତ ଚକ୍ରବର୍ତ୍ତୀ
କଣ୍ଠ: ମହାଲକ୍ଷ୍ମୀ ଅୟର୍, ସଂଗ୍ରାମ ମହାନ୍ତି, ଅମନ ତ୍ରୀଖା
ଚିତ୍ରଗ୍ରହଣ: ପ୍ରଶାନ୍ତନୁ ମହାପାତ୍ର
ମୁକ୍ତିଲାଭ ତାରିଖ:
୫ ଅଗଷ୍ଟ ୨୦୧୬
 

ଅଭିନୟ

  • ଲିପି
  • ହର ରଥ
  • ମୀନକେତନ
  • ସୁରେଶ ବଳ
  • ଶରତ ପରିଡ଼ା
  • ଶିଳାଲିପି ପରିଡ଼ା
  • ମନୋଜ ପଟ୍ଟନାୟକ
  • ଅଶୋକ ଦାସ
  • ରବି ମିଶ୍ର
  • ଅଶୋକ ଓଝା
  • ଶରତ ପରିଡ଼ା
  • ମାମୁନି
 

ଗୀତ

1. ଧିମା ଧିମା ପ୍ରେମରେ
2. ସବୁ ଦିଶେ ଯୋଡ଼ି ଯୋଡ଼ି ଗୋରୀ ଦିଶେ କାଳି
3. ଆରେ ସାଥି ଆ
4. ଢେଉ ଫେରେ କୂଳେ
Share:

ରିଭେଞ୍ଜ

Image result for odia movie revange


ନିର୍ଦ୍ଦେଶକ:ରଣଜିତ ବାରିକ ଏବଂ ନିମାଇଁ ଓଝା
ପ୍ରଯୋଜକ: ଅସୀତ ପତି
ସଂଳାପ: ଚନ୍ଦନ ଦାସ
ପଟ୍ଟକଥା: ଚନ୍ଦନ ଦାସ
କାହାଣୀ: ଅସୀତ ପତି ଏବଂ ସୁବାଶିଷ
କଳାକାର: ଅଭିଷେକ ରଥ, ଅନୁଭା ସୌର୍ଯ୍ୟା, ପୁଷ୍ପା ପଣ୍ଡା, ଅସୀତ ପତି, ଜୟୀରାମ ସାମଲ
ସଙ୍ଗୀତ: ଦୀପକ କୁମାର
କଣ୍ଠ: ସୌରିନ ଭଟ୍ଟ ଏବଂ ପ୍ରମିଳା ଜୈନ, କୁମାର ବାପି, ପମି
ମୁକ୍ତିଲାଭ ତାରିଖ: ୫ ଅଗଷ୍ଟ ୨୦୧୬
 

ଅଭିନୟ

  • ଅଭିଷେକ ରଥ
  • ଅନୁଭା ସୌର୍ଯ୍ୟା
  • ଉତ୍ତମ ମହାନ୍ତି
  • ଅସୀତ ପତି
  • ପୁଷ୍ପା ପଣ୍ଡା
  • ଜୟୀରାମ ସାମଲ
  • ଅଶ୍ରୁମୋଚନ ମହାନ୍ତି
  • ପ୍ରଦ୍ୟୁମ୍ନ ଲେଙ୍କା
  • ସାନ୍ତନା ବୋଷ

ଗୀତ

1.  ଝିଅ ମୁଁ ଚୁଲବୁଲି
2. ଗୋଟିଏ ଫୁଲର ନାଁଟି କୁହ
3. ମୋ ଜୀବନରେ ତୁ
4. ମୁଁ ନୁହେଁ ମୁଁ
5. ଡୋଲା ଡୋଲା
Share:

ମୁଁ ଗାନ୍ଧୀ ନୁହେଁ

Image result for odia movie mu gandhi nuhe

ନିର୍ଦ୍ଦେଶକ: ସୁରଜ ମିଶ୍ର
ପ୍ରଯୋଜକ: ସୁରଜ ମିଶ୍ର
କାହାଣୀ: ସୁରଜ ମିଶ୍ର
କଳାକାର: କରଣ ସିଂହ ରାୟ, କ୍ରିଷ୍ଣା, ରବି ମିଶ୍ର, ଭାବନା କର, ଦୀକ୍ଷା, ମନୋଜ ପଣ୍ଡା, ମୁନମୁନ୍, ଜୟୀରାମ ସାମଲ, ଦେବଶ୍ରୀ
ସଙ୍ଗୀତ: ପବିତ୍ର ପଟ୍ଟନାୟକ
ଗୀତ: ପ୍ରବୀର କୁମାର
କଣ୍ଠ: ଶୈଳଭାମା, ସୌରଭ ନାୟକ, କୁମାର ବାପି, ତପୁ ମିଶ୍ର, ନାଜିଆ ଆଲମ୍, ହ୍ୟୁମାନ ସାଗର, ନଭ୍ୟା
ଚିତ୍ରଗ୍ରହଣ: ସଞ୍ଜୟ ପ୍ରଧାନ
ମୁକ୍ତିଲାଭ ତାରିଖ:
୨୯ ଜୁଲାଇ ୨୦୧୬

ଅଭିନୟ

  • କରଣ ସିଂହ ରାୟ
  • କ୍ରିଷ୍ଣା
  • ରବି ମିଶ୍ର
  • ଭାବନା କର
  • ପୂଜା
  • ଦୀକ୍ଷା
  • ମନୋଜ ପଣ୍ଡା
  • ମୁନମୁନ୍
  • ଜୟୀରାମ ସାମଲ
  • ଦେବଶ୍ରୀ
  • ଆଶିଷ

ଗୀତ

1. ତୁ ଗାନ୍ଧୀ ହବୁ
2. ଏମିତି ଆଜି ମନ
3. ଏଇ କେମିତି ଋତୁ ଲେଉଟି ଆସିଲା
4. ତୋତେ ମୁଁ ଭଲ ପାଏ
5. ତୋ ଆଖି ମୋ ଆଖି
6. ଯବାନୀରେ ଝୁଙ୍କ ଲାଗିଲା
Share:

ଝିଅଟା ବିଗିଡ଼ିଗଲା

Image result for odia movie jhiata bigidigala

ନିର୍ଦ୍ଦେଶକ:ବିନି ପଟ୍ଟନାୟକ
ପ୍ରଯୋଜକ: ଶଚିକାନ୍ତ ଜେନା
ସଂଳାପ: ଡଃ ରଜନୀରଞ୍ଜନ
ଚିତ୍ରନାଟ୍ୟ: ଡଃ ରଜନୀରଞ୍ଜନ
କାହାଣୀ: ଶଚିକାନ୍ତ ଜେନା
କଳାକାର: ବାବୁଶାନ୍, ଏଲିନା ସାମନ୍ତରାୟ, ରୁଦ୍ର ପାଣିଗ୍ରାହୀ, ଜିନା, ମୀନକେତନ, ସଲିଲ ମିତ୍ର
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବସନ୍ତରାଜ ସାମଲ, ସୁବ୍ରତ ସ୍ୱାଇଁ
କଣ୍ଠ: ହ୍ୟୁମାନ ସାଗର, ପ୍ରଜ୍ଞା, ଶ୍ରୀଚରଣ, ଦୀପ୍ତି, ସତ୍ୟଜିତ, ଆର୍ଯ୍ୟନ
ମୁକ୍ତିଲାଭ ତାରିଖ:
୧୪ ଜୁଲାଇ ୨୦୧୬
 

ଅଭିନୟ

  • ବାବୁଶାନ୍
  • ଏଲିନା ସାମନ୍ତରାୟ
  • ରୁଦ୍ର ପାଣିଗ୍ରାହୀ
  • ଜିନା ସାମଲ
  • ଇପ୍ସିତା
  • ଲିନା
  • ଦେବ୍
  • ମୀନକେତନ
  • ଅସୀତ ପତି
  • ସଲିଲ ମିତ୍ର
  • ବିଜୟ ପଟ୍ଟନାୟକ
  • ଅଶୋକ ମଲ୍ଲିକ

 ଗୀତ

1. ତୁ ଚଗଲି
2. ମିଠା ମିଠା
3. ଝିଅଟା ବିଗିଡ଼ିଗଲା
4. ଓ ବେବି
5. ସ୍ମାର୍ଟସିଟି ଝିଅଟା
Share:

ଅଗସ୍ତ୍ୟ

Image result for odia movie agastya

ନିର୍ଦ୍ଦେଶକ:କେ. ଏମ. କ୍ରିଷ୍ଣା

ପ୍ରଯୋଜକ: ଅକ୍ଷୟ କୁମାର ପରିଜା

ସଂଳାପ: ଡଃ ନିର୍ମଳ ନାୟକ

ମୂଳ ଆଧାର: ଉଗ୍ରମ୍ (କନଡ଼ ଚଳଚ୍ଚିତ୍ର)

କଳାକାର: ଅନୁଭବ ମହାନ୍ତି, ଝିଲିକ୍, ଆକାଶ ଦାସନାୟକ, ମିହିର ଦାସ, ପ୍ରିୟଙ୍କା ପଟ୍ଟନାୟକ, ମୀନକେତନ, ସଲିଲ ମିତ୍ର

ସଙ୍ଗୀତ: ପ୍ରେମ ଆନନ୍ଦ

ଗୀତ: ସୁବ୍ରତ ସ୍ୱାଇଁ, ଅରୁଣ ମନ୍ତ୍ରୀ

କଣ୍ଠ: ହ୍ୟୁମାନ, ବିଷ୍ଣୁମୋହନ କବି, ଶ୍ରୀଚରଣ, ସତ୍ୟଜିତ, ସଂଗ୍ରାମ, ଆଶୁତୋଷ, ଅନନ୍ୟା ଶ୍ରୀତମ ନନ୍ଦ, ଆର୍ଯ୍ୟନ, ପ୍ରଜ୍ଞା

ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର

ମୁକ୍ତିଲାଭ ତାରିଖ:
୧୨ ଜୁନ ୨୦୧୬

 

ଅଭିନୟ

  • ଅନୁଭବ ମହାନ୍ତି
  • ଆକାଶ ଦାସନାୟକ
  • ଝିଲିକ୍ ଭଟ୍ଟାଚାର୍ଯ୍ୟ
  • ମିହିର ଦାସ
  • ପ୍ରିୟଙ୍କା ପଟ୍ଟନାୟକ
  • ମନୋଜ ମିଶ୍ର
  • ସଲିଲ୍ ମିଶ୍ର
  • ମୀନକେତନ
  • ମୁନ୍ନା ସେଠୀ
 

ଗୀତ

1. ଅଗସ୍ତ୍ୟ
2. ଧୀରେ ଧୀରେ ଭଲ ପାଇଗଲି
3. ରାମାରାମା ଏ ଝିଅଟା
4. ଛୋଟଛୋଟ ଏଇ ମନ ତଳେ
Share:

ପ୍ରେମରେ ପ୍ରେମରେ

Image result for odia movie premare premare

ନିର୍ଦ୍ଦେଶକ:ସୁଧାଂଶୁ ମୋହନ ସାହୁ
ପ୍ରଯୋଜକ: ସୀତାରମ ଅଗ୍ର‌ୱାଲ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ରଣଜିତ ପଟ୍ଟନାୟକ
କଳାକାର: ଅରିନ୍ଦମ ରାୟ, ଶୀତଲ ପାତ୍ର, ହରିହର ମହାପାତ୍ର, ସାତ୍ୱକୀ ମିଶ୍ର, ଚାନ୍ଦିନୀ, ଅଞ୍ଜନା, ଇମିଲି
ସଙ୍ଗୀତ: ବିକାଶ ଦାସ
ଗୀତ: ବାପୁ ଗୋସ୍ୱାମୀ, ମୋହିତ ଚକ୍ରବର୍ତ୍ତୀ
କଣ୍ଠ: ସୌରିନ ଭଟ୍ଟ, ଆର୍. ଏସ୍. କୁମାର, ନିବେଦିତା, ଲଳିତ, ଦିବ୍ୟା
ମୁକ୍ତିଲାଭ ତାରିଖ:
୧୨ ଜୁନ ୨୦୧୬
 

ଅଭିନୟ

  • ଅରିନ୍ଦମ ରାୟ
  • ଶୀତଲ ପାତ୍ର
  • ହରିହର ମହାପାତ୍ର
  • ସାତ୍ୱକୀ ମିଶ୍ର
  • ଚାନ୍ଦିନୀ
  • ଅଞ୍ଜନା
  • ଇମିଲି
 

ଗୀତ

1. ପ୍ରେମରେ ପ୍ରେମରେ
2. ମୋତ ଭୁଲି କେମିତି ରହିଚୁ ତୁ
3. ଆ ଥରେ ଆ
4. ମୁଁ ରାଓଡ଼ି ରଙ୍ଗବତୀ
5. ଏମିତି ହୁଏ ପଡ଼ିଲେ ପ୍ରେମରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର