ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମୁଁ ଗୋଟେ ଦୁଷ୍ଟ ପିଲା

Image result for odia film mu gote dusta pila

ନିର୍ଦ୍ଦେଶକ: ଅଶୋକ ମଲ୍ଲିକ୍
ପ୍ରଯୋଜକ: ଝରଣ ମଲ୍ଲିକ୍, ସୁରଜ କୁମାର
ସଂଳାପ: ଅଶୋକ ମଲ୍ଲିକ୍
ଚିତ୍ରନାଟ୍ୟ: ଅଶୋକ ମଲ୍ଲିକ୍
କାହାଣୀ: ଅଶୋକ ମଲ୍ଲିକ୍
କଳାକାର: ଅଶୋକ ମଲ୍ଲିକ୍, ଦୁଷ୍ମନ୍ତ ପଣ୍ଡା, ଝାନସୀ, ଦିବ୍ୟା, ରାନୀ, ଅସିତ ପତି, ବନମାଳୀ ପାଣ୍ଡିଆ, ବ୍ରଜ ସିଂହ
ସଙ୍ଗୀତ: ବିଦ୍ୟାଧର ସାହୁ
ଗୀତ: ମୋହିତ ଚକ୍ରବର୍ତ୍ତୀ, ଆଲୋକ ଦେବ୍
କଣ୍ଠ: ନନ୍ଦିତା ଭଞ୍ଜ, ସଞ୍ଜୁ ମହାନ୍ତି, ମୋନାଲିସା, ସୌରଭ, ପ୍ରଦୀପ ପଲାଇ, ମାଧବ
ଚିତ୍ରଗ୍ରହଣ: ପ୍ରଦୀପ, ଶୁଭମ
ସମ୍ପାଦକ: ଅଶୋକ ଶର୍ମା
ମୁକ୍ତିଲାଭ ତାରିଖ:
୧୦ ନଭେମ୍ବର ୨୦୧୭

ଅଭିନୟ

  • ଅଶୋକ ମଲ୍ଲିକ୍
  • ଦୁଷ୍ମନ୍ତ ପଣ୍ଡା
  • ଝାନସୀ
  • ଦିବ୍ୟା
  • ରାନୀ
  • ଅସିତ ପତି
  • ବନମାଳୀ ପାଣ୍ଡିଆ
  • ଥିନ୍‌
  • ବ୍ରଜ ସିଂହ
  • ଦେବୀ ବାରିକ
  • ରିତମ ଖାନ୍
  • ବିଜୁ ବଡ଼ଜେନା
  • ଜୀବନ ପଣ୍ଡା
  • ଦେବୁ ବ୍ରହ୍ମା
  • ସୁମନ
  • ବୁଲୁ ପଣ୍ଡା
  • ବିଜୟ ଭୂୟାଁ
  • ଟିକିନା
  • ମମତାରାଣୀ
  • ଅର୍ଚ୍ଚନା

ଗୀତ 

1. ମୁଁ ଗୋଟେ ଦୁଷ୍ଟ ପିଲା
2. ଝଡ଼ ଆସିଲେ ବି
3. ହ‌ମେଁ ତୁମ୍‌ସେ ପ୍ୟାର ହୋଗୟା
4. ଝାପ୍‌ସା ଚେହେରା
5. ଆରେ ମୋର ଦିୱାନୀ
6. ଚାରି ଟଙ୍କିଆ କାନଫୁଲ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର