ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତୁମେ ହିଁ ସାଥୀ ମୋର



ନିର୍ଦ୍ଦେଶକ: ସୁରେନ୍ଦ୍ର ମହାନ୍ତି
ପ୍ରଯୋଜକ: ସୁରେଶ ଭରଲା‌ୱାଲା, ବିଜୟ ଖଣ୍ଡେୱାଲା, ରମେଶ ବର୍ମା
କଳାକାର: ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ଅନୁ ଚୌଧୁରୀ, ହେମନ୍ତ ଦାସ, ମିହିର ଦାସ, ରାଇଚରଣ ଦାସ, ଅପରାଜିତା ମହାନ୍ତି
ସଙ୍ଗୀତ: ଶାନ୍ତନୁ ମହାପାତ୍ର, ସରୋଜ ପଟ୍ଟନାୟକ, ବାସୁଦେବ ରଥ
ଗୀତ: ଅନ୍ତର୍ଜାମୀ ମିଶ୍ର, ସୁରେନ୍ଦ୍ର ମହାନ୍ତି, ନିଜମ୍, ବନବିହାରୀ ପଣ୍ଡା, ସରୋଜ ପଟ୍ଟନାୟକ
କଣ୍ଠ: କୁମାର ବାପି, ବିଜୟ ଜେନା, ମାଧବ, ସିଦ୍ଧାର୍ଥ ମିଶ୍ର, ଶୈଳଭାମା
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ସୁରେନ୍ଦ୍ର ମହାନ୍ତି
ମୁକ୍ତିଲାଭ ତାରିଖ:
୬ ନଭେମ୍ବର ୨୦୦୯

ଅଭିନୟ

  • ଅରିନ୍ଦମ ରାୟ
  • ଦୁଷ୍ମନ୍ତ ପଣ୍ଡା
  • ଅନୁ ଚୌଧୁରୀ
  • ହେମନ୍ତ ଦାସ
  • ମିହିର ଦାସ
  • ରାଇଚରଣ ଦାସ
  • ଅପରାଜିତା ମହାନ୍ତି
  • ଅଶ୍ରୁମୋଚନ ମହାନ୍ତି
  • ସ୍ମିତା ମହାନ୍ତି

ଗୀତ 

1. ଏ ହୃଦୟଟା ଯାତନାର
2. ଜୀଇଁବାକୁ ହେଲେ ଲୁହର ନଈରେ
3. କ‌ହିନି ଯା' କେବେ କ‌ହି ଦଉଚି
4. କ‌ହୁଚି ମୁଁ କିଛି
5. ପ୍ରଭୁ ହେ ଶେଷ କାମନା
6. ପ୍ରେମ ତ' କରିଚୁ ଆମେ
7. ସାଗର ଗାଏ ନାଚେ ସମୀର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର