ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତତେ ଭଲ ପାଉଛି ବୋଲି

Related image

ନିର୍ଦ୍ଦେଶକ: ପ୍ରଶାନ୍ତ କୁମାର
ପ୍ରଯୋଜକ: ନରସିଂହ ଲାଲ ଅଗ୍ର‌ୱାଲ
ସଂଳାପ: ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟ: ପ୍ରଶାନ୍ତ କୁମାର
କାହାଣୀ: ପ୍ରତିଭା ପଣ୍ଡା
କଳାକାର: ଦେବାଶିଷ ପାତ୍ର, କୋଏଲ୍ ମୁଖାର୍ଜୀ, ଅପରାଜିତା ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, କୁନା ତ୍ରିପାଠୀ
ସଙ୍ଗୀତ: ପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ:
୧୭ ସେପ୍ଟେମ୍ବର ୨୦୧୦

ଅଭିନୟ

  • ଦେବାଶିଷ ପାତ୍ର
  • କୋଏଲ୍ ମୁଖାର୍ଜୀ
  • ଅପରାଜିତା ମହାନ୍ତି
  • ମିହିର ଦାସ
  • ଜୟୀରାମ ସାମଲ
  • କୁନା ତ୍ରିପାଠୀ
  • ବବି ମିଶ୍ର
  • ବିରେନ ମିଶ୍ର
  • ରବି ମିଶ୍ର

ଗୀତ 

1. ଭଲ ପାଇବା ବାଟରେ
2. ବେଲାର ଦରଦ
3. ଲାଗେରେ ଲାଗେରେ
4. ଏ ମିଟିଟା କେହି ଜଣେ
5. ବାହାନା
6. ଓଡ଼ିଆଣୀ ମନ ମୋର
7. ମନ ତତେ ଦେଇ ଦେଲି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର