ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତୁ ମୋ ହିରୋ

Related image

ନିର୍ଦ୍ଦେଶକ: ଦିଲୀପ ପଣ୍ଡା
ପ୍ରଯୋଜକ: ଶ୍ରୀନିବାସ ରାଓ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଦିଲୀପ ପଣ୍ଡା
କାହାଣୀ: ଦିଲୀପ ପଣ୍ଡା
କଳାକାର: ଜ୍ୟୋତି ରଞ୍ଜନ, ଝିଲିକ୍‌ ଭଟ୍ଟାଚାର୍ଯ୍ୟ, ସୁବାଶିଷ ଶର୍ମା, ମିହିର ଦାସ, ସରୋଜ ଦାସ, ପ୍ରିୟଙ୍କା
ସଙ୍ଗୀତ: ବୈଦ୍ୟନାଥ ଦାଶ
ଗୀତ: ଡଃ ନିର୍ମଳ ନାୟକ, ଜୟନ୍ତ ଦାସ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ, ବିଜୟ ମଲ୍ଲ
କଣ୍ଠ: ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ସତ୍ୟଜିତ, ଅସୀମା ପଣ୍ଡା, ପ୍ରଜ୍ଞା ହୋତା, ଅନନ୍ୟା ଶ୍ରୀତମ ନନ୍ଦ, ଶୋଭା
ଚିତ୍ରଗ୍ରହଣ: ଏସ୍. ଏଚ୍. ପ୍ରସାଦ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦ ଅକ୍ଟୋବର ୨୦୧୭

ଅଭିନୟ

  • ଜ୍ୟୋତି ରଞ୍ଜନ ନାୟକ
  • ଝିଲିକ୍‌ ଭଟ୍ଟାଚାର୍ଯ୍ୟ
  • ସୁବାଶିଷ ଶର୍ମା
  • ମିହିର ଦାସ
  • ସରୋଜ ଦାସ
  • ପ୍ରିୟଙ୍କା
  • କିଶୋର
  • ରକ୍‌ ପାତ୍ର
  • କେ କେ

ଗୀତ 

1. ତୁ ମୋ ହିରୋ
2. କରିନା ହଉ କାଟ୍ରିନା
3. ଗୋଲ୍‌ଡେନିଆ ଚୁମା
4. ଲଭ୍‌ ଲେଟର
5. ଦିଲ୍‌ ଜାନା ଆଶିକାନା
6. ଧୋରେ ବାୟା ଧୋ
7. ଇଏ କି ପ୍ରେମ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର