ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତୁ ମୋରି ପାଇଁ

Image result for odia film tu mo pain

ନିର୍ଦ୍ଦେଶକ: ଜୟପ୍ରକାଶ ମହାନ୍ତି
ପ୍ରଯୋଜକ: ଦିବ୍ୟ ଜ୍ୟୋତି, ଚିତ୍ତରଞ୍ଜନ ପୃଷ୍ଟି, ଅଶୋକ ସାହୁ
ସଂଳାପ: ପ୍ରଦୀପ ନନ୍ଦ
ଚିତ୍ରନାଟ୍ୟ: ଦିପ୍ତିମୟୀ ମହାନ୍ତି
କାହାଣୀ: ଦିପ୍ତିମୟୀ ମହାନ୍ତି
କଳାକାର: ସବ୍ୟସାଚୀ ମିଶ୍ର, ଲିପି ପରିଡ଼ା, ମିହିର ଦାସ, ରୁନୁ ପରିଜା, ଜର୍ଜ ତିଆଡ଼ି, ଅନିତା ଦାସ, ଜୟୀରାମ ସାମଲ
ସଙ୍ଗୀତ: ପ୍ରେମ ଆନନ୍ଦ, ଜୟପ୍ରକାଶ ମହାନ୍ତି
ଗୀତ: ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ଜୟପ୍ରକାଶ ମହାନ୍ତି
କଣ୍ଠ: ତପୁ ମିଶ୍ର, ଶକ୍ତି ମିଶ୍ର, ଜୟପ୍ରକାଶ ମହାନ୍ତି, ସଞ୍ଜୁ ମହାନ୍ତି, ସୌରଭ, ଶ୍ରୀଚରଣ
ଚିତ୍ରଗ୍ରହଣ: ଅଶୋକ ଦର୍ଶନ
ସମ୍ପାଦକ: ଅଜୟ ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୯

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଲିପି ପରିଡ଼ା
  • ମିହିର ଦାସ
  • ରୁନୁ ପରିଜା
  • ଜର୍ଜ ତିଆଡ଼ି
  • ଅନିତା ଦାସ
  • ଜୟୀରାମ ସାମଲ
  • ହରିହର ମହାପାତ୍ର
  • ଉତ୍ତମ ମହାନ୍ତି
  • ରିମ୍‌ଝିମ୍
  • ନିରଞ୍ଜନ ପତି
  • ସଲିଲ୍ ମିତ୍ର
  • ସାତ୍ୱକୀ ମିଶ୍ର
  • ମିଟୁ ମିଥୁନ
  • ବ୍ରଜ ସିଂହ
  • ସଂଗ୍ରାମ
  • ଶୁଭଙ୍କର

ଗୀତ 

1. ପ୍ରଥମ ପ୍ରେମର
2. ଚେନାଏ ଚଇତି
3. ମୋ ଝୁମୁକା ଲାଗୁଚି
4. ତୁ ମୋରି ପାଇଁ
5. କିଛି ପ୍ରେମ ପିନ୍ଧେ ସିନା
6. ଚୋରା ଚଇତି
7. ତୁ ମତେ ମୋ ଠାରୁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର