ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତୋ' ଆଖିରେ ମୁଁ

Image result for odia movie to akhire mu

ନିର୍ଦ୍ଦେଶକ: ଏସ୍. କେ. ମୂରଲୀଧରନ୍
ପ୍ରଯୋଜକ: ପ୍ରଭାସ ରାଉତ
ସଂଳାପ: ଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟ: ଏସ୍. କେ. ମୂରଲୀଧରନ୍
କାହାଣୀ: ବିଜୟଲକ୍ଷ୍ମୀ ରାଉତ
କଳାକାର: ବାବୁଶାନ୍, ସୁଇଟି, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ପପୁ ପମ ପମ, ସଲିଲ ମିତ୍ର, ହର ପଟ୍ଟନାୟକ
ସଙ୍ଗୀତ: ବିକାଶ ଦାସ
ଗୀତ: ବସନ୍ତରାଜ ସାମଲ, ମୋହିତ ଚକ୍ରବର୍ତ୍ତୀ, ଦେବୀଦତ୍ତ ମହାନ୍ତି
କଣ୍ଠ: ବିଭୁ କିଶୋର, ତପୁ ମିଶ୍ର, ଜଲି ମୁଖାର୍ଜୀ, ଉଦିତ ନାରାୟଣ, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ଆର୍ ଭଗତ ସିଂହ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୫ ମାର୍ଚ୍ଚ ୨୦୧୦

ଅଭିନୟ

  • ବାବୁଶାନ୍
  • ସୁଇଟି
  • ଉତ୍ତମ ମହାନ୍ତି
  • ଅପରାଜିତା ମହାନ୍ତି
  • ପପୁ ପମ ପମ
  • ସଲିଲ ମିତ୍ର
  • ହର ପଟ୍ଟନାୟକ
  • ନମ୍ରତା ଦାସ
  • ରାଇଚରଣ ଦାସ
  • ଦେବୁ ବୋଷ
  • ପ୍ରଦ୍ୟୁମ୍ନ ଲେଙ୍କା
  • ବବି ମିଶ୍ର
  • ବିଭୂତି ଦାସ
  • ବିଦ୍ୟୁତ୍‌ପ୍ରଭା
  • ସ୍ମିତା ତ୍ରିପାଠୀ
  • ବ୍ରଜ ନାୟକ
  • ପ୍ରଦୀପ ସେନ
  • ତନିସ୍କ

ଗୀତ 

1. ଆଇଲା ରେ ଆଇଲା ରେ ଆଇଲା ରେ
2. ଦେଖ ଦେଖ ଦେଖ ସାରା ଜମାନା
3. ତୋରି ପାଇଁ ଗୀତଟିଏ ଲେଖିଚି
4. ସୁନ୍ଦରୀ ସୁନ୍ଦରୀ
5. ସଞ୍ଜ ନଇଁଲେ
6. ନ‌ଦୀ କ‌ହେ ସାଗରକୁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର