ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତୁ ଥିଲେ ମୋ ଡର କାହାକୁ

Image result for odia movie tu thile mo dara kahaku

ନିର୍ଦ୍ଦେଶକ: ଦିଲ୍ଲୀପ ପଣ୍ଡା
ପ୍ରଯୋଜକ: ସୋମ୍ୟ ରଞ୍ଜନ ପଟ୍ଟନାୟକ, ଅଜିତ ମିଶ୍ର
ସଂଳାପ: ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟ: ଦିଲ୍ଲୀପ ପଣ୍ଡା
କାହାଣୀ: ଅଜିତ ମିଶ୍ର
କଳାକାର: ବୁଦ୍ଧାଦିତ୍ୟ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ରାଲି ନନ୍ଦ, ମହାଶ୍ୱେତା ରାୟ, ରାଇମୋହ‌ନ ପରିଡ଼ା, ବିଜୟ ମହାନ୍ତି
ସଙ୍ଗୀତ: ମଳୟ ମିଶ୍ର
ଗୀତ: ଅରୁଣ ମନ୍ତ୍ରୀ, ମଳୟ ମିଶ୍ର, ଗଣେଶ୍ୱର ମହାପାତ୍ର, ନିର୍ମଳ ନାୟକ
କଣ୍ଠ: ମହ‌ମଦ ଅଜିଜ୍, ଇରା ମହାନ୍ତି, ଉଦିତ ନାରାୟଣ
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ଦିଲ୍ଲୀପ ପଣ୍ଡା
ମୁକ୍ତିଲାଭ ତାରିଖ:
୭ ଜାନୁଆରୀ ୨୦୧୦

ଅଭିନୟ

  • ବୁଦ୍ଧାଦିତ୍ୟ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ରାଲି ନନ୍ଦ
  • ମହାଶ୍ୱେତା ରାୟ
  • ରାଇମୋହ‌ନ ପରିଡ଼ା
  • ବିଜୟ ମହାନ୍ତି
  • ପ୍ରଦ୍ୟୁମ୍ନ ଲେଙ୍କା
  • ନମ୍ରତା ଦାସ
  • ହରିହର ମହାପାତ୍ର
  • ମୁନ୍ନା ଖାନ୍
  • ଅଜିତ ମିଶ୍ର

ଗୀତ 

1. ତୁ ଯଦି ଅଛୁ ମୋ ପାଖରେ
2. ପକ୍ଷୀ ସିନା ଉଡ଼ିଯାଏ
3. ବାହାରେ ବର୍ଷା ଭିତରେ ନିଆଁ
4. ଲେଖିଦେଲି ନାଁ ତୋର
5. ବୈଶାଖେ ବିଜୁଳି
6. ଚୋରୀ ଚୋରୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର