ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସ୍ୱୟଂସିଦ୍ଧା

Image result for odia movie swayamsiddha

ନିର୍ଦ୍ଦେଶକ: ସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକ: ପ୍ରଭାତ ରଞ୍ଜନ ମଲ୍ଲିକ
ଚିତ୍ରନାଟ୍ୟ: ସୁଧାଂଶୁ ମୋହ‌ନ ସାହୁ, ଦିଲ୍ଲୀପ ଚୌଧୁରୀ
କାହାଣୀ: ନମିତା ମଲ୍ଲିକ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଯୁକ୍ତା, ସୁନୀଲ କୁମାର, ପିଣ୍ଟୁ ନନ୍ଦ, ଅପରାଜିତା ମହାନ୍ତି, ଅନିତା ଦାସ, ଶ୍ୱେତା ଆଚାର୍ଯ୍ୟ
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ସ୍ୱରୂପ ନାୟକ
କଣ୍ଠ: କୁମାର ବାପି, ତପୁ ମିଶ୍ର, ଟି. ସୌରୀ
ଚିତ୍ରଗ୍ରହଣ: ସଞ୍ଜୀବ ମହାପାତ୍ର
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୩ ଅଗଷ୍ଟ ୨୦୧୦

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଯୁକ୍ତା
  • ସୁନୀଲ କୁମାର
  • ପିଣ୍ଟୁ ନନ୍ଦ
  • ଅପରାଜିତା ମହାନ୍ତି
  • ଅନିତା ଦାସ
  • ଶ୍ୱେତା ଆଚାର୍ଯ୍ୟ
  • ପ୍ରଦ୍ୟୁମ୍ନ ଲେଙ୍କା
  • ଦୁଷ୍ମନ୍ତ ପଣ୍ଡା
  • ପ୍ରସନ୍ନ ପାଟ୍ଟସାଣୀ
  • ମାତୃପ୍ରସାଦ
  • ସରୋଜିନୀ ରାଉତ

ଗୀତ 

1. ଦେଖ ଆକାଶ ପିନ୍ଧିଚି ଇନ୍ଦ୍ରଧନୁର ଓଢ଼ଣୀ
2. ଆମେ ମାଟିର ମଣିଷ
3. ଯଦି ଏଇ ପୃଥିବୀଟା
4. କିଛି କିଛି କଥା
5. କୋଇଲି କୋଇଲି
6. ମୁଁ ମୋ ନିଜଠୁ ଗଲି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର